ବାତିଲ ହୋଇଯିବ ଆପଣଙ୍କ ରାସନ କାର୍ଡ! ଜାଣନ୍ତୁ ନୂଆ ନିୟମ ବିଷୟରେ ।

ration card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂଚନା ଅନୁସାରେ କହିବା ପାଇଁ ଗଲେ ସେପଟେ କୋରୋନା ମହାମାରୀ ସମୟରେ ଗରିବଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ହେଲେ କିଛିଦିନ ହେଲା ସରକାରଙ୍କୁ ସୂଚନା ମିଳିଛି କି ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମାଗଣା ରାସନ ର ଲାଭ ଉଠାଉଛନ୍ତି । ଯାହା ପରେ ସରକାରଙ୍କ ତରଫରୁ ଅପିଲ କରାଯାଉଛି ଯେ ଏପରି ଲୋକମାନେ ନିଜର ରାସନ କାର୍ଡକୁ ବାତିଲ କରାଇ ନିଅନ୍ତୁ ।

ଯଦି ଏପରି ନ କରିବେ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଯଦି ଆପଣ ଦୀର୍ଘ ସମୟ ଧରି ନିଜ ରାସନ କାର୍ଡର ବ୍ୟବହାର ଖାଦ୍ୟଶସ୍ୟ ନେବା ପାଇଁ କରିନାହାଁନ୍ତି । ତେବେ ଆପଣଙ୍କର କାର୍ଡ ବାତିଲ ହୋଇପାରେ ।

modi

ଯଦି କୌଣସି କାର୍ଡଧାରୀଙ୍କର ନିଜ ଆୟରୁ ଅର୍ଜିତ 100 ବର୍ଗ ମିଟରର ଏକ ଫ୍ଲାଟ କିମ୍ବା ଘର ରହିଛି ଚାରି ଚକିଆ ଯାନ କିମ୍ବା ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ଏବଂ ସହରରେ ବାର୍ଷିକ ତିନି ଲକ୍ଷରୁ ଅଧିକ ପାରିବାରିକ ଆୟ ରହିଅଛି । ତେବେ ହିଁ ଏହିପରି ଲୋକମାନେ ନିଜର ରାସନ କାର୍ଡ କୁ ତହସିଲ କିମ୍ୱା DSO କାର୍ଯ୍ୟାଳୟରେ ସରେଣ୍ଡ କରିବାକୁ ପଡ଼ିବ ।

ସରକାରଙ୍କ ନିୟମ ଅନୁସାରେ ଯଦି ରାସନ କାର୍ଡଧାରୀ କାର୍ଡ ସରେଣ୍ଡ ନକରନ୍ତି ତେବେ ଯାଞ୍ଚ ପରେ ଏହିପରି ଲୋକ ମାନଙ୍କ କାର୍ଡ ବାତିଲ ହୋଇଯିବ । ଏହା ସହିତ ସେହି ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । କେବଳ ଏତିକି ନୁହେଁ ବରଂ ଯେହେତୁ ସେ ରାସନ ନେଉଛନ୍ତି । ସେହି ସବୁ ରାସନ ମଧ୍ୟ ଆଦାୟ କରାଯିବ ।

v

ସୂଚନା ଦେବୁକି ସେହିପରି ଯଦି ଜଣେ ରାସନ କାର୍ଡଧାରୀ ଛଅ ମାସ ଧରି ରାସନ ଗ୍ରହଣ କରିନାହାଁନ୍ତି । ତେବେ ନିୟମ ଅନୁଯାୟୀ ଏହା ପ୍ରମାଣିତ ହୋଇଛି ଯେ ଶସ୍ତା ଦରରେ ଉପଲବ୍ଧ ଖାଦ୍ୟଶସ୍ୟର ଆବଶ୍ୟକତା ନାହିଁ କିମ୍ବା ଅନ୍ୟଥା ସେ ରାସନ ନେବାକୁ ଯୋଗ୍ୟ ନୁହଁନ୍ତି । ଏଭଳି ପରିସ୍ଥିତିରେ ଯିଏ 6 ମାସ ଧରି ରାସନ ଗ୍ରହଣ କରି ନାହାଁନ୍ତି । ତାହାକୁ ଆଧାର କରି ଜଣେ ବ୍ୟକ୍ତିଙ୍କ ରାସନ କାର୍ଡ ରଦ୍ଦ କରିହେବ । ରାଜଧାନୀ ଦିଲ୍ଲୀ ବିହାର ଏବଂ ଝାଡ଼ଖଣ୍ଡରେ ରାସନକୁ ନେଇ ସମାନ ନିୟମ ଲାଗୁ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *