ଆ-ତ୍ମ-ହ-ତ୍ୟା ନୁହେଁ ହୋଇଛି ହ-ତ୍ୟା ! – ବଡ ପ୍ରମାଣ

rai

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ରାୟମୋହନ ପରିଡାଙ୍କ ପୋଷ୍ଟମଟମ ରିପୋର୍ଟ। ରାୟ ଭାଇଙ୍କ ମୃ-ତ୍ୟୁ ପାଇଁ କେଉଁମାନେ ଦାୟୀ। ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା । କଣ ରହିଛି ବର୍ତ୍ତମାନ ସମୟରେ ଆପଣଙ୍କ ପାଇଁ ବଡ଼ ଖବର ତାଙ୍କର ପୋଷ୍ଟମଟମ ରିପୋର୍ଟରେ ଏମିତି କଣ ସବୁ ଦର୍ଶାଇଛି କଣ ରହିଛି ତାଙ୍କର ମୃ-ତ୍ୟୁ ପଛର ପକୃତ କାରଣ ସବୁକିଛି ଆପଣ ମାନେ ଏହି ପୋଷ୍ଟରେ ଜାଣିବାକୁ ପାଇଯିବେ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ପଢନ୍ତୁ ନିଶ୍ଚୟ ଜାଣିପାରିବେ ।

ବନ୍ଧୁଗଣ ରାୟମୋହନ ପରିଡା ଯିଏକି ଆ-ତ୍ମ-ହ-ତ୍ୟା କରିଛନ୍ତି ଏବଂ ତାଙ୍କର ଏମିତି ଅଚାନକ ଆ-ତ୍ମ-ହ-ତ୍ୟା କରିବାକୁ ନେଇ ସବୁଠି ଚର୍ଚ୍ଚା ର ବିଷୟ ପାଲଟି ଥିଲା। ତେବେ ବର୍ତ୍ତମାନ ସମୟରେ ଆସିଲା ରାୟମୋହନ ପରିଡାଙ୍କ ପୋଷ୍ଟମଟମ ରିପୋର୍ଟ। ଏବଂ ଏହି ପୋଷ୍ଟମଟମ ରିପୋର୍ଟରେ ଦର୍ଶାଯାଇଛି କି ରାୟମୋହନ ପରିଡାଙ୍କ ମୃ-ତ୍ୟୁ ସ୍ୱଭାବିକ ଆ-ତ୍ମ-ହ-ତ୍ୟା କରିବା ଯୋଗୁଁ ହିଁ ହେଇଛି ।

rai

କାହିଁକି ନାଁ ତାଙ୍କର ବେକରେ କେବଳ କଟା ଚିହ୍ନ ହିଁ ରହିଛି । ଯାହାକି ରଶି ଲଗାଇ ଆ-ତ୍ମ-ହ-ତ୍ୟା କରିଥିବାର ସ୍ପଷ୍ଟ ଭାବରେ ଜଣାପଡିଛି । ତାଙ୍କ ଶରୀର କୌଣସି ଜାଗାରେ ଅନ୍ୟ କୌଣସି ବି ଚିହ୍ନ ନାହିଁ । ତେବେ ପୋଲିସ ବର୍ତ୍ତମାନ ସମୟରେ ତଦନ୍ତ ଜାରି ରଖିଛି ।

ଏବଂ ତଦନ୍ତରେ ସବୁ ଦିଗକୁ ତଦନ୍ତ କରୁଛି ପୋଲିସ , ତେବେ ଆଗାମୀ ସମୟରେ ଏହା ପଛର କାରଣ ନିଶ୍ଚୟ ଜଣା ପଡିବ । ତେବେ ରାଇମୋହନ ଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *