‘ତାଙ୍କ ପାଦ ତଳେ ଲାଗିଛି ..ତାଙ୍କୁ କିଏ ମା-ରିକି …’ ଅଭିନେତ୍ରୀ Rani Sahu କଲେ ବଡ ଖୁଲାସା ! ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଓଡିଆ ଚଳଚିତ୍ର ଜଗତ ର ଏବଂ ଅପେରା ଜଗତ ର ପ୍ରମୂଖ ଖଳନାୟକ ରାଇମୋହନ ପରିଡ଼ା ଏବେ ଆଉ ଆମ ଗହଣ ରେ ନାହାଁନ୍ତି । ତାଙ୍କର ମୃ-ତ ଶରୀର ତାଙ୍କର ପ୍ରାଚୀ ବିହାର ସ୍ଥିତ ବାସଭବନ ରେ ଦେଖିବା ପାଇଁ ମିଳିଛି । ସେହି ପରି ବନ୍ଧୁଗଣ ପାରିପାର୍ଶ୍ୱିକ ଅବସ୍ଥା ରୁ ସେ ନିଜେ ଆ-ତ୍ମ-ହ-ତ୍ୟା କରିଥିବାର ଜଣା ପଡୁଛି । ଜଣେ ଏବେ ହସ ଖୁସୀ ରେ ରହୁଥିବା ମଣିଷ ଟି ଏମିତି ଭାବେ ଚରମ ପଦକ୍ଷେପ ନେବ ସେହି କଥାଟି କାହାର ମଧ୍ୟ ବିଶ୍ୱାସ ହେଉ ନାହିଁ । କେବଳ 59 ବର୍ଷ ରେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ଏବଂ କଳାର ଜଗତ କୁ ସଂମ୍ପର୍ଣ୍ଣ ରୂପେ ଛାଡି ଦେଇ ଚାଲିଜାଇଛନ୍ତି । ଜାହା ପାଇଁ ବର୍ତମାନ ସମୟ ରେ ଶୋକର ଛାୟା ଖେଳିଜାଇଛି ।

ତେବେ ପୋଡଶୀ ଏବଂ ବନ୍ଧୁ ମାନଙ୍କ କହିବା ଅନୁସାରେ ସକାଳେ ଏବଂ ସଂନ୍ଧ୍ୟା ରେ ସେ ବହୁତ ସ୍ୱଭାବିକ ଥିବା ବେଳେ ସେ ମର୍ଣ୍ଣିଂ ୱାର୍କ ମଧ୍ୟ କରୁଥିବାର ଦେଖିବା ପାଇଁ ମିଳିଥିଲେ । ସେହି ପରି ବନ୍ଧୁଗଣ 10 ଟା ବେଳେ ସେ ନିଜର ଘର ପାଇଁ ସଉଦା ମଧ୍ୟ ଆଣିଥିବାର ଲୋକ ଦେଖିଛନ୍ତି । ତେବେ ସୂଚନା ଅନୁସାରେ ସକାଳେ ତାଙ୍କ ପତ୍ନୀ ଏବଂ ଝିଅ ଘରେ ଅନୁପସ୍ଥିତ ରହିଥିବାର କୁହାଜାଇଛି । ଏବଂ ପରେ ଦିନ 12 ଟା ରେ ସେମାନେ ଘରକୁ ଫେରିବା ପରେ ରାଇମୋହନ ଏକ ସାଢୀ ଜରିଆରେ ମୃ-ତ ଦେହ ଝୁଲୁଥିବାର ଦେଖିବା ପାଇଁ ମିଳିଥିଲା ।

Rai mohan 1

ଏବଂ ସେହି ପରି କ୍ଷେତ୍ର ରେ ପରେ ପରିବାର ଲୋକ ମାନେ ପୋଲିସ କୁ ସୂଚନା ଦେଇଥିଲେ । ତେବେ ପରେ ଏହି ଘଟଣା ଟି ପ୍ରଚାରିତ ହେବା ପରେ ତାଙ୍କର ଘର ସାମ୍ନା ରେ ହଜାର ହଜାର ଲୋକ ମାନେ ଏକାଠୀ ହୋଇଜାଇ ଥିଲେ । ତେବେ ବନ୍ଧୁଗଣ ଟିଭି ରେ ଦେଖୁଥିବା ବନ୍ଧୁ ଏବଂ ଶୁଭେଚ୍ଛା ମାନେ କେବେ ବି ତାଙ୍କର ଏହି କଥାଟି ବିଶ୍ୱାସ କରି ପାରୁ ନଥିଲେ । ପରେ ଅପରାହ୍ନ ସମୟ ରେ ତାଙ୍କୁ କେପିଟାଲ ହସ୍ପିଟାଲ ରେ ଡାକ୍ତର ମାନେ ବି ମୃ-ତ ଘୋଷଣା କରିଥିଲେ ।

ଓଲିଉଡ ସମେତ ଯାତ୍ରା ଜଗତ ର କଳାକାର ମାନେ ମଧ୍ୟ ତାଙ୍କର ଘର ଆଗରେ ଯୋଗ ଦେଇଥିଲେ । ପରେ ଅପରାହ୍ନ 5 ଟା ରେ ଶବ ବ୍ୟବଚ୍ଛେଦ ସରିବା ପରେ ମର ଶରୀର କୁ ଉତ୍କଳ ସଂଙ୍ଗୀତ ମହାବିଦ୍ୟାଳୟ ପରିଶର କୁ ନିଆଜାଇ ଥିଲା । ଏବଂ ପରେ ପରେ ତାଙ୍କୁ ପୁଣି ବାସଭବନ ପରିସର କୁ ନିଆଜାଇ ଥିଲା । ସେହି ପରି ବେଳେ ଶେଷ ଦର୍ଶନ ପାଇଁ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ରାତି ରେ ସ୍ୱର୍ଗ ଦ୍ୱାର ରେ ହୋଇଥିଲା ।

ସେହି ପରି ଯାତ୍ରା ଅଭିନେତ୍ରୀ ରାଣି ସାହୁ ଏହି ଅଭିଯୋଗ ଆଣିଛନ୍ତି ଯେ ରାଇମୋହନ ଙ୍କ ମୃ-ତ୍ୟୁ କୁ ସେ ମୋଟେ ବି ବିଶ୍ୱାସ କରି ପାରୁ ନଥିବା ବେଳେ ସେ କହିଛନ୍ତି ଏତେ ହସ ଖୁସୀ ରେ ରହୁଥିବା ମଣିଷ ଯେ ଏମିତି ଚରମ ପଦକ୍ଷେପ ନେଇ ପାରିବ ତାହା ମୋଟେ ବି ବିଶ୍ୱାସ ଯୋଗ୍ୟ ନୁହେଁ । ଏହି ବିଷୟ ରେ ଏକ ଭିଡ଼ିଓ ପୋଷ୍ଟ କରିଥିବା ବେଳେ ଜାହାର ଭିଡ଼ିଓ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *