ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ଝିଅ ଯେତେବେଳେ ନିଜ ବାପ ଘର ଛାଡି ବିବାହ ହୋଇ ଅନ୍ୟ ଘରକୁ ଯାଇଥାଏ ସେତେବେଳେ ତା ମନରେ ଗୋଟିଏ ପ୍ରଶ୍ନ ଆସିଥାଏ ଯେ ନିଜ ଶାଶୁ ଶ୍ୱଶୁର ତାକୁ କେମିତି ରଖିବେ । ହେଲେ ସେଇ ଆଶା ଯଦି ତାର ଭାଙ୍ଗି ଯାଏ ତେବେ କେହିବି ଅନ୍ୟ ଘର ଉପରେ ଭରସା କରିବେ ନାହିଁ । ନିଜ ଶାଶୁ ପଣିଆର ସବୁ ସୀମା ଉଲଂଘନ କରିଛନ୍ତି ଜଣେ ମହିଳା ।
ରାଗରେ ଏତେ ଜର୍ଜରିତ ହୋଇଛନ୍ତି କି ନିଜ ବୋହୂକୁ ମୁସଲମାନ ଗୁଣିଆ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଛନ୍ତି । ବର୍ତମାନ ଏହି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ । ସୂଚନା ଅନୁସାରେ ଏହି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଗ୍ରାମର ଅଟେ ।
ତେବେ ସୂଚନା ଅନୁସାରେ ଜଳେଶ୍ୱର ଥାନା ଅଞ୍ଚଳର ଯୁବତୀ ରାଇବଣିଆ ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ନୀଳମଣି ଜେନାଙ୍କୁ 2017 ମସିହା ଜୁନ 22 ତାରିଖରେ ବିବାହ କରିଥିଲେ । ଏବଂ ବିବାହର କେଇଟା ଦିନ ପରେ ପରିବାର ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏବଂ ଶାଶୁ ଘର ଲୋକେ ବୋହୂ ଉପରେ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ ।
ଆଉ ଏହି ପରିସ୍ଥିତିର ଫାଇଦା ଉଠାଇ ଶାଶୁ ନିଜ ବୋହୁ ସହିତ କିଛି ଏପରି କରିଲା ଯାହା ଅନ୍ୟ କେହି କରିବା ଆଗରୁ ଶହେ ଥର ଭାବିଥାନ୍ତେ । ଶାଶୁ କଖାଡ ଗ୍ରାମର ମୁସଲମାନ ଗୁଣିଆ ଶେଖ ତରାଫ ଉପରେ ବୋହୂକୁ ବିଶ୍ୱାସ କରାଇ ଶାରୀରିକ ସମ୍ପର୍କ ରଖିଲେ ପାରିବାରର ସଂମ୍ପର୍ଣ୍ଣ କଳହ ସଠିକ ହୋଇଯିବ ବୋଲି କହିଥିଲେ । ଏବଂ ବୋହୁ ମଧ୍ୟ ବିଶ୍ୱାସ କରି ଯାଇଥିଲା ।
ଶାଶୁ ଆଗରେ ହିଁ ବୋହୂ ସହିତ ମୁସଲମାନ ଗୁଣିଆ ଶାରୀରିକ ସମ୍ପର୍କ ରଖିଥିଲା । ଏହାର କିଛି ଦିନ ପରେ ପୁଣି ଚାକିରୀ ହୋଇ ଯାଇଥିବା କହି ମୁସଲମାନ ଗୁଣିଆ ସହାୟତାରେ ବୋହୂକୁ ଅପରଣ କରାଇଥିଲେ ଏବଂ ଗୋଟିଏ ବନ୍ଦ ଘର ମଧ୍ୟରେ ଦୀର୍ଘ ୮୦ ଦିନ ଧରି ଶେଖ ତରାଫ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ପରିବାର ଲୋକେ ଯେତେବେଳେ ପୋଲିସକୁ ଏହି ବିଷୟରେ ଜଣାଇଲେ। ତାପରେ ଯାଇ ବୋହୂକୁ ଉଦ୍ଧାର କରାଗଲା ।
ମହିଳାଙ୍କ ଅଭିଯୋଗ ଅନୁସାରେ ଜଳେଶ୍ୱର ଥାନାରେ ଏହି ମାମଲାକୁ ନେଇ ଲିଖିତ ଭାବେ ଅଭିଯୋଗ ହୋଇଛି । ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ପୋଲିସ ମଧ୍ୟ ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।