ବାପାଙ୍କୁ ଝୁରି ଝୁରି ବେହୋସ୍ ସାନ‌ ଝିଅ । କାନ୍ଦି କାନ୍ଦି ହେଲା ଏମିତି ଅବସ୍ତା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାପାଙ୍କ ସବ ପାଖରେ ବସି ବସି ସ୍ତବ୍ଦ ହୋଇଗଲେଣି ସାନ ଝିଅ ବାପାଙ୍କୁ ଝୁରି ଝୁରି ପୁରାପୁରି ଆବାକ୍ ହୋଇଯାଇଛି ସାନ ଝିଅ । କେତେବେଳେ କାନ୍ଦି କାନ୍ଦି ବେହୋସ୍ ହୋଇଯାଉଛି ତ କେତେବେଳେ କିଏ ପଚାରିଲେ କଥା ବାହାରୁନି ପାଟିରୁ କାହିଁକି ନା ବାପାଙ୍କର ଗେହ୍ଲା ଝିଅ ଥିଲେ ସାନ ଝିଅ । ବାପାଙ୍କର ମୃ-ତ୍ୟୁ ପରେ ସେ କଥା କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି , ହଟାତ୍ ବାପା ଏଭଳି ଚାଲିଯିବେ ବୋଲି କେବେବି ସ୍ୱପ୍ନରେ ସୁଧା ଭାବି ନଥିଲେ ସାନ ଝିଅ ।

ସାନ ଝିଅ ଆବାକ୍ ହୋଇପଡୁଛନ୍ତି ତ କେତେବେଳେ ବାପାଙ୍କ କଥା ଭାବି ଭାବି ବେଶ୍ ଜୋର ରେ କାନ୍ଦୁଛନ୍ତି ତାକୁ ଘର ଲୋକ ପରିବାର ଲୋକ ବୁଝାଇବାକୁ ଚେଷ୍ଟା କଲେ ବି ବାପାଙ୍କ କୋହ ତାଙ୍କୁ ରୋକି ପାରୁନି କାହିଁକି ନା ବାପାଙ୍କୁ ହରେଇ ସେ ନିଜର ପ୍ରିୟ ମଣିଷଙ୍କୁ ହରେଇଛନ୍ତି ।

rai

ତେବେ ଲୋକମାନେ ତ କେତେ କଥା କହିବେ ବଝେଇବେ କିନ୍ତୁ ସେ ବାପାଙ୍କୁ ସେ ଆଉ ଫେରି ପାଇବେନି ଏକଥା ଭାବି ଭାବି ବୋଧହୁଏ ତା ମନଟି ଆନ୍ଦୁଳନ ହେଉଛି ଏବଂ ଆଖିରେ ଆଖିଏ ଲୁହ ଜକେଇ ଆସୁଛି କେତେବେଳେ ବାପାଙ୍କ ସବ ପାଖରେ ବସି ଆବାକ୍ ହୋଇ ପଡୁଛି ଝିଅଟି କିନ୍ତୁ କଣ କରିବ ବାପାଙ୍କୁ ତ ଆଉ ଫେରି ଆଣିପାରିବନି ।

 

କିନ୍ତୁ ବାପାଙ୍କ ପାଇଁ ବେଶ୍ ଗେହ୍ଲା ଝିଅ ଥିଲା ସାନ ଝିଅ । ଏବଂ ସବୁଠାରୁ ପ୍ରିୟ ଥିଲା ବାପାଙ୍କର ସାନ ଝିଅ ଯେତେବେଳେ ଯାହା କହୁଥିଲେ ତାହା ସୁଣୁଥିଲ ବାପା ଏବଂ ଏକଥା କହି କହି ବସି କାନ୍ଦୁଛନ୍ତି ସାନ ଝିଅ । ତେବେ ସାନ ଝିଅଙ୍କର ଏଭଳି ଦୁଃଖରେ ଯିଏ କେହିଁକି ଦେଖିଲେ ଆଖିରୁ ଲୁହ ଝରି ଆସିବ ସାନ ଝିଅକୁ ବେଶ୍ ଭଲ ପାଉଥିଲେ ରାଇ ମୋହନ କାହିଁକି ନା ବଡ଼ ଝିଅର ବିବାହ ପରେ ଘରେ ରହୁଥିଲେ ସାନ ଝିଅ ।

Raimohan

ସ୍ତ୍ରୀ ଏବଂ ସାନ ଝିଅ ଙ୍କୁ ବେଶ୍ ସ୍ନେହ ଆଦର କରୁଥିଲେ ରାଇ ମୋହନ । ଏଭଳି ବାପାଙ୍କର ଅଚାନକ ମୃ-ତ୍ୟୁ ରେ ସାନ ଝିଅ ଏବେ ପୁରା ପୁରି ଭାଙ୍ଗି ପଡିଛି କେତେବେଳେ କାନ୍ଦୁଛି ତ କେତେବେଳେ ଆବାକ୍ ହୋଇ ବସିବା ସହିତ ବେହୋସ୍ ମଧ୍ୟ ହୋଇଯାଉଛି ଏବଂ ବାପାଙ୍କୁ ଏବେବି ଝୁରୁଛି । ତେବେ ବନ୍ଧୁଗଣ ରାଇ ମୋହନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଆମେ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *