17 ଜୁନ 2022 ରାଶିଫଳ – ବଦଳୁଛି ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ।

rasi-phala

ମେଷ ରାଶି- ଆଜି ଆପଣ କେଉଁ ନୂଆ ଯୋଜନା ବନାଇପାରନ୍ତି । ଯେଉଁଥିରେ ସଫଳତା ମିଲିବାର ପ୍ରବଳ ଯୋଗ ଅଛି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉନ୍ନତ ହେବ । ଜୀବନସାଥୀଙ୍କ ସହାୟତାରେ ଆପଣଙ୍କୁ ଫାଇଦା ଦେବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିପାରେ, କିନ୍ତୁ ଆପଣ କେଉଁ ଅଚିହ୍ନା ଲୋକଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । କ୍ୟାରିୟରରେ ଆଗକୁ ବଢିବାର ମଉକା ମିଳିବ , ଯାହାର ଫାଇଦା ଉଠାଇବାର ଅଛି, କପଡା ବେପାର କରୁଥିବା ବେପାରୀଙ୍କୁ ଆଜି ଲାଭ ମିଳିବ, ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ଦ୍ୱାରା ପୁରା ସହଯୋଗ ମିଳିପାରିବ ।

ବୃଷ ରାଶି-ଆଜି ଆପଣଙ୍କୁ ଧନଲାଭ ମିଳିପାରେ, ଯଦି ଆପଣ ପୁର୍ବରୁ କେଉଁଠି ପଇସା ବିନିଯୋଗ କରିଛନ୍ତି ତେବେ ତାହା ଫେରିପାରିବେ । ଏହି ରାଶିର ବିଦ୍ୟାର୍ଥୀଙ୍କୁ ନିଜ ପରିଶ୍ରମର ପୁରା ଫଳ ପ୍ରାପ୍ତି ହେବ, ଏହା ସହ କେଉଁ ବି ପ୍ରତିଯୋଗିତା ପରିକ୍ଷାର ଫଳାଫଳ ଭଲ ରହିବ । ଆମଦାନୀର ନୁଆ ସ୍ରୋତ ମିଳିପାରିବ, ନୁଆ ପ୍ରୋଜେକ୍ଟରେ କାମ କରିବା ପୁର୍ବରୁ ସେହି ବିଷୟରେ ବିଶେଷଜ୍ଞଙ୍କ ଉପଦେଶ ନିଅନ୍ତୁ, ଏହା ଆପଣଙ୍କ ପାଇଁ ଫାଇଦାଦାୟକ ରହିବ, ଘର ପରିବାରରେ ସୁଖ ଶାନ୍ତି ରହିବ । ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ପରିବାର ଲୋକଙ୍କ ସହ କେଉଁ ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି ।

ମିଥୁନ ରାଶି-ଆଜି ଆପଣଙ୍କ ଦିନ ମିଳାମିଶା ରହିବ । ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣଭାବେ କରନ୍ତୁ ନାହିଁ, ନହେଲେ କାମଟି ବିଗିଡିପାରେ, ଯଦି ଆପଣ ସଠିକ୍ ଦିଗରେ ପରିଶ୍ରମ କରିବେ ତେବେ ସଫଳତା ନିଶ୍ଚିତ ମିଳିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ଅଫିସ୍ ରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ବନାଇରଖନ୍ତୁ, କାମକାର୍ଯ୍ୟରେ ଅଧିକା ପ୍ରେସର୍ ଯୋଗୁ ଶାରରୀକ ଥକାପଣ ଅନୁଭବ ହୋଇପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ । ପ୍ରେମ ସଂବନ୍ଧରେ ମଜବୁତି ଆସିବ ।

କର୍କଟ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, କାର୍ଯ୍ୟାଳୟରେ ଅଧିକାରୀ ବର୍ଗଙ୍କ ଠାରୁ ଆପଣଙ୍କୁ ସକରାତ୍ମକ ରେସପୋନ୍ସ ମିଳିବ, ମା ବାପାଙ୍କ ସହଯୋଗ ମିଲିବ, ବାହାର ଖାଦ୍ୟପେୟରୁ ନିବୃତ ରୁହନ୍ତୁ, ନହେଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ, ଶରୀରରେ କିଛିଟା ଥକାପଣ ଅନୁଭବ ହୋଇପାରେ, ବେପାରରେ ଭଲ ଲାଭ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବୃଦ୍ଧି କରିବେ, କାହା ସହ କଥାବାର୍ତ୍ତା କରୁଥିବା ସମୟରେ ନିଜ ବାଣୀକୁ ନିୟନ୍ତ୍ରଣ ରଖିବାକୁ ହେବ, ପ୍ରେମଜୀବନରେ ଚଳୁଥିବା ଲୋକଙ୍କ ପାଇଁ ଦିନଟି ଭଲ ନଜର ଆସୁଛି ।

ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ, ଆପଣ ନିଜ ପରିଶ୍ରମରୁ କଠିନ କାର୍ଯ୍ୟ କରିପାରିବେ, କାରୋବାରରେ ଭାଇଙ୍କ ସହଯୋଗ ମିଳିବ, ବାପାଙ୍କ ସହ ଆଜି ଆପଣଙ୍କ ସଂମ୍ପର୍କ ଆହୁରି ମଜବୁତ୍ ହେବ, ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, ସରକାରୀ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ବଡ ଅଧିକାରୀଙ୍କ ପୁରା ସପୋର୍ଟ ମିଳିବ ।

କନ୍ୟା ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ନଜର ଆସୁଛି, ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ, ଆପଣଙ୍କ ସବୁ କାର୍ଯ୍ୟ ମନ ମୁତାବିକ ପୁରା ହେବ, ବନ୍ଧୁଙ୍କ ସାହାଯ୍ୟ ମିଳିପାରିବ, ଆର୍ଥିକ ସ୍ଥିତି ମଜବୁତି ହେବ, ଯଦି ଆପଣ ପୁର୍ବରୁ କାହାଠାରୁ ପଇସା ଉଧାର ନେଇଛନ୍ତି ତେବେ ସେହି ପଇସା ଫେରିପାରିବେ, ଦୁର ସଂଚାର ମାଧ୍ୟମରେ ଖୁସି ଖବର ମିଳିପାରିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଶେଷ ହୋଇଯିବ, ପ୍ରେମ ଜୀବନରେ ସୁଧାର ଆସିବ ।

ତୁଳା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ , ଭାଗ୍ୟର ପୁରା ସାଥ୍ ମିଳିପାରିବ । କାର୍ଯ୍ୟକ୍ଷେତ୍ରରେ ଅଟକିରହିଥିବା କାର୍ଯ୍ୟ ସହଜରେ ପୁରା ହୋଇଯିବ, ଅଫିସ୍ ରେ ବଦ ଅଧିକାରି ଆପଣଙ୍କ କାର୍ଯ୍ୟକୁ ବହୁତ ପସନ୍ଦ କରିବେ, ଗୁପ୍ତ ଶତ୍ରୁଙ୍କ ଦ୍ୱାରା ଆପଣଙ୍କୁ ଆଘାତ ଦେଇପାରନ୍ତି, କିନ୍ତୁ ସେଥିରେ ସଫଳ ହେବେ ନାହିଁ, କେଉଁ ଲମ୍ବା ଯାତ୍ରାରେ ଯିବାରେ ବାହାନ ଚଲାଇବା ସମୟରେ ସାବଧନତା ଅବଲମ୍ବନ କରନ୍ତୁ, ନହେଲେ ଦୁର୍ଘଟଣା ହେବାର ଆଶଙ୍କା ଅଛି, କେଉଁ ବଡ ଫଇସଲା ନେବାକୁ ଚାହୁଁଥିଲେ ତେବେ ବୁଝିବିଚାରି ନିଅନ୍ତୁ ।

ବିଛା ରାଶି-ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ଅଫିସର କାର୍ଯ୍ୟଭାର ଅଧିକା ହେବା କାରଣରୁ ଶାରରୀକ ଥକାପଣ ଓ ଦୁର୍ବଳତା ଅନୁଭବ ହୋଇପାରେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେଉଁ କଥାକୁ ନେଇ ଭୁଲ୍ ବୁଝାମଣା ହେବ, ଆପଣ କେଉଁ ବି ମାମଲାକୁ ଶାନ୍ତିପୁର୍ଣ୍ଣ ଭାବେ ବୁଝାମଣା କରିବାକୁ ଚେଷ୍ଟା କରନ୍ତୁ, ଖାଦ୍ୟପେୟରେ ସୁଧାର କରନ୍ତୁ ଅନ୍ୟଥା ପେଟ ସହ ଯୋଡି ହୋଇଥିବା ଅସୁବିଧା ଉପନ୍ନ ହୋଇପାରେ, ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବଢିବ, ଆମଦାନୀର ନୁଆ ସାଧନ ମିଳିବ ।

ଧନୁ ରାଶି : ଆଜି ତୁମର ଦିନ ଅନେକ ଉତ୍ଥାନ-ପତନ ଆଣିଛି | ଆପଣ ମାନସିକ ସ୍ତରରେ ବହୁତ ବିଚଳିତ ହେବେ | କାର୍ଯ୍ୟରେ ଏକାଗ୍ର ହେବା କଷ୍ଟସାଧ୍ୟ ହୋଇପାରେ | ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ | କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ | ଯଦି ଆପଣ ଏକ ନୂତନ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ସୁଯୋଗଟି ଉତ୍ତମ ହେବ | ଦାମ୍ପତ୍ୟ ଜୀବନରେ ମଧୁରତା ରହିବ | ବିବାହିତ ବ୍ୟକ୍ତିମାନେ ଏକ ଭଲ ବିବାହ ସମ୍ପର୍କ ପାଇପାରିବେ |

ମକର ରାଶି : ଆଜି ତୁମର ଦିନ ବହୁତ କଷ୍ଟକର ହେବ | ଘରର ଖର୍ଚ୍ଚରେ ବୃଦ୍ଧି ଘଟିବ, ଯେଉଁ କାରଣରୁ ଆପଣ ବହୁତ ବିରକ୍ତ ହେବାକୁ ଯାଉଛନ୍ତି | ଚାକିରି କ୍ଷେତ୍ରରେ ବହୁତ ଚାଲିବ | ଆପଣ ଶାରୀରିକ ଭାବରେ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିପାରନ୍ତି | କୋର୍ଟକୁ କୋର୍ଟ ମାମଲା ଠାରୁ ଦୂରରେ ରହିବାକୁ ପଡିବ | ଛାତ୍ରମାନେ ଅଧ୍ୟୟନ ଉପରେ ଧ୍ୟାନ ଦେବା ଆବଶ୍ୟକ | ଶିକ୍ଷକମାନେ କଠିନ ବିଷୟଗୁଡ଼ିକରେ ସାହାଯ୍ୟ ପାଇପାରିବେ | କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାକୁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ | ଆପଣ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ପାଇବେ |

କୁମ୍ଭ : ଆଜି ଆପଣଙ୍କ ଦିନ ବହୁତ ଲାଭ ଆଣିଛି | ଗ୍ରହ ଏବଂ ନକ୍ଷତ୍ରଗୁଡିକର ଶୁଭ ସ୍ଥିତି ହେତୁ, ଆଜି ଆପଣଙ୍କ ପାଇଁ ଏକ କମ୍ ନୁହେଁ | କମ୍ ପ୍ରୟାସରେ ଅଧିକ ସଫଳତା ପାଇବାର ସମ୍ଭାବନା ଅଛି | ଆର୍ଥିକ ସ୍ଥିତିରେ ଉନ୍ନତି ହେବ | ଅଭିଜ୍ଞ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇପାରିବ, ଯାହା ଭବିଷ୍ୟତରେ ଭଲ ଲାଭ ପାଇବ | ଭାଇଭଉଣୀଙ୍କ ସହିତ ଚାଲିଥିବା ପାର୍ଥକ୍ୟ ସମାପ୍ତ ହେବ | ପିଲାଙ୍କ ପାର୍ଶ୍ୱରୁ ଟେନସନ ହ୍ରାସ ପାଇବ | ବିବାହିତ ଜୀବନ ଅତ୍ୟନ୍ତ ସୁନ୍ଦର ହେବ | ପ୍ରେମ ଜୀବନ ଉନ୍ନତ ହେବ | ଖୁବ୍ ଶୀଘ୍ର ତୁମର ପ୍ରେମ ବିବାହ ହୋଇପାରେ | ବ୍ୟବସାୟରେ ବିପୁଳ ମୁଦ୍ରା ଲାଭ ଆଶା କରାଯାଏ |

ମୀନ ରାଶି : ଆଜି ତୁମର ଦିନ ଭାଗ୍ୟବାନ ବୋଲି ପ୍ରମାଣିତ ହେବ | ତୁମର ସାହସ ଏବଂ ଶକ୍ତି ବୃଦ୍ଧି ପାଇବ, ଯାହାର ଶକ୍ତି ଉପରେ ତୁମେ ସହଜରେ କଠିନ ପରିସ୍ଥିତିର ସାମ୍ନା କରିପାରିବ | ଜୀବନରେ ଆଗକୁ ବଢିବା ପାଇଁ ତୁମେ ଭଲ ସୁଯୋଗ ପାଇବ | ଆପଣ ନିଜ ପିତାମାତାଙ୍କ ସହିତ ଏକ ଧାର୍ମିକ ସ୍ଥାନକୁ ଯାତ୍ରା ଯୋଜନା କରିପାରିବେ | ତୁମେ ତୁମର ବିରୋଧୀଙ୍କୁ ପରାସ୍ତ କରିବ | ସାମାଜିକ କ୍ଷେତ୍ରରେ ତୁମର ଲୋକପ୍ରିୟତା ବୃଦ୍ଧି ପାଇବ | ଛାତ୍ରମାନେ ଶିକ୍ଷା କ୍ଷେତ୍ରରୁ ଭଲ ଖବର ପାଇବାର ସମ୍ଭାବନା ଅଛି |

Leave a Reply

Your email address will not be published. Required fields are marked *