ସୁଖୀ ଦାମ୍ପତ୍ୟ ଜୀବନରେ ସେ-କ୍ସ ର କଣ ରହିଥାଏ ଭୂମିକା !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦାମ୍ପତ୍ୟ ଜୀବନ ରେ ଶା-ରୀ-ରିକ ସ-ମ୍ପ-ର୍କ ର ଭୂମୀକା । ତେବେ ବନ୍ଧୁଗଣ ଦାମ୍ପତ୍ୟ ଜୀବନ ରେ ଶା-ରୀ-ରିକ ସ-ମ୍ପ-ର୍କ ର ଭୂମୀକା ବହୁ ଗୁରୁତ୍ୱ ପୂର୍ଣ୍ଣ ଶା-ରୀ-ରିକ ସ-ମ୍ପ-ର୍କ ଲାଇଫ୍ ରେ ବିସୁଙ୍ଖଳା ଘଟିଲେ ଘଟିଲେ ସମ୍ପର୍କ ରେ ଫାଟ ସୃଷ୍ଟି ହେବା ସହିତ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଯାଏ, ଏହା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ତେଣୁ ଶା-ରୀ-ରିକ ସ-ମ୍ପ-ର୍କ ଜୀବନ କିପରି ସୁନ୍ଦର ହେବ ଆସନ୍ତୁ ଜାଣିନେବା ।

ଶା-ରୀ-ରିକ ସ-ମ୍ପ-ର୍କ କୁ ସନ୍ଦର କରିବା ପାଇଁ ଆପଣ ପ୍ରଥମେ ନିଜ ସାଥିଙ୍କ ସହ ଉତ୍ତମ ବୁଝାମଣା ରଖ୍ୟା କରିବା ଏକାନ୍ତ ଆବସ୍ୟକ, ଯଦି ଶା-ରୀ-ରିକ ସ-ମ୍ପ-ର୍କ ଲାଇଫ୍ ରେ କିଛି ଅସୁବିଧା ହେଉଛି ସାଥିଙ୍କ ପାଖରେ କିଛି କଥା ଲାଜରେ ଗପନିୟ ନ ରଖିବା ଭଲ ଏବଂ ସାଥିଙ୍କ ମନରେ ତିକ୍ତତା ଆସିଲେ ଏହା ସେ-କ୍ସ ଲାଇଫ୍ ରେ ଫାଟ ସୃଷ୍ଟି କରେ ତେଣୁ କଳି ଝଗଡା ରୁ ଦୂରେଇ ରହି ଉତ୍ତମ ବୁଝାମଣା ରେ ସମ୍ପର୍କ କୁ ନିବିଡ କରନ୍ତୁ ।

ଶା-ରୀ-ରିକ ସ-ମ୍ପ-ର୍କ ଲାଇଫ୍ ରେ ଯଦି କିଛି ସମସ୍ୟା ରହିଛି ତେବେ ଉଭୟ ଦମ୍ପତୀ କେହି କାହାକୁ ଦୋଶ ନଦେଇ ଏହାର ସମାଧାନ ର ରାସ୍ତା ଖୋଜିବା ଦରକାର, ସର୍ବଦା ନାକାରତ୍ମକ ଚିନ୍ତା ରୁ ଦୂରେଇ ରୁହନ୍ତୁ । ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ହେଲେ ବିଶ୍ୱାସ ଏକ ମୂଳ ମନ୍ତ୍ର ଯୈ-ନ ସ-ମ୍ପର୍କ ରେ ଯଦି କିଛି ଅସୁବିଧା ହେଉଛି ତେବେ ସାଥିଙ୍କୁ କେବେ ମିଛ କହିବା ଉଚିତ୍ ନୁହେଁ ତେଣୁ ସମ୍ପର୍କ କୁ ନିବିଡ କରିବା କୁ ହେଲେ ବିଶ୍ୱା କରିବା ଜରୁରୀ ।

loves

ଶା-ରୀ-ରିକ ସ-ମ୍ପ-ର୍କ ବଷୟ ରେ ଅଧିକ ଜାଣିବା ପାଇଁ ପ୍ରଥମେ ନିଜେ ଶିକ୍ଷିତ ହେବା ଦରକାର ଶା-ରୀ-ରିକ ସ-ମ୍ପ-ର୍କ ଲାଇଫ୍ ବିଷୟ ରେ ଯଦି କିଛି ସମସ୍ୟା ଉପୁଜୁଛି ତେବେ ଆପଣ ଇଣ୍ଟର୍ନେଟ ରୁ ମଧ୍ୟ ସେ ବିଷୟ ରେ ବିଶେଷ ତଥ୍ୟ ଜାଣି ପାରିବେ । ତେବେ ବନ୍ଧୁଗଣ ଜାଣିଲେ ତ ଦାମ୍ପତ୍ୟ ଜୀବନ ରେ ଶା-ରୀ-ରିକ ସ-ମ୍ପ-ର୍କ ର ଭୂମୀକା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *