ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଖବର, ଗଣଶିକ୍ଷା ବିଭାଗ ଜାରି କଲା ନୂଆ ଗାଇଡଲାଇନ, ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବର୍ତମାନ ସ୍କୁଲ ପିଲା ମାନଙ୍କୁ ନେଇ ଆସିଛି ଆଉ କିଛି ବଡ ଖବର ତେବେ ଏବେ ସରିଜାଇଛି ପିଲା ମାନଙ୍କ ଖରା ଛୁଟି । 17 ତାରିଖ ରୁ ଆରମ୍ଭ ହୋଇସାରିଛି ପିଲା ମାନଙ୍କ ପାଠପଢା । ତେବେ 6 ତାରିଖ ରୁ ଖରା ଛୁଟି ଘୋଷଣା ହୋଇଥିବା ବେଳେ ଏହି ସମୟ ରେ ସମୟ ରେ ସମସ୍ତ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ତେବେ ଗତ ଦୁଇ ବର୍ଷ ହେଲା କୋରନା ପାଇଁ ପାଠ ପଢା ଠିକ୍ ଭାବେ ହୋଇପାରୁ ନଥିଲା ।

ସେହିଥି ପାଇଁ ଏବେ ପାଠ ପଢା କୁ ଦୃଷ୍ଟି ରେ ରଖି 11 ଦିନିଆଁ ସ୍କୁଲ ଛୁଟି ଘୋଷଣା କରାଜାଇ ଥିବା ବେଳେ । ଏହି ସମୟ ରେ ପିଲା ମାନେ ଘରେ ବସି ଅନଲାଇନ କ୍ଲାସ୍ କରୁଥିଲେ । ହେଲେ ଅନଲାଇନ କ୍ଲାସ୍ ମାଧ୍ୟମ ରେ ପିଲା ମାନେ ଠିକ୍ ଭାବେ ପଢିପାରୁ ନଥିବା ହେତୁ ପିଲା ମାନଙ୍କୁ ଅନଲାଇନ ରେ ପରିକ୍ଷା ଦେଇ ମଧ୍ୟ ପାସ୍ ହେଉଥିଲେ । ହେଲେ ବନ୍ଧୁଗଣ ଏହି ବର୍ଷ ଯେଉଁ ମାନେ ପାଠ ପଢୁଛନ୍ତି ସେମାନଙ୍କ ପାଇଁ ବହୁତ ଷ୍ଟ୍ରୀକ୍ଟ ହୋଇଛି ।

school

ସେମିତି ରେ ଗ୍ରୀଷ୍ମ ପ୍ରଭାବ କୁ ଦଷ୍ଟି ରେ ରଖି ରାଜ୍ୟ ରେ ସକାଳୁଆ ସ୍କୁଲ ହେଉଥିବା ବେଳେ ପିଲା ମାନେ ସକାଳ 6.00 ରୁ 9.00 ପର୍ଯ୍ୟନ୍ତ ପାଠ ପଢୁଥିଲେ । ହେଲେ ବର୍ତମାନ ସମୟ ରେ ସ୍କୁଲ ଗୁଡିକ ଖୋଲିବା ପରେ ବର୍ତମାନ ସମୟ ରେ ପ୍ରଥମ ରୁ ଦଶମ ଶ୍ରେଣୀ ପିଲା ମାନଙ୍କ ପର୍ଯ୍ୟନ୍ତ 9.30 ରୁ 4.30 ପର୍ଯ୍ୟନ୍ତ ପାଠପଢା ହେବ ବୋଲି ସୂଚନା ରହିଛି ।

ତେବେ ସ୍କୁଲ ର ପ୍ରଥମ ଦିନ ରେ ହିଁ ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଙ୍କ ସହିତ ବୈଠକ କରି ଟେବୁଲ , ଲେସନ , ପ୍ଲାନ , ଏବଂ ନୋଟ ଆଦି ପ୍ରସ୍ତୁତ କରିବେ । ସେହି ପରି ପ୍ରଥମ ରୁ ତୃତିୟ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଲାଗି ଏଫ୍‌ଏଲଏନ୍‌ ଏବଂ ଚତୁର୍ଥ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଲଇପି ବହି କୁ ପାଠ୍ୟ ପୁସ୍ତକ ସହିତ ଦିଆଯିବ । ସେହି ପରି ପାଠ୍ୟ ପୁସ୍ତକ ସହିତ ଅନ୍ୟାନ ସାମଗ୍ରୀ ଗୁଡିକ ଅନ୍ୟ ନିକଟ ରେ ପହଁଚିଯିବ । ଏବଂ ଏହାକୁ ପ୍ରଧାନ ଶିକ୍ଷକ ମାନେ ଦାୟୁତ୍ୱ ନେବେ ।

ତେବେ ସେହି ପରି ଟେଷ୍ଟ ରେ କମ୍ ମାର୍କ ରଖିଥିବା ପଲା ମାନଙ୍କ ଉପରେ ସଂମୃକ୍ତ ବିଷୟ ର ଶିକ୍ଷକ ମାନେ ଅଧିକ ପରିମାଣ ରେ ଗୁରୁତ୍ୱ ଦେବେ। ଯେଉଁ ପିଲା ମାନେ ଭଲ ପଦର୍ଶନ କରିଥିଲେ । ସେମାନଙ୍କ ପାଇଁ କ୍ରିଏଟିଭ ୱାର୍କିଂ , କୁଇଜ୍ , ବକୃତା ପରି କାର୍ଯ୍ୟକ୍ରମ କରାଜାଇ ଜ୍ଞ୍ୟନ ବୃଦ୍ଧି କରାଯିବ । ସବୁ ସମୟ ରେ ଏବେ ପ୍ରଧାନ ଶିକ୍ଷକ ମାନେ କ୍ଲାସ୍ ର ସୁପର ଭିଜନ କରିବାର ଦେଖାଦେବେ । ତେବେ ବନ୍ଧୁଗଣ ଏହା ଥିଲା ପିଲା ମାନଙ୍କ ପାଇଁ କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *