ସବୁ ସୀମା ଟପିଲେ ଏହି ଅଭିନେତ୍ରୀ ଶେଷରେ ପିନ୍ଧି ରାସ୍ତା କଡରେ ପଡିଥିବା ଅଖା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆପଣ ମାନେ ସୋସିଆଲ ମିଡିଆ ମାଧ୍ୟମ ରେ ବହୁତ ଗୁଡିଏ ଘଟଣା ସଂମ୍ପର୍କ ରେ ନିଶ୍ଚିତ ଭାବେ ଜାଣିବା ପାଇଁ ପାଉଥିବେ । ସେମିତି ରେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏମିତି କିଛି ଘଟଣା ମାନ ଦେଖିବା ପାଇଁ ମିଳେ ଜାହା ଆଶ୍ଚର୍ଯ୍ୟ ଜନକ ଅଟେ । ତେବେ ପୁଣି ଚର୍ଚ୍ଚା ରେ ଉର୍ଫି , ପିନ୍ଧିଲେ ଅଖା। ସୋସିଆଲ ମିଡିଆରେ ସେନସନ୍ ଉର୍ଫି ଜାବେଦ ପ୍ରାୟତଃ ସେ ତାଙ୍କ ଡ୍ରେସସ୍ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଏଥି ସହିତ ସେ ଖୁବ୍ ଟ୍ରଲ୍ ମଧ୍ୟ ହୁଅନ୍ତି।

ଏବେ ପୁଣିଥରେ ସେ ନିଜର ଅତରଙ୍ଗୀ ଡ୍ରେସକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେଫ୍ଟିପିନ୍ ଠାରୁ ଆରମ୍ଭ କରି ଉର୍ଫି କାଚ, କଟନ ଏବଂ ଡୁରସ୍କ୍ରିନ୍ ଯାଏ ଡ୍ରସ୍ ପିନ୍ଧିଥିଲେ। ହେଲେ ଏଥର ସେ ଫେସନ୍ ର ସବୁ ସୀମା ପାର କରିଦେଇଛନ୍ତି। କାରଣ ସେ ଅଖାରୁ ତିଆରି କରି ଡ୍ରେସ ପିନ୍ଧିଛନ୍ତି।

dars

ଗ୍ରୀଷ୍ମ ଋତୁରେ ଉର୍ଫିଙ୍କ ର ଗରମରୁ ରକ୍ଷା ପାଇଁବା ପାଇଁ ଏହି ଉପାୟ ଆପଣେଇବାର କହିଛନ୍ତି। ଏଥର ଉର୍ଫି ଅଖାକୁ ଡ୍ରେସ ରୂପେ ପ୍ରସ୍ତୁତ କରିଛନ୍ତି। ଯାହାର ଭିଡିଓ ବେଶ୍ ସାମ୍ନାକୁ ଆସିଛି। ଅଭିନେତ୍ରୀ ଏହି ଲୁକ୍ କିଛି ମିନିଟ୍ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସେ ଅଖାଟି କାଟି ଏକ ସ୍ଲିଟି ମିନି ସ୍କଟ ଏବଂ ଫସଲ ଟପ୍ ତିଆରି କରିଛନ୍ତି। ଏହି ପୋଷାକ ସହିତ ହାଇହିଲ ଏବଂ ନିଉପ୍ ମେକାପ ମଧ୍ୟ ସେ କରିଛନ୍ତି। ତେବେ ଲଗାତାର ସୋସିଆଲ ମିଡିଆରେ ରହିବା ପାଇଁ ଉର୍ଫି ଅତରଙ୍ଗୀ ଡ୍ରେସ ପିନ୍ଧତି ଏବଂ ତାଙ୍କ ଡ୍ରେସକୁ ନେଇ ସୋସିଆଲ ମିଡିଆରେ ଇଉଜରସ୍ ମାନେ ତାଙ୍କୁ ବାରମ୍ବାର ଟ୍ରଲ୍ ମଧ୍ୟ କରିଥାନ୍ତି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *