ପୁଣି ଆସିଲ ବଡ଼ ଖୁସି ଖବର ଛାତ୍ରଛାତ୍ରୀ ମାନଙ୍କ ପାଇଁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଛାତ୍ରଛାତ୍ରୀ ଙ୍କ ପାଇଁ ଆସୁଛି ଆଉ କିଛି ବଡ ଖୁସୀ ଖବର । ଏହି ନେଇ ସରକାର ନିଜେ ଘୋଷଣା କରି ଜାରି କରିଛନ୍ତି । ତେବେ ପୁଣି ମଧ୍ୟ ଛାତ୍ରଛାତ୍ରୀ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଏହା ସହିତ ସ୍କୁଲ ଛୁଟି କୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଖବର ନଜର ପକେଇବା । କୋରନା ପାଇଁ ଗତ ଦୁଇ ବର୍ଷରେ ପିଲା ମାନେ ହରେଇ ଥିବା ଶିକ୍ଷା କୁ ପୁଣି ପଢିବେ । ତେବେ ନୂଆ ବର୍ଷ ସହିତ କୋରନା ପାଇଁ ଗତ ଦୁଇ ବର୍ଷ ରେ ପିଲା ମାନେ ପଢିଥିବା ଶିକ୍ଷା କୁ ପୁଣି ପଢିବେ ।

ଏହା ସହିତ ସେମାନଙ୍କୁ ପୁରୁଣା ପାଠ ଶିକ୍ଷା ଦିଆଯିବ । ଏମିତି ଲକ୍ଷ କୁ ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ବ୍ରିଜ୍ କୋର୍ସ କଲେ । ଏହିଥି ପାଇଁ ସରକାର ଗ୍ରୀଷ୍ମ ଛୁଟି କୁ ବାତିଲ ମଧ୍ୟ କଲେ । ସରକାର ଘୋଷଣା କଲେ ଏହି ଛୁଟି ମଧ୍ୟରେ ପୁରୁଣା ପାଠ ପଢାଯିବ । ଯେଉଁ ଲକ୍ଷନେଇ ଗ୍ରୀଷ୍ମ ଛୁଟି ବାତିଲ କରାଗଲା । ତେବେ ଏପଟେ ସ୍କୁଲ ରେ ମଧ୍ୟ ଛୁଟି ଘୋଷଣା ହୋଇ ଜାଇଛି ଜାହାକି ଆସନ୍ତା 16 ତାରିଖ ରୁ ପୁଣି ଖୋଲିବ ସ୍କୁଲ ।

school

ତେବେ ସ୍କୁଲ ର ପୁନର୍ଉଦ୍ଧାର ଯୋଜନା ରେ ବ୍ରିଜ କୋର୍ସ ହୋଇଥିଲା ତେବେ ବିଭାଗ ପକ୍ଷ ରୁ କୈଣସି ପୂର୍ବ ପ୍ରସ୍ତୁ କରାଜାଇ ନଥିଲା । ଏହିଥି ପାଇଁ କରାଜାଉଥିବା ସ୍ୱତନ୍ତ୍ର ପୁସ୍ତିକା ବି ଛପା ଜାଇ ନଥିଲା । ତେବେ ଗ୍ରୀଷ୍ମ ଛୁଟି ବାତିଲ କରାଜାଇ ସ୍କୁଲ ଗୁଡିକରେ ନିର୍ଦ୍ଧେଶ ଦିଆଗଲା ଯେ ମେ 2 ରୁ 4 ପର୍ଯ୍ୟନ୍ତ ପିଲା ମାନଙ୍କୁ ବ୍ରିଜ୍ କୋର୍ସ ର ପାଠ ପଢାଯିବ ।

ତେବେ ଆସନ୍ତା 17 ତାରିଖ ରୁ ପୁଣି ସ୍କୁଲ ଖୋଲିଲେ ସେତେ ବେଳେ ପିଲା ମାନେ ନୂଆ ପାଠ ପଢିବେ ନା ଏହି ପୁରୁଣା ପାଠ ପଢିବେ । ଯଦି ସରକାର ସବୁ ପ୍ରସ୍ତୁତି କରି ଗ୍ରୀଷ୍ମ ଛୁଟି ପୂର୍ବରୁ ଏହି ବହି ଛପାଇ ପିଲା ମାନଙ୍କୁ ବାଣ୍ଠିଥାନ୍ତେ । ତେବେ ମେ ମାସରେ ପୁରୁଣା ପାଠପଢା ହୋଇଥାନ୍ତା । ଏବଂ ଯୋଜନା ବି ସଫଳ ହୋଇଥାନ୍ତା । ହେଲେ ବିଭାଗ ର ତରବରିଆ ନିସ୍ପତି ଯୋଗୁଁ ବ୍ରିଚ କୋର୍ସ ର ଯୋଜନା ପେଲ ମାରିଲା ବୋଲି ଅଭିଭାବକ ମାନେ କହିଛନ୍ତି ।

school

ତେବେ ଖୁବ ଶୀଘ୍ର ବହି ଗୁଡିକ ସ୍କୁଲ ରେ ପହଁଚିବ କେବଳ ଖରା ଛୁଟି ରେ ପାଠ ପଢା ହେବ ନାହିଁ । ବର୍ଷ ତମାମ ଏହି ପାଠ ପଢା ଚାଲିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏପଟେ ଅନୁସୂଚିତ ଜନଜାତୀ ଅନୁସୂଚିତ ଜାତି ଙ୍କ ପାଇଁ ବଢିବା ପ୍ରି ମେଟ୍ରିକ ଛାତ୍ର ବୃତି ବାଳକ ମାନଙ୍କ ପାଇଁ 750 ରୁ 950 ଟଙ୍କା ବଢିଥିବା ବେଳେ ବାଳିକା ମାନଙ୍କ ପାଇଁ 800 ଟଙ୍କା ରୁ 1000 ଟଙ୍କା ବୃଦ୍ଧି ପାଇଛି । ତେବେ ଛାତ୍ର ବୃତ୍ତି ପାଇଁ ବାର୍ଶିକ ବେୟ ଅଟକଳ 490 କୋଟି ଟଙ୍କା ହୋଇଥିବା ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *