ବଦଳିଲା ତାରିଖ – ଏହି ତାରିଖରେ ମାଟ୍ରିକ ରେଜଲ୍ଟ

Matric results

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଘୁଞ୍ଚିଲା ମେଟ୍ରିକ ପରିକ୍ଷା ଯେମିତି କି ଆପଣ ମାନେ ସମସ୍ତେ ଜାଣିଥିବେ ପୂର୍ବ ସୂଚନା ଅନୁସାରେ ଏହି ଜୁନ ମାସରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ସମିର ରଂଞନ ଦାସ୍ ଘୋଷଣା କରିଥିଲେ । ତେବେ ଏହି ନେଇ ଆସୁଛି ଆଉ କିଛି ନୂଆ ସୂଚନା 2022 ରେ କେବେ ପ୍ରକାଶ ପାଇବା ମେଟ୍ରିକ ଫଳ ଜାହା ମଧ୍ୟ ଆପଣ ମାନେ ନିଜ ନିଜ ରୋଲ ନଂ ଜରିଆରେ ଦେଖିପାରିବେ ।

ତେବେ ଏହି ନେଇ ଆସିଛି ଆଉ କିଛି ନୂଆ ତାରିଖ ଆଶା କରାଜାଉ ଥିବା ଜୁଲାଇ ପ୍ରଥମ ସପ୍ତାହ ସୁଧା ମେଟ୍ରିକ ପରକ୍ଷା ଫଳ ପ୍ରକାଶ ପାଇବ । ହେଲେ ଏହି ଥର ନୂଆ ପରିକ୍ଷା ବ୍ୟବସ୍ତା ରେ ଫଳ ପ୍ରସ୍ତୁତି ବିଳମ୍ବ ହୋଇଛି । ଏହି ଭଳି ସ୍ଥିତି ରେ ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମିର ରଂଞନ ଦାସ୍ ଜୁଲାଇ ପ୍ରଥମ ସପ୍ତାହ ରେ ପରିକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣମାଧ୍ୟମ କୁ ଆଶା ଦେଖାଇଛନ୍ତି ।

school Staff

ମନ୍ତ୍ରୀ ସମିର ରଂଞନ ଦାସ୍ ଏହା ମଧ୍ୟ କହିଛନ୍ତି ଖାତା ଦେଖା ଏବଂ ଟାବୁଲେସନ ସରି ଚୁଡାନ୍ତ ଫଳ ପ୍ରକାଶ ପାଇଁ ପ୍ରସେସିଂ ଜାରି ରହିଛି । ତେବେ ସେହି ପରିକ୍ଷା ଫଳ କୁ କେମିତି ସଂମ୍ପର୍ଣ୍ଣ ନିର୍ଭୁଲ କରାଯିବ । ସେହିଥି ପାଇଁ ସମସ୍ତ ବନ୍ଦବସ୍ତ କରାଜାଉଛି । ଆମେ ଆଶା ବାଦି ଯେ ଜୁଲାଇ ପ୍ରଥମ ସପ୍ତାହ ରେ ପରିକ୍ଷା ଫଳ ବାହାରିବ । ଅପର ପକ୍ଷ ରେ କିନ୍ତୁ ଟେବୁଲେସନ ପକ୍ରିୟା ପରେ ଚୁଡାନ୍ତ ଫଳାଫଳ ପ୍ରସ୍ତୁତି କୁ ନେଇ ଜଟିଳ ସ୍ଥିତିରେ ଘାଣ୍ଟି ହେଉଛି ପରିକ୍ଷା କର୍ମଚାରୀ ମାଧ୍ୟମିକ ଶିକ୍ଷା ପରିଶଦ ବୋର୍ଡ ଏହା ସୂଚନା ଦେଇଛି ।

ତେବେ ସମେଟିଭ ଟାବୁଲେସନ ଆସିଷ୍ଟେଟ ଖାତା ଦେଖା ପକ୍ରିୟା ଶେଷ ହୋଇଥିଲେ ମଧ୍ୟ ଚୁଡାନ୍ତ ଫଳାଫଳ ପ୍ରସ୍ତୁତି ହୋଇ ପାରି ନାହିଁ । ତେବେ ପରିକ୍ଷା ଆର୍ଥି ଙ୍କ ସମେଟିଭ ଆସିଣ୍ଟାଟ ୱାନ ଏବଂ ସେମେଟିଭ ଆସିଣ୍ଟାଟ ଦୁଇ ର ଫଳ ମଧ୍ୟ ରୁ ଯେଉଁଥିରେ ସର୍ବାଧିକ ମାର୍କ ରହିଥିବ । ସେହି ମାର୍କ କୁ ଆଧାର କରି ଚୁଡାନ୍ତ ରେଜଲ୍ଟ ପ୍ରକାଶ କରାଯିବାର ଜଟିଳ ଅଙ୍କ ମଧ୍ୟରେ ଫସିଛି ବୋର୍ଡ ।

Results

ତେବେ ଅଙ୍କ ଛିଡୁ ନଥିବାରୁ ବିଧି ବୋଧ ଭାବେ ରେଜଲ୍ଟ ପ୍ରକାଶ ପାଇ ପାରୁ ନାହିଁ ବୋଲି ବୋର୍ଡ ର ଜଣେ ଅଭିଭାବକ କହିଛନ୍ତି । ତେବେ ରେଜଲ୍ଟ ପ୍ରସ୍ତୁତି ରେ ବିଳମ୍ବ ହେଉଥିବାରୁ ଫଳ ପ୍ରକାଶନ କୁ ନେଇ କତୃପକ୍ଷ ଚେଲେଞ୍ ର ସମ୍ମୁଖୀନ ହୋଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *