ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା |

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଗତ କାଲି ଠାରୁ ସମସ୍ତ ସ୍କୁଲ କଲେଜ ଖୋଲିଛି। କୋରନା ପାଇଁ ଗତ ଦୁଇ ବର୍ଷ ହେବ ପାଠ ପଢା ଠିକ୍ ଭାବେ ହୋଇ ପାରି ନାହିଁ । ତେଣୁ ସ୍ୱତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ । ତେଣୁ କୋରନା ପାଇଁ ଦୁଇ ବର୍ଷ ରେ ଯେଉଁ 30 ପ୍ରତିଶତ ପାଠ ବାଦ୍ ଦିଆ ଜାଇ ଥିଲା । ତାହା ଏହି ସ୍ୱତନ୍ତ୍ର ପୁସ୍ତିକା ରେ ପ୍ରକାଶ କରି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢାଯିବ । ଲର୍ଣ୍ଣିଂ ରିକୋଭରି ପ୍ଲାନ ରେ କେଉଁ ବହି ରୁ କେତେ କୋର୍ସ ପଢାଯିବ ଦୁଇ ଦିନ ତଳେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ତାଲିକା ଦେଇଛି ।

ତେବେ ମହାମାରୀ ପାଇଁ ଗତ ବର୍ଷ ଆରମ୍ଭ ହୋଇଥିବା ଲର୍ଣ୍ଣିଂ ରିକଭରି ପ୍ଲାନ ପାଇଁ ପ୍ରସ୍ତୁତ କରାଜାଉଛି । ତେବେ ସ୍କୁଲ ଖୋଲିବା ପରେ ସେହି ପୁରୁଣା ବହି କୁ ପାଠ ପଢାଜାଉଛି । କୋଭିଡ ମହମାରୀ କାରଣ ରୁ ପିଲା ମାନେ ଦୁଇ ବର୍ଷ ପାଠ ପଢାରୁ ବଞ୍ଚିତ ହୋଇଥିଲେ । ଏହିଥି ପାଇଁ ଗଣଶିକ୍ଷା ବିଭାଗ ଲୋର୍ଣ୍ଣିଂ ରିକୋଭରି ପ୍ଲାନ ପ୍ରସ୍ତୁତ କରିଥିଲା । ବ୍ରଜ କୋର୍ସ ମାଧ୍ୟମରେ ପୂର୍ବ ବର୍ଷ ର ପାଠ ପଢାଇବାକୁ ସ୍ଥିର ହୋଇଛି ।

school

ତେବେ ସେହି ପରି ଘୋରଇ ସଂସ୍ଥା ଦ୍ୱାରା ପିଲା ମାନଙ୍କୁ ପଢାଯିବ ବୋଲି ବିଭାଗ କହିଥିଲେ । ତେବେ ବ୍ରିଜ କୋର୍ସ ମାଧ୍ୟମ ରେ ପିଲା ମନଙ୍କୁ ପଠା ପଢାଯିବ । ତେବେ ଦୁଇ ବର୍ଷ ଧରି ଅଫଲାଇନ ପାଠପଢା ବନ୍ଦ ଥିବାରୁ ଚଳିତ ବର୍ଷ ଖରା ଛୁଟି କୁ ଶେଷ କରିବାକୁ 11 ଦିନ କୁ ହ୍ରାସ ହୋଇଥିଲା । ତେବେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତାହାର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି ।

ଏଣିକି ସ୍କୁଲ ପିଲା ପଢିବେ ବିପର୍ଯ୍ୟୟ ପରିଚାଳନା ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ 2023 ରୁ ସ୍କୁଲ ପାଠପଢା ରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ ତେଣୁ ଶୀଘ୍ର ତାକୁ କାର୍ଯ୍ୟ କାରୀ କରାଯିବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମିର ରଂଞୀନ ଦାସ କହିଛନ୍ତି । ସେହି ପରି ବିଭାଗିୟ ମନ୍ତ୍ରୀ ସମିର ରଞୀନ ଦାସ କହିଛନ୍ତି ଯେ ଯେଉଁ ପିଲା ମାନେ ନିୟମିତ ଭାବେ ସ୍କୁଲ କୁ ଆସୁ ନାହାଁନ୍ତି ସେମାନଙ୍କ ଘରକୁ ଶିକ୍ଷକ ମାନେ ଯିବେ । ପିଲା ମାନେ କାହିଁକି ସ୍କୁଲ କୁ ଆସୁନାହାଁନ୍ତି ଏବଂ ସେମାନଙ୍କୁ ସ୍କୁଲ କୁ ଫେରାଇ ଆଣିବା ପାଇଁ ପଦକ୍ଷପ ନିଆଯିବ ।

school Staff

ତେବେ ମନ୍ତ୍ରୀ ଦାସ କହିଛନ୍ତି ଯେ 2023 ଶିକ୍ଷା ବର୍ଷ ପାଇଁ ଯେଉଁ ବହି ଛପା ଯାଉଛି ସେହିଥିରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ରହିବ । ତେବେ ଚଳିତ ଶିକ୍ଷା ବର୍ଷ ଯେମିତି 2023 ମାର୍ଚ୍ଚ ମାସ ମଧ୍ୟରେ ଶେଷ ହେବ ତାହାକୁ ନେଇ ଯୋଜନା ପ୍ରସ୍ତୁତ କରିବେ । ତେବେ ପାଠ୍ୟ ପୁସ୍ତକ ସହିତ ଅନ୍ୟାନ ସାମଗ୍ରୀ ଯେମିତି ସମସ୍ତ ଙ୍କ ନିକଟରେ ପହଁଚିବ ପ୍ରଧାନ ଶିକ୍ଷକ ମାନେ ଏହାର ଦାୟୁତ୍ୱ ନେବେ ବୋଲି ଶିକ୍ଷା ବିଭାଗ ସୂଚନା ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *