ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଏଠାରେ ସଂମ୍ପର୍ଣ୍ଣ ଭାବେ ଜାଣିବା କି ପିଆଜ ଓ ରସୁଣ କୁ କଣ ପାଇଁ ଆଇଁଷ ବୋଲି କୁହା ଜାଇ ଥାଏ । ଆପଣ ମାନେ ଅନେକ ଥର ସୁଣି ଥିବେ କି ବ୍ରାହ୍ମଣ ମାନେ ପିଆଜ ଓ ରସୁଣ ଠାରୁ ସବୁ ବେଳେ ଦୂରେଇ ରହି ଥାନ୍ତି । ଏମିତି ହୋଇ ଥାଏ କି କୈଣସି ଶୁଭ କାମ ରେ ବି ଏହି ପିଆଜ ଏବଂ ରସୁଣ ର ସେବନ କରନ୍ତି ନାହିଁ ।
ଏମିତି ରେ ଆଶ୍ଚର୍ଯ୍ୟ ଲାଗେ କି କଣ ପାଇଁ ସେହି ସମୟ ରେ ଏହି ପିଆଜ ଓ ରସୁଣ କୁ ସେବନ କରିବା ମନା ଏବଂ ପିଆଜ ଓ ରସୁଣ ଆଇଁଷ ହେଲା କିପରି ତେବେ ଆସନ୍ତୁ ଜାଣିବା । ଏହା ପାଇଁ ଆପଣ ମାନଙ୍କୁ ଗୋଟିଏ କାହାଣୀ ଜରିଆରେ ବିଝେଇବା ପାଇଁ ଚେଷ୍ଟା କରିବୁ ।
କହି ଦେବୁ କି ସମୁଦ୍ର ମନ୍ଥନ ସମୟ ରେ ଯେତେ ବେଳେ ଅମୃତ କଳସ ବାହାରି ଥିଲା ତେବେ ସେହି ସମୟରେ ବିଷ୍ଣ ଭଗବାନ ସବୁ ଦେବତା ଙ୍କୁ ଅମର ହେବା ପାଇଁ ଅମୃତ ବଣ୍ଟନ କରୁ ଥିଲେ । ସେହି ସମୟ ରେ ରାହୁ ଏବଂ କେତୁ ଦୁଇ ରାକ୍ଷସ ସେହି ମଧ୍ୟ ରେ ପସି ଭୁଲ ବଷତ ଅମୃତ ସେବନ କରି ଦେଲେ ହେଲେ ଏହି ବିଷୟ ରେ ଯେତେ ବେଳେ ବିଷ୍ଣ ଭଗବାନ ଙ୍କୁ ଜଣା ପଡିଲା ତେବେ ସେ ଏହି ଦୁଇ ରାକ୍ଷସ ଙ୍କୁ ନିଜର ସୁଦର୍ଷନ ଚକ୍ର ରେ ଦୁହିଁଙ୍କ ମୁଣ୍ଡ କୁ ଶରୀର ରୁ ଅଲଗା କରି ଦେଲେ ।
ଏବଂ ସେହି ସମୟରେ ମୁହଁ ମଧ୍ୟ ରେ ଥିବା କିଛି ଅମୃତ ର ବୁନ୍ଧା ଚାଲି ଜାଇ ଥିଲା ଏମିତି ସେହି ମୁଣ୍ଡ ଅମର ହୋଇ ଗଲା । ଏମିତି ରେ ଯେତେ ବେଳେ ବିଷ୍ଣ ଭଗବାନ ପ୍ରହାର କଲେ ତେବେ କିଛି ରକ୍ତ ର ବୁନ୍ଧା ତଳେ ପଡି ଜାଇ ଥିଲା । ଏବଂ ସେହି ରକ୍ଚ ରୁ ହିଁ ପିଆଜ ରସୁଣ ଜନ୍ମ ନେଇ ଥିଲେ ।
ଜାହା କାରଣ ରୁ ଏହାକୁ ମୁହଁ ରେ ଲଗେଇଲେ ଦୁର୍ଗନ୍ଧ ଆସି ଥାଏ । ଜାହା କାରଣ ରୁ ବ୍ରହ୍ମଣ ମାନେ ଏହାର ସେବନ କେବେ ବି କରନ୍ତି ନାହିଁ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କଣ ପାଇଁ ପିଆଜ ଓ ରସୁଣ କୁ ଆଇଁଷ ବୋଲି କୁହା ଯାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।