ମହିଳା ମାନଙ୍କ ଦେହର ଏହି ଜିନିଷକୁ ପୁରୁଷ ହାତରେ ଧରିବାଦ୍ୱାରା ଆପଣଙ୍କୁ ଧାନପ୍ରାପ୍ତି ହେବାରେ କେହି ବି ଅଟକାଇ ପାରିବେ ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନାରୀ ମାନଙ୍କର ଏହି ଅଙ୍ଗକୁ ପୁରୁଷ ନିଜ ହାତରେ ଧରିବା ଓ ସ୍ପର୍ଶ କରିବା ଦ୍ୱାରା ତାକୁ ଧନଶାଳୀ ହେବାରେ କେହି ଅଟକାଇ ପାରିବେ ନାହିଁ । ଆପଣମାନେ ଜାଣିଥିବେ କି ହିନ୍ଦୁ ଧର୍ମରେ ଷୋହଳ ଟି ଶାସ୍ତ୍ର ରହିଅଛି । ଯାହା ମାଧ୍ୟମରେ ନାରୀ ମାନଙ୍କ ସମ୍ପର୍କରେ କିଛି କୁହାଯାଇଛି ,ସେହି ଶାସ୍ତ୍ର ଅନୁସାରେ ନାରୀ ଅର୍ଥାତ ମହିଳା ମାନଙ୍କୁ ସାକ୍ଷାତ ଦେବୀ ରୂପରେ ଆଖ୍ୟା ଦିଆଯାଇଥିବା ସମୟରେ ଓ କୁହାଯାଇଛି ।
ଯେଉଁ ଘରେ ନାରୀକୁ ସମ୍ମାନ ସହ ଆଦର କରାଯାଉଥିବ ସେହି ଘର ସର୍ବଦା ହସ ଖୁସିରେ ପରିପୂର୍ଣ୍ଣ ହୋଇରହିଥାଏ । ହେଲେ ଜେଉଁ ଘରେ ନାରୀର ଅସମ୍ମାନ ହେବାସହ ତାକୁ କୌଣସି ପ୍ରକାରର ସମ୍ମାନ ଦିଆଯାଇନଥାଏ ସେହି ଘରକୁ ଭଗବାନ ନର୍କ ଭଳି କରିଦେଇଥାନ୍ତି ଓ ସର୍ବଦା ଅଶାନ୍ତି ସେଠାରେ ଲାଗି ରହିଥାଏ ।
ଆସନ୍ତୁ ଜାଣିବା ସେହି ଅଙ୍ଗ ଯାହାକୁ ପ୍ରତେକ ପୁରୁଷକୁ ଛୁଇଁବା ଆବଶ୍ୟକ ।
ଆମେ ମାନେ ଏହି କଥା କୁ ବହୁତ ଭଲ ଭାବେ ଜାଣିଛେ କି ଗୋଟିଏ ସ୍ତ୍ରୀ ଲୋକ ବହୁତ ବିଚିତ୍ର ହୋଇ ଥାଏ । ଏବଂ ଏମାନଙ୍କୁ ବୁଝିବା ବହୁତ ବିଚିତ୍ର ମଧ୍ୟ ହୋଇ ଥାଏ । ଏବଂ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ସଠିକ୍ ଭାବେ କେହି ବି ବୁଝି ପାରି ନାହିଁନ୍ତି । ଏହା ବ୍ୟତିତ ଏମାନଙ୍କ ଶକ୍ତିର ପରିମାପ କେହିବି ପାଇ ପାରି ନାହାଁନ୍ତି । ସେମିତି ବେଳେ ଯଦି କହିବା ତେବେ ଶାସ୍ତ୍ର ଅନୁସାରେ ବ୍ରାହ୍ମଣ ମାନଙ୍କ ପାଦ ବହୁତ ପରିମାଣ ରେ ପବିତ୍ର ହୋଇ ଥାଏ । ଏବଂ ଗୋଟିଏ ଗାଈ ର ପଛ ପଟ ହିଁ ବହୁତ ପବିତ୍ର ହୋଇ ଥାଏ । ସେହି ପରି ବେଳେ ଗୋଟିଏ ଛେଳୀ ବା ଘୋଡା ର ମୁହଁ ହିଁ ପବିତ୍ର ହୋଇ ଥାଏ ।
ସେହି ପରି ବେଳେ ଆମେ ଯଦି କୈଣସି ମହିଳାଙ୍କ ବିଷୟ ରେ ଆପଣ ମାନଙ୍କୁ କହିବୁ ତେବେ ଏମାନଙ୍କ ସବୁ ଅଙ୍ଗ ସବୁ ସ୍ଥାନ ମାନଙ୍କ ରେ ପବିତ୍ରତ ହୋଇ ଥାଏ । ଏହା ଆମର ଋଷି ଏବଂ ମୁନୀ ମାନଙ୍କର କହିବା କଥା ଅଟେ ଯେପରିକି ଘରର ବୟସ୍କ ମାନଙ୍କର ପାଦ ସ୍ପର୍ଷ କରିବାଦ୍ୱାରା ଶୁଭ ହୋଇଥାଏ ଓ ଆପଣଙ୍କୁ ଆଶିର୍ବାଦ ମିଳିଥାଏ ଓ ସେହିପରି ଗାଈର ପିଠିକୁ ସ୍ପର୍ଶ କଲେ ଶୁଭ ହୋଇଥାଏ ଓ ଅନ୍ୟ ପଶୁର ମୁଖକୁ ସାରସ କଲେ ଶୁଭ ହୋଇଥାଏ ଠିକ ସେହିପରି ନାରୀର ସମ୍ପୁର୍ଣ ଶରୀର ହିଁ ଶାସ୍ତ୍ର ଅନୁସାରେ ପବିତ୍ର ହୋଇଥାଏ ଏଥିପାଇଁ ଆପଣ ନାରୀର ସଦା ସର୍ବଦା ସମ୍ମାନ କରିବାସହ ତାଙ୍କୁ କୌଣସି ସ୍ଥାନରେ ନୀଚ ଦେଖାଇବା ଭଳି କଥାବାର୍ତ୍ତା କରନ୍ତୁ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ସେୟାର କରି ସମସ୍ତହ୍କ ପାଖେ ପହଞ୍ଚିବାରେ ସାହାର୍ୟ୍ୟ କରନ୍ତୁ ।