ଅନ୍ତରଙ୍ଗ ମୁହୂର୍ତ୍ତରେ ଝିଅମାନେ କାହିଁକି ଚିତ୍କାର କରିଥାନ୍ତି

girl 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରୁଷ ଏବଂ ନାରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ବିଷୟ ରେ ଆପଣ ମାନେ ଫିଲ୍ମୀ ରେ ଦେଖିଥିବେ କିମ୍ବା ଏହି ବିଷୟ ରେ ବହୁତ କିଛି ଚିନ୍ତା କରିଥିବେ ଏହି ସମୟରେ ନାରୀ ଏବଂ ପୁରୁଷ ମାନେ କାହିଁକି ଚିତ୍କାର କରିଥାନ୍ତି ତାଙ୍କୁ ସତରେ କଷ୍ଟ ହୋଇଥାଏ ନା ଖୁସିରେ ସେମାନେ ଏପରି ସବ୍ଦ କରିଥାନ୍ତି । ଶା-ରୀ-ରି-କ ସ-ମ-ନ୍ଧ ସମୟରେ ଏହାର କଣ ଆବସ୍ୟକତା ରହିଛି ଏହି ବଷୟରେ ଆମେ ଆଜି ଜାଣିବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢ଼ନ୍ତୁ ।

ତେବେ ବନ୍ଧୁଗଣ ଏହା ଉପରେ 28 ବର୍ଷ ବୟସ୍କ ଶିଳ୍ପା କୁହନ୍ତି କି ଆମକୁ ଜଣା ନଥିଲା ଯେ ଆମେ ଅନ୍ତରଙ୍ଗ ମୁହୂର୍ତ୍ତରେ କେତେ ଜ୍ୱର ରେ ଏତେ ସବ୍ଦ ବାହାର କରିବୁ ବୋଲି ରାତି ଅଧରେ ଯେବେ ଆମ ପଡିଶା ଘର ମହିଳା ଯେତେବେଳେ ଆମକୁ କବାଟ ବାଡେ ଏବଂ ଆମକୁ ପଚାରିଲେ ତେବେ ମତେ ଏବଂ ମୋ ସ୍ୱାମୀ ଙ୍କୁ ଏହା ଜଣା ପଡିଲା ଯେ ଏହି ସବ୍ଦ ଅଧିକ ଜ୍ୱର ରେ ହେଉଥିଲା ।

love

ତେବେ ସ୍ମୀତା ଏବଂ ତାଙ୍କ ସ୍ୱାମୀ ଙ୍କ କହିବା ଅନୁସାରେ ପୁରୁଷ ଓ ନାରୀଙ୍କ ସ୍ପର୍ଶ ମାଧ୍ୟମରେ ହେଉଥିବା ଅନୁଭୂତି ଏବଂ ସୁଖଦ ମୁହୂର୍ତ୍ତ ଗୋଡିକ ସବ୍ଦ ମାଧ୍ୟମରେ ଅନ୍ୟକୁ ଉତେଜିତ କରିବାରେ ସାହାଯ୍ୟ କରେ । ନିକଟରେ ହୋଇଥିବା ଏକ ଗବେସଣା ରୁ ଏହା ଜଣା ପଡିଛି ଯେ ଅନ୍ତରଙ୍ଗ ମୁହୂର୍ତ୍ତ ରେ ପୁରୁଷ ଠାରୁ ମହିଳା ମାନେ ଅଧିକ ଜ୍ୱର ରେ ଚିତ୍କାର କରିଥାନ୍ତି ସେମାନେ ଏଥିପାଇଁ ଏହା କରିଥାନ୍ତି ଯେ ତାଙ୍କ ସାଥି ଏହା ଦ୍ୱାରା ଖବ୍ ଶିଘ୍ର ଏବଂ ଭଲ ଭାବରେ ଚରମ ଚୃପ୍ତି ଏବଂ ସୁଖ ପାଇ ପାରିବ ।

18 ରୁ 48 ବର୍ଷ ବୟସ ର ସାତ ହଜାର ମହିଳା ଙ୍କ ଉପରେ କରା ଯାଇଥିବା ଏକ ସର୍ଭେ ଅନୁସାରେ ଜଣା ପଡିଛି ଯେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଚରମ ତୃପ୍ତି ଶିଘ୍ର ହୋଇଯିବା ପରେ ସେମାନେ ନିଜ ସାଥିଙ୍କୁ ସେହି ମୁହୂର୍ତ୍ତ ରେ ପହଞ୍ଚିବା ପାଇଁ ଏପରି ସବ୍ଦ କରିଥାନ୍ତି ।

ଏଥିରୁ 66 ପ୍ରତିଶତ ମହିଳା ଏହା କହିଛନ୍ତି ଯେ ଏପରି କରିବା ଦ୍ୱାରା ତାଙ୍କ ସାଥି ଖୁବ୍ ଶିଘ୍ର ଚରମ ତୃପ୍ତି ପାଇଥାନ୍ତି ଏବଂ 92 ପ୍ରତିଶତ ମହିଳା ଏହା କହିଛନ୍ତି ଯେ ଏହି କାମ କରିବା ଦ୍ୱାରା ତାଙ୍କ ପୁରୁଷ ସାଥିଙ୍କର ଏହି କାମ କରିବା ପାଇଁ ଆତ୍ମବିଶ୍ୱାସ ବଢିଯାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *