ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଭାରତରେ ବହୁତ ଲୋକ ମାନେ , ମାନେ 95 ପ୍ରତିଶତ ଯୁବକ ମାନେ ନିଜ ଠାରୁ କମ୍ ବୟସ ର ଝିଅ ମାନଙ୍କୁ ବିବାହ କରି ଥାନ୍ତି । ଏମିତି ସବୁ ଧର୍ମ ଏବଂ ସବୁ ଘରେ ହୋଇ ଥାଏ । କାରଣ ପୂର୍ବ ଯୁଗରୁ ଏମିତି ହୋଇ ଆସୁଛି । ହେଲେ ଏମିତି ବି କିଛି ଲୋକ ମାନେ ରହିଥାନ୍ତି ଯେଉଁ ମାନେ ନିଜ ଠାରୁ ବଡ ବୟସର ଝିଅ ମାନଙ୍କୁ ବିବାହ କରିବା ପାଇଁ ପସନ୍ଦ କରନ୍ତି । ଏବଂ ଏହା ପଛରେ ବହୁତ ଗୁଡ଼ିଏ କାରଣ ରହି ଥାଏ ।
ସେମିତିରେ ବିବାହ ହେଉଛି ଗୋଟିଏ ଅତୁଟ ବନ୍ଧନ ଯେଉଁ ଠାରେ ଜଣେ ଆଉ ଜଣଙ୍କ ସହିତ ସଂମ୍ପର୍କରେ ବନ୍ଧା ହୋଇ ଥାଏ । ଏବଂ ପୁରା ଜିବନ ସାରା ସେମାନେ ନିଜ ନିଜର ସାଥିରେ ରହି କରି ସବୁ ସୁଖ ଦୁଖଃ କୁ କୁ ଭୋଗ କରି ଥାନ୍ତି ।
ହେଲେ ସେମିତିରେ ବହୁତ ଲୋକ ମାନେ ପସନ୍ଦ କରୁ ଥିଲେ ମଧ୍ୟ ଆମର ସମାଜ ଏହାକୁ କେବେ ବି ପସନ୍ଦ କରେ ନାହିଁ । ହେଲେ ଗୋଟିଏ କାରଣ ରହିଛି ଯେଉଁ ଠାରେ ନିଜ ଠାରୁ ବଡ ଝିଅ କୁ ବିବାହ କରିଲେ ନିଜର ଖର୍ଚ୍ଚ କମ୍ ହୋଇ ଥାଏ । କାରଣ ମେଚୋରିଟି ଏବଂ ବୟସ ରେ ବଡ ହୋଇ ଥିବା କାରଣ ରୁ ସେ ନିଜ ଉପର କୁ ସବୁ ଚିନ୍ତା କୁ ନେଇ ଥାନ୍ତି । ସେମିତି ବେଳେ ସେ ନିଜେ କେମେଇ କରି ଘର ଚଲାଇ ଥାନ୍ତି ।
ସେହି ପରି ବେଳେ ଦିତୀୟ ଫାଇଦା ଏହା ବି ରହି ଥାଏ ଯଦି ନିଜ ଠାରୁ ବଡ ଝିଅ କୁ ବିବାହ କରି ଥାନ୍ତି ତେବେ ଝିଅ ସବୁ ବେଳେ ଆଗ ସବୁ କଥା ବଝି ପାରିବ ଏବଂ ଆପଣ ଙ୍କ ଠାରୁ ସେ ଅଧିକ ଚାଲାଖ୍ ହେବେ ଏବଂ ଆପଣ ଙ୍କୁ ବି ସେ ସିଖାଇବ । ସେ ପତି ଙ୍କ ବନି କହିବାରୁ ହିଁ ସବୁ ଆଡକୁ କାବିଲ୍ ହୋଇ ଜାଇ ଥାଏ ।
ଏବଂ ତୃତୀୟ ଜିନିଷ ହେଲା କାମ ଭାର କୁ ଉଠେଇବା। ଯେମିତି କି ପତ୍ନୀ ଯେତେ ବେଳେ କୈଣସି ଭୁଲ କଲେ ସେ ନିଜର ଭୁଲ ବୋଲି ଭାବି ଥାଏ ଏବଂ ତାହାକୁ ସୁଧୁରେଇବା ପାଇଁ ଚିନ୍ତା କରି ଥାଏ । ତେବେ ଆପଣ ମାନଙ୍କ ରାୟ କଣ ରହିଛି ଏହା ଉପରେ ।