ସେ-କ୍ସ ସମ୍ବନ୍ଧୀୟ କୈାଣସିବି ଜିନିଷରେ ଘୋଡାର ଫୋଟ କାହିଁକି ଲଗାଯାଏ ?

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଆମେ ଆଜି ଆପଣ ମାନଙ୍କ ସହିତ ସେ-କ୍ସ ଭଲେଣ୍ଟେଡ୍ ଜିନିଷ ବିଷୟ ରେ କଥା ହେବାକୁ ଯାଉଛୁ । ଆପଣ ମାନେ ଦେଖି ଥିବେ ସେ-କ୍ସର କ୍ୟପସୁଲ ବା ଲିକ୍ୟୁଇଡ୍ ରେ ହର୍ସ ର ଚିହ୍ନ ରହି ଥାଏ । ଯେକୈଣସି ସମୟରେ ଆପଣ ମାନେ ଟିଭିରେ ମଧ୍ୟ ଏମିତି ଏଡ୍ ଦେଖିଲେ ଏପରି କଣ ପାଇଁ ଘୋଡା କୁ ସିମ୍ବୋଲ ହିସାବ ରେ ଦେଖିବା ପାଇଁ ମିଳେ । ତେବେ ଏହାକୁ କେବେ ଆପଣ ମାନେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ବିଷୟ ରେ ।

ତେବେ ଏଠାରେ ଆପଣ ମାନଙ୍କୁ ଜଣେଇବୁ କି ଏହି ଯେଉଁ ଘୋଡା ରହିଛି ଏହା ପଛରେ ନୀତି ଶାସ୍ତ୍ର , କାମ ଶାସ୍ତ୍ର , ଏବଂ ପୁରାଣ ଶାସ୍ତ୍ରର କଥା କୁ ନେଇ ଏହାକୁ ଦେଖା ଜାଇ ଥାଏ । ତେବେ ପ୍ରଥମେ ଆପଣ ମାନେ ପୁରାଣ ଶାସ୍ତ୍ର କଥା ଜାଣିବା ପ୍ରଥମେ ରାଜା ମହାରାଜା ମାନେ ଏହି ଘୋଡା କୁ ବ୍ୟବହାର କରୁ ଥିଲେ । ସେହି ସମୟରେ ବିଭିନ୍ନ ସ୍ଥାନ କୁ ତା ଦ୍ୱାରା ଜାଇ ପାରୁ ଥିବାରୁ ଏହା ସେମାନଙ୍କ ବହୁତ ଭଲ ବନ୍ଧୁ ହେଉ ଥିଲା ।

horse

ସେହିଥି ପାଇଁ ସେହି ସମୟରେ ବହୁତ ରାଜା ମାନେ ସେହି ସମୟ ରେ ଅଶ୍ୱମେଧ ଜଜ୍ଞ୍ୟ ମଧ୍ୟ ବି ସେହି ସମୟ ରେ କରୁ ଥିଲେ , ମାନେ ଏହାର ମାନେ ଗୋଟିଏ ଜଜ୍ଞ୍ୟ କରି ଘୋଡାକୁ ଛଡା ଯାଉ ଥିଲା ଏବଂ ପରେ ସେହି ଘୋଡା ଯେଉଁ ସ୍ଥାନ ରେ ବୁଲି ଆସୁ ଥିଲା ସେହି ସବୁ ସ୍ଥାନ ସେହି ରାଜା ର ଅଟେ ।

ମାନେ ଏଠାରେ ବି ଗୋଟିଏ ଘୋଡା ର ପାୱାର କୁ ଦେଖିବା ପାଇଁ ମିଳୁ ଥିଲା ସେହି ପରି ଭାବେ ଆପଣ ମାନେ ସାଇନ୍ସ ରେ ହର୍ସ ପାୱାର ବିଷୟ ରେ ସୁଣି ଥିବେ ଏହାରୁ ଜେମ୍ସ ୱାର୍ଟ ବୋଲି ବୈଜ୍ଞ୍ୟାନିକ ବାହାର କରି ଥିଲେ ଯିଏ ଇଲେକ୍ଟ୍ରୀ ସିଟି ର ଉଦ୍ଭାବନ କରି ଥିଲେ । ଏବଂ ଆପଣ ମାନେ ଘରେ ଦେଖୁ ଥିବା ପାଣି ମଟର ରେ ବି ହର୍ସ ପାୱାର ର ବ୍ୟବହାର ମାନେ HP ଲେଖା ଜାଇ ଥାଏ ।

horse 1

ଏବେ ଆସିବା କାମ ଶାସ୍ତ୍ର କୁ ଏଠାରେ ବି ଗୋଟିଏ ଋଷି ଥିଲେ ଯିଏ କାମ ଶାସ୍ତ୍ର ବିଷୟ ଖୋଲା ଖୋଲି ଭାବେ କହୁ ଥିଲେ ଏବଂ ସେ ପୁରୁଷ ର ଗୁପ୍ତାଅଙ୍ଗ କୁ ତିନି ଭାଗ ରେ ବିଭକ୍ତ କରି ଥିଲେ । ଏବଂ ସବୁ ଉପରେ ଘୋଡା ଥିଲା । ମାନେ ସବୁଠୁ ବଡ଼ ଏବଂ ଲମ୍ଭା ଏମିତି ରେ ଯେଉଁ ପରି ଭାବେ ଏଠାରେ ସବୁ ଶାସ୍ତ୍ର ମାନଙ୍କ ରେ ଘୋଡା ର ବର୍ଣ୍ଣନା ରହିଛି କି ଘୋଡା ସବୁଠୁ ବଡ ଏବଂ ଲମ୍ବା । ତେବେ ଏହା ରହି ଜାଇଛି ଏବଂ ଆଜିର ଦିନ ରେ ସେ-କ୍ସ ପ୍ରଡ୍କୋଟ ଉପରେ ବି ଏହାର ବ୍ୟବବହାର ହୋଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *