ବାହାଘର ପରେ ପରେ ଖୁସି ଖବର ଦେଲେ ଅର୍ଚ୍ଚିତା । ଶୁଣିଲେ ନାଚି ଉଠିବେ

Archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଏହି ନିକଟ ରେ ବିବାହ କରି ଥିବା ଅର୍ଚ୍ଚିତା ସାହୁ ଙ୍କୁ ତ ବହୁତ ଭଲ ଭାବେ ଜାଣି ଥିବେ ତେବେ ଅର୍ଚ୍ଚିତା ସାହୁ ଓଲିଉଡ ବହୁ ପରିଚିତ ଅଭିନେତ୍ରୀ ଅଟନ୍ତି , ଏବଂ ଲୋକ ମାନେ ବି ତାଙ୍କର ଅଭିନୟ କୁ ଦେଖିବା ପାଇଁ ବହୁତ ମାତ୍ରା ପସନ୍ଦ କରନ୍ତି । ତେବେ ବର୍ତମାନ ସମୟରେ ସେ ସବ୍ୟସାଚୀ ଙ୍କୁ ବିବାହ କରି ନେଇଛନ୍ତି , ଏବଂ ଶାଶୁ ଘରେ ସେ ରହି ବର୍ତମାନ ସମୟ ରେ ରହୁଛନ୍ତି ।

ସେମିତି ରେ ଏହି ଦିନ ରେ ଅର୍ଚ୍ଚିତା ସାହୁ ନିଜର ସୋସିଆଲ ମିଡିଆ କୁ ବହୁତ ପରିମାଣ ରେ ବ୍ୟବହାର କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ସେ ନିଜର ଏକ ଭି଼ଡିଓ ରେ କହିଛନ୍ତି କି ତାଙ୍କର ବର୍ତମାନ ସମୟ ରେ ଇନଷ୍ଟାଗ୍ରାମ୍ ରେ 17 ଲକ୍ଷ୍ୟ ରୁ ଅଧିତ ଫୋଲୱୁଆର ହୋଇ ସାରିଛନ୍ତି ,

Archita

ସେହିଥି ପାଇଁ ସେ ସେଲିବ୍ରେଟ୍ କରିବା ବଦଳ ରେ କହିଛନ୍ତି ଯେଉଁ 17 ଲକ୍ଷ୍ୟ ଫେନ୍ ମାନେ ରହିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ କୁ ଚିନ୍ତା କରି ସେ ଜଣେବା ପାଇଁ ଚାହାଁନ୍ତି କି ଯଦି ସେମାନେ ବର୍ତମାନ ସମୟ ରେ କୋରନା ବିଷୟ ରେ କେବଳ ଗୋଟିଏ ଲେଖାଏଁ ସେୟାର କରିବେ ଏବଂ ଲୋକ ମାନଙ୍କୁ ସିଖେଇବେ କି କୋରନା ରୁ କେମିତି ସେମାନେ ସୁରକ୍ଷିତ ରହିବେ ।

ତେବେ ସେମାନଙ୍କ ସହିତ ଅନ୍ୟ ମାନେ ବି ସଚେତନ ହୋଇ ପାରନ୍ତି ବୋଲି ସେ କହି ଥିବାର ଦେଖିବା ପାଇଁ ମିଳିଛନ୍ତି , ତେବେ ଆପଣ ମାନେ ଅର୍ଚ୍ଚିତା ସାହୁ ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *