ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜସ୍ତାନ ରେ ଏବେ ରାଜନୈତିକ ମାହୋଲ ଦେଖିବାକୁ ମିଳିଛି । ତେବେ ଏହି ମଧ୍ୟ ରେ ଆମେ ଆପଣ ଙ୍କୁ ଗୋଟିଏ କ୍ରାଇମ ଷ୍ଟୋରି ବିଷୟ ରେ ଜଣେଇବା ପାଇଁ ଯାଉଛୁ । ବିଗତ ବର୍ଷରେ ରାଜସ୍ତାନ ରେ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଠାରେ ମହିଳା ନିଜ ପ୍ରେମୀ ଙ୍କ ସହିତ ମିଶି କରି ନିଜ ପତି । 3 ଟି ପିଲା ଏବଂ ନିଜ ଭଣଜା ଙ୍କର ହତ୍ୟା କରିଛନ୍ତି । କିଛି ଦିନ ତଳେ ଏମାନେ ପୋଲିସ ହାତରେ ଧରା ପଡିଛନ୍ତି । ମହିଳା ଆରୋପି ବର୍ତମାନ ଅଲବର ଜିଲ୍ଲା ରେ ରହିଛନ୍ତି ।
ଏହି ଘଟଣା କୁ ନେଇ ଯେତେବେଳେ ମହିଳା ଙ୍କ ର ଫେସବୁକ ଆକାଉଣ୍ଟ ଚେକ କରାଯାଇଥିଲା । ସେତେବେଳେ ପୋଲିସ ଚକିତ ହେଲା ମହିଳା ଙ୍କ ର ନାମ ସନ୍ଧ୍ୟା ଅଟେ। 1999 ରେ ତାଙ୍କ ର ବିବାହ ବନବାରି ଶର୍ମା ଙ୍କ ସହିତ ହେଇଥିଲା । ଉଭୟ ଙ୍କ ର ବୟସ ରେ ପ୍ରାୟ 10 ବର୍ଷ ର ଅନ୍ତର ରହିଥିଲା। ଏହା ସନ୍ଧ୍ୟା ଙ୍କୁ ଭଲ ଲାଗି ନ ଥିଲା । ଏହି କାରଣ ରୁ ସେ ତାଙ୍କ ସ୍ୱାମୀ ଙ୍କ ଠାରୁ ଦୁରେଇ ରହୁଥିଲେ ଓ ପଡିସା ଘର ର ଜଣେ ଯୁବକ ଙ୍କ ସହିତ ପ୍ରେମ ସ-ମ୍ବ-ନ୍ଧ ଗଢି ଉଠିଥିଲା ଏପରି କି ସନ୍ଧ୍ୟା ଅନେକ ସମୟରେ ଅନୈତିକ ସ-ମ୍ବ-ନ୍ଧ ରଖି ଗର୍ଭବତୀ ବି ହେଇଛନ୍ତି ।
ପରେ ସର୍ବଦା ଲୁଚିକି ହିଁ ଆବରସନ କରିଦିଅନ୍ତି । ଏହି ବିଷୟ ରେ ଯେତେବେଳେ ତାଙ୍କ ବଡ ପୁଅ ଓ ତାଙ୍କ ସ୍ୱାମୀ ଜାଣିବାକୁ ପାଇଥଲେ ସେତେବେଳେ ସେମାନେ ସବୁ ସନ୍ଧ୍ୟା ଙ୍କୁ ଜଗିବା ଆରମ୍ଭ କରିଦେଇ ଥିଲେ । କିଛି ଦିନ ପରେ ସନ୍ଧ୍ୟା ତାଙ୍କ ପ୍ରେମୀକ ଙ୍କ ସହିତ ମିଶି ହତ୍ୟା ର ଯୋଜନା କରିଥିଲେ ଏବଂ ଗୋଟିଏ ରାତିରେ ସେ ନିଜ ସ୍ୱାମୀ , ତିନି ପିଲା ଏବଂ ଏକ ଭଣଜା ଙ୍କୁ ଘରୁ ବାହାର କରିଥିଲେ ।
20 ଡିସେମ୍ବର ଦିନ ରାତି ରେ ଭଡା ରେ ଏକ ହତ୍ୟାକାରୀ ଙ୍କୁ ଆଣିଥିଲେ ସେ ହେଲେ କପିଳ ଧୋବୀ ଓରଫ ବଗୁଲା ଧୋବୀ ଙ୍କ ସହାୟତା ରେ ଶିବାଜୀ ପାର୍କ ପାଖ ରେ ରହୁଥିବା ସଂତୋଷୀ ଙ୍କ ର ସ୍ୱାମୀ ତାଙ୍କ ତିନି ପିଲା ଏବଂ ଭଣଜା ଙ୍କ ର ହତ୍ୟା କରାଯାଇଥିଲା । ପୋଲିସ ମୁତାବକ କପିଳ ଧୋବୀ ଙ୍କ ର ଉଦୟପୁର ଘରୁ ଅନଲାଇନ ରେ କିଣିଥିବା ଛୁରୀ ର ବିଲ ବି ପାଇଥିଲେ ଏବଂ ଧୀରେ ଧୀରେ ସବୁ ହତ୍ୟାକାରୀ ଧରା ପଡ଼ିଥିଲେ।
ବିବାହିତା ଏବଂ ତିନି ସନ୍ତାନ ଥିବା ସଂନ୍ଧ୍ୟା ଙ୍କ ର ହନୁମାନ ପ୍ରସାଦ ଙ୍କ ସହିତ ପ୍ରେମ ସଂମ୍ପର୍କ ଚାଲୁଥିଲା । ହନୁମାନ ଉଦୟପୁର ରେ ବିପିଏଡ଼ କରୁଥିଲେ । ଏବଂ ସେଠାରେ ସନ୍ଧ୍ୟା ଟାଇକୁଣ୍ଡ ଶିଖୁଥିଲେ । ଅଢେଇ ବର୍ଷ ପୂର୍ବ ରେ ଉଭୟ ଙ୍କ ର ବନ୍ଧୁତା ହେଇଥିଲା । ଏବଂ ସନ୍ଧ୍ୟା ଙ୍କ ର ଫେସବୁକ ରେ ଅନେକ ଆଇଡି ବି ଦେଖିବାକୁ ମିଳିଛି । ଜଣେ ତାଙ୍କୁ କମେଣ୍ଟ କରି ହତ୍ୟାକାରୀ ମଧ୍ୟ କହିଥିଲେ । ଏବଂ ଆଉ ଜଣେ ଲେଖିଥିଲେ କିପରି ମା ତୁମେ । ତୁମେ ମହିଳା ନୁହେଁ ଜଣେ ରାକ୍ଷସ ।
ଏପରି କିଛି କମେଣ୍ଟ ରୁ ପୋଲିସ ସଂନ୍ଦେହ କରି ମହିଳା ଙ୍କ ଉପରେ କାର୍ଯ୍ୟ ଅନୁଷ୍ଠାନ ବର୍ତମାନ ଗ୍ରହଣ କରିଥିଲେ ଏବଂ ଏହି ହତ୍ୟା କାଣ୍ଡ ର ମୁଖ୍ୟ ଆସାମୀ ସେହି ମହିଳା ବୋଲି ପୋଲିସ ଜାଣିବାକୁ ପାଇଥିଲେ ଏବଂ ବର୍ତମାନ ସବୁ ଆରୋପି ଗିରଫ ହେଇଥିବା ବେଳେ । ସୁପାରୀ କିଲର ଦୀପକ ଓ କପିଳ ଙ୍କୁ ବି ଗିରଫ କରାଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।