ବଡ ଖୁଲାସା, ବଞ୍ଚିଛନ୍ତି ରାଇମୋହନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୃୃ-ତ୍ୟୁ ପରେ ବି ଜିବିତ ରହିଛନ୍ତି ରାଇମୋହନ ତେବେ ମୃ-ତ୍ୟୁ ପରେ ବି ଦୁନିଆଁ ଦେଖିବ ରାଇମୋହନ ଙ୍କ ଆଖି ସଫଳତା ର ସହିତ ଜଣେ ଦୃଷ୍ଟି ହୀନ ଙ୍କ ଠାରେ ଚକ୍ଷ୍ୟୁ ପ୍ରତିରୋପଣ ହୋଇଛି ବୋଲି କହିଥିଲେ ଟେକ୍ନି ସିଆନ । ତେବେ ରାଇମୋହନ ଙ୍କ ଆଖିରେ ଆଉ ଜଣେ ଦୁନିଆ ଦେଖୁଛି । ମୃ-ତ୍ୟୁ ପରେ ବି ସେ ଅମର ହୋଇଜାଇଛନ୍ତି । ତେବେ ତାଙ୍କ ଆଖି କୁ ଅନ୍ୟ ଜଣଙ୍କ ଠାରେ ପ୍ରତିରୋପଣ କରାଜାଇଛି ନିୟମ ଅନୁସାରେ ସେହି ବ୍ୟକ୍ତି ଙ୍କ ପରିଚୟ କୁ ଗୋପନ ରଖାଜାଇଛି ।

ରାଇମୋହନ ତାଙ୍କର ଆଖି ଦାନ କରିବାକୁ ଇଚ୍ଚା ପ୍ରକାଶ କରିଥିଲେ । ଆଉ ମୃ-ତ୍ୟୁ ପରେ ତାଙ୍କର ଆଖିକୁ ନେଇଥିଲେ ଭୁବନେଶ୍ୱର ର ଏକ ଘୋରଇ ମେଡିକାଲ । ଗୋଟିଏ ପଟେ ରାଇମୋହନ ଙ୍କ ଆ-ତ୍ମ-ହ-ତ୍ୟା ର କାରଣ ଖୋଜାଚାଲି ଥିବା ବେଳେ ଗୋଟିଏ ପଟେ ଚାଲିଥିଲା ଆଉ ଜଣଙ୍କ ଦେହରେ ରାଇମୋହନ ଙ୍କ ଆଖି ର ପ୍ରତ୍ୟାରୋପଣ ।

Raimohan

ଏହି କଥା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ପାରେ । ହେଲେ ବି ରାଇମୋହନ ଙ୍କ ଆଖି ଆଉ ଜଣଙ୍କ ଦେହରେ ଲାଗି ସାରିଛି । ଏବଂ ସେହି ବ୍ୟକ୍ତି ଏବେ ରାଇମୋହନ ଙ୍କ ଆଖିରେ ଏବେ ଦୁନିଆଁ ଦେଖୁଥିବେ । ରାଜଧାନୀ ର ଏଲ ବି ପ୍ରସାଦ ଆଇ ଇନଶ୍ଚ୍ୟୁଟ ର ଏହି ମହିଳା ଟେକ୍ନିସିଆନ ଙ୍କୁ ସେ ଏହି ବିଷୟରେ କହିଥିଲେ । ଯେ ତାଙ୍କର ମୃ-ତ୍ୟୁ ପରେ ତାଙ୍କର ଆଖି କୁ ସେ ଦାନ କରିବେ ।

ଏହି ନେଇ ଲେଖାପଢା ହୋଇ ନଥିଲା ରାଇମୋହନ ଙ୍କ ମୃ-ତ୍ୟୁ ପରେ ସେହି ମହିଳା ରାଇମୋହନ ଙ୍କ ପରିବାର ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ଶେଷରେ ରାଇମୋହନ ଙ୍କ ପରିବାର ରାଜି ହୋଇଜାଇ ଥିଲେ ଆଉ ସେହି ଅନୁସାରେ ତାଙ୍କର ଦୁଇ ଆଖି କୁ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଅନ୍ୟ ଜଣଙ୍କ ଆଖିରେ ପ୍ରତ୍ୟାରୋପଣ କରାଜାଇ ଥିଲା । ଏବଂ ଏହା ସଫଳତା ର ସହିତ ପ୍ରତ୍ୟାରୋପଣ ଶେଷ ହୋଇଛି ।

Rai mohan 1

ତେବେ ନିହାତି ଭାବେ ଏହା ହେଲା ଏକ ଖୁସୀ ଖବର ରାଇମୋହନ ତ ଆଉ ନାହାଁନ୍ତି ହେଲେ ତାଙ୍କ ଆଖି ଆଉ ଜଣେ ଦୃଷ୍ଟି ହୀନ ଙ୍କ ଦେହରେ ଲାଗିଛି । ଏବଂ ଏହା ବହତ ହିଁ ଭଲ ରେଜଲ୍ଟ ଦେଇଛି । ତେବେ ଏହି ନେଇ ଆପଣ ମାନେ କଣ ମତାମତ ରଖିବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *