Jyotish Shastra- ରଜ ସଂକ୍ରାନ୍ତି ଠାରୁ 3 ଟି ରାଶିଙ୍କ ବଦଳିଯିବ ଜୀବନ, ଶନି ଓ ମଙ୍ଗଳଙ୍କ କଳା ଛାଇରୁ ମୁକ୍ତି

3t rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ର ସବୁଠୁ ବଡ ପର୍ବ ଭାବେ ରଜ ସଂକ୍ରାନ୍ତି କୁ ପାଳନ କରାଜାଇ ଥାଏ । ଏହି ଦିନ ରେ ମହିଳା ମାନେ ଝିଅ ମାନେ ବହୁତ ସୁନ୍ଦର ଭାବେ ସଜେଇ ହେବା ସହିତ ସେମାନେ ପୋଡ ପିଠା , ପାନ ଖାଇବା ସହିତ ସେମାନେ ଦୋଳଇ ଖେଳିବା ପରି କାର୍ଯ୍ୟ ଆଦି କରନ୍ତି । ଏବଂ ସେମାନେ ଏହି ରଜ ସଂକ୍ରାନ୍ତି କୁ ବହୁତ ଆଡମ୍ବର ରେ ପାଳନ କରନ୍ତି । କାରଣ ଏହି ଦିନ ରେ ମାତା ଲକ୍ଷ୍ମୀ ନିଜର ମାସୀକ ଧର୍ମ ରେ ପାଳନ କରିଥାନ୍ତି ।

ଏହି ପର୍ବକୁ ପ୍ରତ୍ୟେକ କୁମାରୀ ମାନେ ପାଳନ କରନ୍ତି । ଏହି ରଜ ସଂକ୍ରାନ୍ତି କୁ ମିଥୁନ ସଂଙ୍କ୍ରାନ୍ତି ଭାବେ ବି ପାଳନ କରାଜାଇ ଥାଏ । ତେବେ ଜ୍ୟୋତିଷ ମାନଙ୍କ ଗଣନା ହିସାବ ରେ ଏହି ରଜ ସଂଙ୍କ୍ରାନ୍ତି ଠାରୁ ଏହି 3 ଗୋଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିନେବା ସେହି ରାଶି ମାନଙ୍କ ବିଷୟ ରେ ।

masha

ମେଷ ରାଶି
15 ଜୁନ ରଜ ସଂଙ୍କ୍ରାନ୍ତି ରେ ମାଆ ଲକ୍ଷ୍ମୀ ଙ୍କ କୃପା ପାଇଁ ଆପଣ ମାନଙ୍କର ଚାକିରୀ ର ସମ୍ଭାବନା ବନୁଛି ତେବେ ଗୁରୁବାର ଦିନ ଆପଣ ମାନଙ୍କୁ ଲକ୍ଷ୍ମୀ ପୁରାଣ ର ପାଠ କରିବା ଆବଶ୍ୟକ ଆପଣ ମାନଙ୍କୁ କୈଣସି ଏକ ନୂଆ ଯୋଜନା ରୁ ଲାଭ ମିଳି ପାରେ ଆପଣ ମାନେ ଆପଣ ମାନଙ୍କ ହିସାବ ରେ କୈଣସି ନୂଆ ମିଶ୍ର ନିର୍ଣ୍ଣୟ କରି ପାରିବେ ଆପଣ ମାନଙ୍କ ସମ୍ମାନ ବଢିବ ଏବଂ ଆପଣ ମାନଙ୍କ ଦ୍ୱାରା ଚାକିରୀ ରେ ମିଳିବାକୁ ଥିବା ଫଳ ର ସମୟ ଆସି ଜାଇଛି ।

ଧନୁ ରାଶି
ଏହି ରାଶି ର ବ୍ୟକ୍ତି ମାନେ ଭାଗ୍ୟ ର ସହଯୋଗ ପ୍ରାପ୍ତି ହେବ 15 ଜୁନ ରଜ ସଂଙ୍କ୍ରାନ୍ତି ଠାରୁ କୈଣସି ବଡ ଧରଣ ର ଲାଭ ର ସମ୍ଭାବନା ହେବ ଅଳ୍ପ ପରିଶ୍ରମ ରେ ବି ଭାଗ୍ୟ ର ସହଯୋଗ କାରଣ ରୁ ଭଳ ପରିଣାମ ଦେଖିବା ପାଇଁ ମିଳିବ ଚିନ୍ତା ବିଚାର କରି କି ହିଁ ବ୍ୟପାର କ୍ଷେତ୍ର ରେ ନିବେଶ କରିବା ଦ୍ୱାରା ଅଦିକ ରୁ ଅଧିକ ଲାଭ ପ୍ରାପ୍ତ ହେବେ । କିନ୍ତୁ ବହୁତ ଜଲ୍ଦି ସବୁ କିଛି ଠିକ ହୋଇଯିବ । ଆପଣ ଦୂର ଜାଗାକୁ ଯାତ୍ରା କରିବେ ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ । ବେପାର କ୍ଷେତ୍ର ରେ ଥିଲେ ଆପଣଙ୍କୁ ଅଧିକ ଧନ ଲାଭର ଯୋଗ ରହିଛି ।

bicha

ବିଛା ରାଶି
ରଜ ସଂଙ୍କ୍ରାନ୍ତି ଠାରୁ ମାତା ଲକ୍ଷ୍ମୀ ଙ୍କ କୃପା କାରଣ ରୁ ଆପଣ ମାନଙ୍କ ସମସ୍ତ ମନ କାମନା ପୂର୍ଣ୍ଣ ହେବ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ ଆପଣ ମାନଙ୍କ ଭାଗ୍ୟ ର ଉଦୟ ହେବ ଏବଂ ଆପଣ ମାନଙ୍କ ପାଇଁ ଧନ ଲାଭ ର ସୁଯୋଗ ବି ବନୁଅଛି । ଯେଉଁ କାରଣରୁ ଆପଣ ମାନସିକ ଚିନ୍ତା ରୁ ମୁକ୍ତି ପାଇବେ । ଜୀବନର ସବୁ ସମସ୍ୟା ଦୂର ହେବକୁ ଯାଉଛି । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ମିତ୍ର ମାନଙ୍କ ଗହଣରେ ଅଧିକ ସମୟ ବ୍ୟତିତ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *