ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ନିଜ ସାଙ୍ଗକୁ ଦେଖା କରିବାକୁ ଯାଇ 14 ଜଣ ସୈତାନ୍ ଙ୍କ ଶିକାର ହେଲା ଝିଅ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅଟି ନିଜ ସାଙ୍ଗ କୁ ଦେଖା କରିବା ପାଇଁ ପୁନେ ରେଳ ଷ୍ଟେସନ କୁ ଯାଇଥିଲା ସେଠାରେ ସେ ନିଜ ସାଙ୍ଗକୁ ଅପେକ୍ଷା କରିଥିଲା ହେଲେ ତାଙ୍କ ସାଙ୍ଗ ଆସିଲା ନାହିଁ । ସେଥିପାଇଁ ସେ ବହୁତ ଚିନ୍ତାରେ ପଡିଗଲେ ଏବଂ କାନ୍ଦିବା ପାଇଁ ଲାଗିଲା। ତେବେ ସେହି ରାସ୍ତାରେ ଯାଉଥିବା ଅଟୋ ବାଲା ଝିଅକୁ କଣ ପାଇଁ କାନ୍ଦୁଛି ବୋଲି ପଚାରିଲା। ତୁମର କିଛି ସାହାଯ୍ୟ କରି ପାରିବି କି ? ତେବେ ଝିଅଟି ସବୁ କିଛି ସତ କହିଲା।

ତେବେ ଏହା ଶୁଣି ଅଟୋ ବାଲା ଚାଲିଗଲା ଓ କିଛି ସମୟ ପରେ ଆସି କହିଲା ତୁମେ ଯାହାକୁ ଅପେକ୍ଷା କରିଛ ସେ ବାହାରେ ଅଛି। ବିଳମ୍ୱ ରେ ଆସିଥିବା ହେତୁ ସେ ତୁମକୁ ଅପେକ୍ଷା କରିଛି ତୁମେ ମୋ ସହିତ ଆସ। ଏହାପରେ ଝିଅଟିକୁ ଅଟୋ ବାଲା ପାଣି ଦେଲା। ଝିଅଟି ପାଣି ପିଇବା ପରେ ତା ମୁଣ୍ଡ ବୁଲାଇ ଦେଲା। ଏହା ପରେ ଅଟୋ ବାଲା ତାକୁ ନେଇ ସେଠାରୁ ଚାଲିଗଲା।

girl

ପରେ ସେହି ଝିଅକୁ ଜଙ୍ଗଲକୁ ନେଇ ତାକୁ ଦୁ-ଷ୍କ-ର୍ମ କଲା। ତେବେ 2 ରୁ 3 ଘଣ୍ଟା ପରେ ଓଟୋ ବାଲା ଝିଅଟିକୁ ନେଇ ଗୋଟିଏ ଲଜ କୁ ଗଲା। ସେଠାରେ ଅଟୋ ବାଲା ର କିଛି ସାଙ୍ଗ ଅପେକ୍ଷା କରିଥିଲେ। ଏହା ପରେ ସେହି ଝିଅକୁ ଉ-ଲ-ଗ୍ନ କରି ତାକୁ ଜଣେ ପରେ ଜଣେ ଦୁଷ୍କର୍ମ କରିବାକୁ ଲାଗିଲେ। ହୋସ ଆସିବା ବେଳକୁ ଝିଅକୁ 12 ଜଣ ଦୁ-ଷ୍କ-ର୍ମ କରି ସାରିଥିଲେ ।

ତେବେ ପରେ ଝିଅଟିକୁ ଷ୍ଟେସନ ରେ ଛାଡ଼ିବା ପରେ ସେଠାରେ ଥିବା ଦୁଇଜଣ ସଫେଇ କର୍ମଚାରୀ ମଧ୍ୟ ତାକୁ ବ-ଳା-ତ୍କା-ର କରିଲେ। ଏହା ପରେ ସେମାନେ ଝିଅଟିକୁ ଏକ ଟ୍ରେନ ରେ ବସାଇ ଦେଲେ ଯାହା ଚଣ୍ଡିଗଡ ଯାଉଥିଲା । ଝିଅଟି ସେଠାରୁ ଓହ୍ଲାଇ ଗୋଟିଏ କୋଣ ରେ ବସିଥିଲା। ଅନେକ ଲୋକ ଯାଉଥିଲେ ଆସୁଥିଲେ ହେଲେ କେହି ସାହାଯ୍ୟ କରୁ ନଥିଲେ। ହେଲେ ଏକ GRP ପୋଲିସ ସେଠାରେ ପହଞ୍ଚି ଝିଅ ପାଖରୁ ସବୁ କଥା ବୁଝିବା ପରେ 14 ଜଣ ଆସାମୀ ଙ୍କୁ ଗିରୋଫ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *