ହରପ୍ରିୟା ପରେ ଏବେ ପୁଣି ଚର୍ଚା କୁ ଆସିଲେ ଫେରାର ବୋହୁ ନନ୍ଦିନୀ,ସ୍ୱାମୀ Balram କହିଲେ ତାକୁ ୧୦ ଦିନ ଭିତରେ ଧର ନହେଲେ ମୁଁ ଆଉ ଯାହା କରିବି…ଦେଖନ୍ତୁ Video

Nandini

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ନନ୍ଦୀନି ଏବଂ ବଳରାମ ଙ୍କ ଘଟାଣା ବିଷୟ ରେ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ। ତେବେ ବର୍ତମାନ ସମୟରେ ବୋହୁ ନନ୍ଦିନୀ ଫେରାର ଥିବା ବେଳେ ସ୍ୱାମୀ ପରିବାର ର ନଷ୍ଟ ହୋଇଥିବା ଇଜ୍ୱତ କୁ ଫେରେଇ ଆଣିବା ପାଇଁ ବହୁତ ପରିମାଣ ରେ ଚେଷ୍ଟା କରୁଛନ୍ତି । ସେହିଥି ପାଇଁ ବର୍ତମାନ ସମୟ ରେ ମଧ୍ୟ ମିଡିଆ ସାମ୍ନା କିଛି ଏମିତି କହିଛନ୍ତି ଜାହା ସୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ତେବେ ବଳରାମ ଙ୍କ କହିବା ଅନୁସାରେ ସେ ସାରା ଓଡିଶା ବାସୀ ଙ୍କୁ ଅନୁରୋଧ କରୁଛନ୍ତି ଯେ ଯଦି ଏହି ମାମଲା ଉରେ ବଳରାମ ଙ୍କୁ 10 ଦିନ ମଧ୍ୟରେ କୈଣସି ବି ନ୍ୟାୟ ନମିଳିଲା ତେବେ ସେ ନିଶ୍ଚିତ ଭାବେ ସୁସାଇଟ କରି ଦେବି ବୋଲି ସେ କହିଛନ୍ତି । ବଳରାମ ଙ୍କ କହିବା ଅନୁସାରେ ସେ ଝିଅଟା ବୋଲି ସେ ମତେ ଫସେଇ ଦେଲା ହେଲେ । ହେଲେ ଏବେ ଆଇନ ବୋଲି କିଛି ନାହିଁ ଆମ ପୁଅ ମାନଙ୍କୁ ସଠିକ୍ ନ୍ୟାୟ ମୁଳୁ ନାହିଁ ।

Balram

ତେବେ ସେ ଏହା ପୁଣି ଥରେ ମଧ୍ୟ କହିଛନ୍ତି ଯଦି ତାଙ୍କୁ ଯଦି 10 ଦିନ ମଧ୍ୟରେ ନ୍ୟାୟ ନମିଳିବ ତେବେ ସେ ନିଶ୍ଚିତ ଆତ୍ମହତ୍ୟା କରିବା ପାଇଁ ଯିବେ । ବର୍ତମାନ ସମୟ ରେ ଆମେ ସବୁ ପୋଲିସ ଅଫିସର ଙ୍କ ପାଖକୁ ଜାଇ ସାରିଲୁଣି ହେଲେ କେହିବି ଆମକୁ ନ୍ୟାୟ ଦେଉ ନାହାଁନ୍ତି । ତେବେ ସେ ଏହା ମଧ୍ୟ କହିଥିଲେ ଯେ ଯଦି ସେ ପୁଅ ହୋଇଥାନ୍ତା ତେବେ ସେ ନିଶ୍ଚିତ ଭାବେ ଏବେ ଜେଲ ରେ ରହିଥାନ୍ତା ।

ହେଲେ ଏଠାରେ ଝିଅ ମାନଙ୍କ ପାଇଁ ଆଇନ ନାହିଁ । ଏଠାରେ ଯେତେ ସବୁ ପୁଅ ମାନଙ୍କ ଜିବନ ପଳେଇଲେ ବି କିଛି ବି ଫରକ ପଡିବ ନାହିଁ । ଏଠାରେ ଝିଅ ମାନଙ୍କ ପାଇଁ କୈଣସି ବି ଆଇନ ସିଷ୍ଟମ୍ ରହିନାହିଁ । ସେହିଥି ପାଇଁ ମୁଁ ଓଡିଶା ବାସୀ ଙ୍କୁ ଗୋଟିଏ କଥା ଏଠାରେ କହିବା ପାଇଁ ଚାହିଁବୁ ମତେ ଯଦି 10 ଦିନ ମଧ୍ୟରେ ନ୍ୟାୟ ନମିଳେ ତେବେ ମୁଁ ସୁସାଇଟ କରିଦେବି ।

ତେବେ ଏହା ମଧ୍ୟ ସେ କହିଛନ୍ତି କମିଶନର ଅଫିସ , ଡିସିପି ଅଫିସ ସବୁ ଯାଗାରେ କୁହା ଗଲାଣି। ହେଲେ କେହି ବି ମୋ କଷ୍ଟ କୁ ନେବା ପାଇଁ ରାଜି ହେଉ ନାହିଁନ୍ତି । ତେବେ ମତେ ଏତେ କଷ୍ଟ ହେଉଛି ଯେ ମୁଁ କାହାକୁ ମଧ୍ୟ କହି ପାରୁ ନାହିଁ । ତେବେ ବର୍ତମାନ ସମୟ ରେ ବି ଆମର ନ୍ୟାୟ ବନ୍ତ ଦେଶରେ ନ୍ୟାୟ ର ଅଭାବ ରହିଛି । ସୁନ୍ଦର ଝିଅ ବୋଲି ତା ପାଖରେ ଆଖି ଲାଖି ଜାଇଥିବ । ସେହିଥି ପାଇଁ ତ ପୋଲିସ କିଛି ବ ଆକ୍ସନ ନେଉ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *