ସ୍ତ୍ରୀ ଲୋକଙ୍କ ପ୍ରତି ଅଧିକ ଆକର୍ଷଣ ଆସିଲେ କଣ କରିବେ ?

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ଲୋକଙ୍କର ପ୍ରତି ଆକର୍ଷଣ ହେଉଛି ଯୁବ ସମାଜର ଏକ ବଡ ସମସ୍ୟା । ଏ ଆକର୍ଷଣ ଯଦି ସୀମା ବଦ୍ଧ ହୋଇ ରୁହେ ତେବେ ସବୁ ଠିକ ଅଛି । ଏ ଆକର୍ଷଣ ଯଦି ଅଧିକ ହୁଏ ମଣିଷକୁ ବିପଦ ଗାମୀ କରାଇଥାଏ ମଣିଷ ନିଜ ଜୀବନରେ ବହୁତ ଖରାପ ପରିସ୍ଥିତିର ମଧ୍ୟ ସାମ୍ନା କରେ । ଏବଂ ବେଳେବେଳେ ମଣିଷ ଭୁଲ ରାସ୍ତାକୁ ଯାଇ ଏମିତି କିଛି କରିଥାଏ ସ୍ତ୍ରୀ ଲୋକଙ୍କ ଆକର୍ଷଣରେ ଯେଉଁଠୁ ଫେରିବା ଅସମ୍ଭବ ହୋଇଥାଏ ।

ତେବେ କଣ କରିଲେ ସ୍ତ୍ରୀ ଲୋକଙ୍କ ପ୍ରତି ଆକର୍ଷଣ ଆମ ମନରେ ସୀମା ବଦ୍ଧ ହୋଇରହିବ । ଏହି ଜିନିଷ କାହାକୁ ଦେଖାଯାଏ ନାହିଁ ହେଲେ ବନ୍ଧୁଗଣ ମନ ମସ୍ତିସ୍କର ଖେଳ ହେଉଛି ଏ ବିଶ୍ଵର ସବୁଠାରୁ ବଡ ଖେଳ । ଯଦି ମଣିଷ ମନ ମସ୍ତିସ୍କ କୁ ଆୟତ ନ କରିପାରେ ତେବେ ବାହାରୁ ଓ ଭିତରୁ ସେ ବହୁତ ସୁନ୍ଦର ଦେଖାଦିଏ । ଆଗରୁ ଓ ବାହାରୁ ଦେଖିଲେ ସେ ବହୁତ ଶାନ୍ତ ଦେଖାଯାଏ । ହେଲେ ସେ ମନ ମସ୍ତିସ୍କ ଆନ୍ତରିକ ଝଡ ଝଞା ମଧ୍ୟରେ ପ୍ରବେଶ କରିଥାଏ ।

women

ଯଦି ଏହି ମନ ମସ୍ତିସ୍କ ଥରେ ରୋଗାକ୍ରାନ୍ତ ହେଲା କୌଣସି ଖରାପ ବିଚାରରେ ଆଘାତ ହେଇଗଲା ତେବେ ଜୀବନଟି ସଂପୂର୍ଣ୍ଣ ଭାବେ ନର୍କରେ ପରିଣତ ହୁଏ । ଯଦି ଏ ଯୁବକ-ଯୁବତୀ ମନରେ ଠିକ ସମୟରେ ଠିକ ଅମୂଲ୍ୟ ଜ୍ଞାନ ପ୍ରବେଶ ନ କରେ ସେମାନେ ଯଦି ସଦା ସର୍ବଦା ଆକର୍ଷଣରେ ଅଟକି ଜାଆନ୍ତି ତେବେ ସେମାନେ ଜୀବନରେ ଯେଉଁ ସଫଳତା ପାଇଥାନ୍ତେ ତାହା ପାଇ ନଥାନ୍ତି ।

ସେହିପରି ଯେଉଁ ମଣିଷ ଜୀବନର ପ୍ରକୃତ ଜ୍ଞାନକୁ ଜାଣିଛି ଓ ସାଧନା କରିଛି ସେ ଜୀବନର ପରମ ସତ୍ୟକୁ ଅନୁଭବ କରିଛି । ଆପଣ ମାନେ ନିଜ ଅନ୍ତରକୁ ଦେଖନ୍ତୁ । ଯେଉଁ ଦିନ ଆପଣ ନିଜ ଅନ୍ତରକୁ ଦେଖିଦେବେ ପ୍ରକୃତରେ କେଉଁ ଶରୀର ଭିତରେ କିଏ ବିଦ୍ୟମାନ ଅଛି ଜାଣିବେ ସେ ଜାଗାରେ କେତେ ବି ସୁନ୍ଦର ସ୍ତ୍ରୀ ଆସୁ କେତେ ବି ଆକର୍ଷିତ ଲାଗୁ ହେଲେ ସେହି ସ୍ଥାନରେ ଆପଣଙ୍କୁ କିଛି ବି ଫରକ ପଡିବ ନାହିଁ ।

women

ଗୋଟେ ଜିନିଷ ଅନୁଭବ କରିବେ କି ଆପଣ ନିଜ ସହ କଥା ହେଉଛନ୍ତି ଆପଣଙ୍କ ଭିତରେ ଯେଉଁ ସତା ଅଛି ସ୍ତ୍ରୀ ମଧ୍ୟରେ ବି ସେହି ସତା ଅଛି । ସ୍ତ୍ରୀ ପାଖରେ କିଛି ଜ୍ଞ୍ୟାନର ଅଭାବ ରହିପାରେ କିଛି ଅନୁଭୂତିର ଅଭାବ ରହିପାରେ । ଶରୀର ହେଉଛି ବସ୍ତ୍ର ଭଳି ତେଣୁ ଆପଣ ଶରୀରକୁ ଦେଖି ଆକର୍ଷିତ ହୁଅନ୍ତୁ ନାହିଁ । ସ୍ତ୍ରୀର ମନକୁ ଦେଖନ୍ତୁ ଆଉ ତାକୁ ସମ୍ମାନ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *