ଅଭିନେତ୍ରୀ Rasmi Rekha ଙ୍କ ଶେଷ Phone Call ହେଲା ଭାଇରାଲ, ଶୁଣନ୍ତୁ କଣ କହୁଛନ୍ତି

Rasmi Rekha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଏକ ଖବର ଭାଇରଲ ହେବାରେ ଲାଗିଛି । ତେବେ ଏହି ଖବର ବିଷୟ ରେ ଆପଣ ମାନେ ବି ଜାଣିଥିବେ ଯେ ରଶ୍ମୀରେଖା ମୃ-ତ୍ୟୁ ଖବର ବର୍ତମାନ ସମୟ ରେ କେମିତି ଭାବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ତେବେ ସେ ଓଡିଆ ସିନେ ଜଗତ ର ଜଣେ ପରିଚିତ ଅଭିନେତ୍ରୀ ଅଟନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣଙ୍କ ଓଡିଆ ବହୁ ପରିଚିତ ସିରିଏଲ କେମିତି କହିବି କହ ରେ ରୂପାଲୀ ଭୂମିକା ରେ ଅଭିନୟ କରୁଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ସେହି ମୃ-ତ ଦେହ ପାଖରୁ ଏକ ସୁସାଇଟ ନୋଟ ମଧ୍ୟ ଉଦ୍ଧାର ହୋଇଥିଲା । ସେହି ପରି ବେଳେ ବର୍ତମାନ ସମୟ ରେ ଏକ ବଡ ଖବର ସାମ୍ନା କୁ ଆସିଛି ।

Rashmi Rekha

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ତାଙ୍କର ଗୋଟିଏ ଫୋନ କଲ୍ ମାନେ ସେ କଥା ହେଉଥିବା ଶେଷ ଫୋନ କଲ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ଏହି ଫୋନ କଲ ରେ ସେ ତାଙ୍କର ବୟଫ୍ରେଣ୍ଡ ସହିତ କଥା ହେଉଥିବାର ସୁଣିବା ପାଇଁ ମିଳିଛନ୍ତି ।

ତାଙ୍କ ବୟଫ୍ରେଣ୍ଡ ମଦ ପିଉଛନ୍ତି ଆଉ ତାଙ୍କୁ ରଶ୍ମୀ ବାରଣ କରୁଛନ୍ତି । ହେଲେ ସେ ମୋଟେ ବି ମାନୁ ନାହାଁନ୍ତି । ସେ ଆଉ କେଉଁ ରାହୁଲ ସହିତ କଥା ହେଉଥିଲେ । ଆଉ ସେହି ସମୟ ରେ ମନା କରୁଛନ୍ତି କି ତା ସହିତ କଥା ନ ହେବା ପାଇଁ ଏବଂ ସେ ଭଲ ଲୋକ ନୁହେଁ ।

ଆଉ ବର୍ତମାନ ସମୟ ରେ ତାଙ୍କ ମୃ-ତ୍ୟୁ ର କାରଣ ଜଣା ପଡି ନାହିଁ । ଏବେ ସମସ୍ତେ ଅଭିନେତ୍ରୀ ରଶ୍ମୀ ରେଖା ଙ୍କ ମୃ-ତ୍ୟୁ ପାଇଁ ଦୋଶୀ ତାଙ୍କ ବୟଫ୍ରେଣ୍ଡ ସୋନ୍ତଷ ଙ୍କୁ ସଜେଇଛନ୍ତି । ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ କଣ ଲାଗୁଛି କଣ ସତରେ ଏମିତି ହୋଇଥିବ । ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *