ପବନ ଖାଇଲେ କିଏ ମରିଯାଏ ? କାହାକୁ ଟାଣିଲେ ତାହା ଛୋଟ ହେଇଯାଏ ? ଜାଣନ୍ତୁ ଏମିତି କିଛି Interesting Gk Questions ଓ ତାହାର Answer

Questions

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କିଛି ଏମିତି ପ୍ରଶ୍ନ ବିଷଯ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନଙ୍କୁ କୈଣସି ବହିରେ ମିଳିବ ନାହିଁ । ଏହି ସବୁ ପ୍ରଶ୍ନ ର ଉତ୍ତର ଆପଣ ମାନଙ୍କ ଚାରିପାଖେ ରହିଛି । ଏହି ସବୁ ପ୍ରଶ୍ନ କିଛି ଅଜବ ଲାଗିବ ହେଲେ ବହୁତ ସହଜ ଅଟେ । ଏହାକୁ ଆପଣ ମାନେ ନିଜର ଉପସ୍ଥିତି ବୁଦ୍ଧି ର ଉପଯୋଗ କରି ଦେଇ ପାରିବେ । ଏହି ସବୁ ପ୍ରଶ୍ନ କୁ ସୁଣିବା ପରେ କେତେକ ଲୋକ ମାନଙ୍କ ମୁଣ୍ଡ ବୁଲେଇ ଦେଇଥାଏ । ହେଲେ ଏହାର ଉତ୍ତର ସେତିକି ସହଜ ଅଟେ ଯେତିକି ଆପଣ ମାନେ ବିଶ୍ୱାସ ବି କରି ନଥିବେ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ବିଷୟ ରେ ।

ପ୍ରଶ୍ନ : ଆଖି ଅଛି, କିନ୍ତୁ ସେ ଦେଖି ପାରେ ନାହିଁ ?

ଏହାର ସଠିକ ଉତ୍ତର ହେଲା ନଡିଆ ।

question

ପ୍ରଶ୍ନ : କିଏ ସବୁବେଳେ ଉଡିଥାଏ, କିନ୍ତୁ କେବେ ବି ନିଜ ଜାଗା ଛାଡି ଯାଏ ନାହିଁ ?

ଏହାର ସଠିକ ଉତ୍ତର ହେଲା ପତାକା ।

ପ୍ରଶ୍ନ : ଚାଲୁ କରିଲେ ଚାଲେ, କିନ୍ତୁ ସେ ଆଗକୁ ଯାଇ ପାରି ନ ଥାଏ ?

ଏହାର ସଠିକ ଉତ୍ତର ହେଲା ପଙ୍ଖା ।

ପ୍ରଶ୍ନ : ଖାଇ ଦେଲେ କଣ ମରିଯାଏ ?

ଏହାର ସଠିକ ଉତ୍ତର ହେଲା ଭୋକ ।

ପ୍ରଶ୍ନ : ପବନ ଖାଇଲେ କିଏ ମରି ଯାଏ ?

ଏହାର ସଠିକ ଉତ୍ତର ହେଲା ଝାଳ ।

qu

ପ୍ରଶ୍ନ : କାହାକୁ ଟାଣିଲେ ତାହା ବଡ ହେବା ପରିବର୍ତ୍ତେ ଛୋଟ ହୋଇଯାଏ ?

ଏହାର ସଠିକ ଉତ୍ତର ହେଲା ବିଡି ଓ ସିଗାରେଟ ।

ପ୍ରଶ୍ନ : ମୁଁ ଚାରିଆଡେ ଅଛି, କିନ୍ତୁ ମୋତେ କେହି ବି ଧରି ପାରନ୍ତି ନାହିଁ ?

ଏହାର ସଠିକ ଉତ୍ତର ହେଲା ପବନ ।

ପ୍ରଶ୍ନ : କାହାର ଦାନ୍ତ ଅଛି, କିନ୍ତୁ କାମୁଡି ପାରେ ନାହିଁ ?

ଏହାର ସଠିକ ଉତ୍ତର ହେଲା ପାନିଆ ।

ପ୍ରଶ୍ନ : କାହାକୁ ଦାନ କରିଲେ ନିଜର ବୁଦ୍ଧି ବଢିଥାଏ ଓ ସାଇତି ରଖିଲେ ଓଲଟା କ୍ଷୟ ହୋଇଥାଏ ?

ଏହାର ସଠିକ ଉତ୍ତର ହେଲା ଜ୍ଞାନ କିମ୍ବା ବିଦ୍ୟା ।

QU

ପ୍ରଶ୍ନ : ସେ ପଥର ତଥାପି ସେ ପାଣି, କୁହନ୍ତୁ ତାହା କଣ ?

ଏହାର ସଠିକ ଉତ୍ତର ହେଲା ବରଫ ।

ପ୍ରଶ୍ନ : ଉତ୍ତାପ ନ ପାଇ ବି ତାହା ଗରମ ହୋଇଯାଏ, ତାହା କଣ ଅଟେ ?

ଏହାର ସଠିକ ଉତ୍ତର ହେଲା ମୁଣ୍ଡ ।

ପ୍ରଶ୍ନ : ଆଖି ଥାଏ ତଥାପି ସେ ଅନ୍ଧ, କୁହନ୍ତୁ ସେ କିଏ ?

ଏହାର ସଠିକ ଉତ୍ତର ହେଲା ମୂର୍ଖଲୋକ ।

qua

ପ୍ରଶ୍ନ : ପୋଡିଥାଏ କିନ୍ତୁ ତାହା ନିଆଁ ନୁହେଁ, ତାହା କଣ ?

ଏହାର ସଠିକ ଉତ୍ତର ହେଲା ଲଙ୍କା ।

ପ୍ରଶ୍ନ : ଦିନରେ କାମ କରି ନ ଥାଏ, କିନ୍ତୁ ଟଙ୍କା ପାଇଥାଏ ?

ଏହାର ସଠିକ ଉତ୍ତର ହେଲା ରାତ୍ରିର ଜଗୁଆଳି ।

ପ୍ରଶ୍ନ : ନ ରୁ ଆରମ୍ଭ ନ ରେ ଶେଷ, ଯିଏ ପୁରା ଦୁନିଆକୁ ଦେଖେ କୁହନ୍ତୁ ତାହାର ନାଁ କଣ ?
ଏହାର ସଠିକ୍ ଉତ୍ତର ହେଲା ନୟନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *