ବଦଳିଲା BPL ନିୟମ ଆଉ ମିଳିବ ନାହିଁ,ଏବେ ଏହି ନୂଆ ନିୟମ ସବୁ ଲାଗୁହେବ ବହୁତ ଜଲ୍ଦି…

bpl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଏଠାରେ ଆପଣ ମାନଙ୍କୁ କିଛି ନୂଆ BPL ନିୟମ ବିଷୟ ରେ ଜଣେଇବୁ ଜାହା ସରକାର ଙ୍କ ପକ୍ଷ ରୁ ଜାରି ହୋଇଛି ବିଶ୍ୱ ବ୍ୟାଙ୍କ୍ କିଛି ଦିନ କୁ ଥରେ ଦର ଦାମ୍ ବୃଦ୍ଧି ଆମର ଜିବନ ଜାପନ ଖର୍ଚ୍ଚ ବୃଦ୍ଧି ସହିତ ଅନ୍ୟ କିଛି ଆଧାରରେ ଗରିବ ଶ୍ରେଣୀ ରେ ଲୋକ ମାନଙ୍କ ସୂଚୀ ରେ କିଛି ପରିମାଣ ରେ ପରିବର୍ତନ କରିଥାଏ । ସେହି ପରି ଭାବେ ଏହି ନିକଟ ରେ BPL ଧାରୀ ଙ୍କ ପାଇଁ କିଛି ନୂଆ ପରିବର୍ତନ ସରକାର ଙ୍କ ତରଫ ରୁ ହୋଇଛି ।

ତେବେ ସୂଚନା ମୁତାବକ ଦୈନିକ 2.15 ଡଲାର କିମ୍ବା 167 ଟଙ୍କାରୁ ଯଦି କମ ଆୟ ହେଉଥାଏ ତେବେ ସେମାନଙ୍କୁ BPL ବୋଲି ଧରା ଯିବ। ଏହା ପୂର୍ବରୁ 147 ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ଗରିବ ବୋଲି ମନା ଯାଉଥିଲା । ହେଲେ ଋଷ ସହ ଚାଲିଥିବା ଯୁଦ୍ଧ ପାଇଁ ସାରା ବିଶ୍ୱରେ ଦର ଦାମ ବୃଦ୍ଧି ପାଇଛି। ତେବେ ଏହି ନିୟମ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁ ହେବ ବୋଲି ସୂଚନା ମିଳିଛି।

card

ତେବେ ବିଶ୍ଵ ବ୍ୟାଙ୍କ 2017 ଦର ଦାମ ଆଧାର ଅନୁସାରେ ନୂଆ ବାର୍ଷିକ ଗରିବ ରେଖା 2.15 ଡଲାର ବୋଲି ଆକଳନ କରାଜାଇଛି । ଅର୍ଥାତ ବର୍ତମାନ ଯେଉଁ ମାନେ 2.15 ଡଲାର କିମ୍ବା 167 ଟଙ୍କାରେ ନିଜର ଗୁଜୁରାଣ କରୁଛନ୍ତି ସେମାନଙ୍କୁ ଗରିବ ଶ୍ରେଣୀର ଧରାଯିବ। 2017 ରେ ଏହି ସଂଖ୍ୟା 70 କୋଟି ରହି ଥିବା ବେଳେ । ବର୍ତମାନ ଏହା ବଢିବ ବୋଲି ଆଶଙ୍କା କରା ଯାଉଛି।

ତେବେ ବନ୍ଧୁଗଣ ଭାରତରେ 2021 ମସିହା ତୁଳନାରେ 2022 ରେ 12.3 ପ୍ରତିଶତ କମି ଜାଇଛି । ତେବେ ଗରିବ ଲୋକ ମାନଙ୍କ ସଂଖ୍ୟା ମଧ୍ୟ କମିଛି। ଏହାର ଅର୍ଥ ଗାଁ ଲୋକଙ୍କ ମଧ୍ୟରେ ଆମଦାନୀ ବଢ଼ିଛି। 2011 ରେ ଗ୍ରାମୀଣ କ୍ଷେତ୍ରରେ 22.5 ପ୍ରତିଶତ ଗରିବ ଥିବା ବେଳେ 2019 ରେ ଏହା ଅଧା ହ୍ରାସ ପାଇ 11.1 ରେ ପହଞ୍ଚି ଜାଇଛି । ଅର୍ଥାତ ଗ୍ରାମୀଣ କ୍ଷେତ୍ରରେ ଗରିବ ଲୋକ ମାନଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି। ଏହା ସହିତ ଆମଦାନୀରେ ଦୃତ ଭାବେ ଅଭିବୃଦ୍ଧି ଘଟିଛି। 2013 ଏବଂ 2019 ରେ ବାର୍ଷିକ 10 ପ୍ରତିଶତ ବୃଦ୍ଧି ଘଟିଥିବାର ଜଣା ପଡିଛି।

nabine p

ତେବେ ବଡ଼ ଚାଷୀ ମାନଙ୍କ ଆୟରେ ମାତ୍ର 2 ପ୍ରତିଶତ ବୃଦ୍ଧି ଘଟିଛି। ତେବେ ଏହି BPL ନିୟମ ଖୁବ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି। ଯେଉଁ ମାନଙ୍କର 167 ଟଙ୍କାରୁ କମ ଆୟ ରହିଛି ସେମାନଙ୍କୁ BPL ରେ ଘୋଷଣା କରାଯିବ। ତେବେ ବନ୍ଧୁଗଣ ଏହା ଥିଲା BPL ଧାରୀ ଙ୍କୁ ନେଇ ସରକାର ଙ୍କ ପକ୍ଷ ରୁ କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *