ଯେଉଁ ସ୍ତ୍ରୀ ସର୍ବଦା ସ୍ଵାମୀର ନିନ୍ଦା କରିଥାଏ ମୃ-ତ୍ୟୁ ପରେ ତାହାକୁ କେଉଁ ଦଣ୍ଡ ମିଳିଥାଏ ? ଏହା ସହିତ ପଢନ୍ତୁ ଆଜିର 14 ଟି Anuchinta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ପ୍ରତ୍ୟୋକ ମଣିଷର କାମରେ ଆସେ । ଯାହା ଜୀବନରେ ବହୁତ ସଫଳତା ଆଣିବାର ସୂଚନା ଦେଇଥାଏ । ଏହି ସବୁ ଅନୁଚିନ୍ତା ଗୁଡିକ ମାନବ ସମାଜରେ ହିତରେ ହିଁ ଆସିଥାଏ । ତେବେ ଆସନ୍ତୁ ଜାଣିନେବା କିଛି ବିଶେଷ ଅନୁଚିନ୍ତା ବିଷୟରେ।

1. ଯେଉଁ ପୁରୁଷ ବିବାହ ପରେ କୁଳଧର୍ମ ରକ୍ଷା କରି କାର୍ଯ୍ୟକରି ଥାଏ ତା ପ୍ରତି ସମସ୍ତଙ୍କ ଆଶୀର୍ବାଦ ରହେ । ପୂର୍ବ ପୁରୁଷ ତାକୁ ଆଶୀର୍ବାଦ କର ଥାନ୍ତି ସର୍ବଦେବାଦେବୀ ଅଭୟ ବର ପ୍ରଦାନ କରଥାନ୍ତି ।

2. ଯେଉଁ ଲୋକ ନିଜ ସ୍ତ୍ରୀ ଏବଂ ପର ସ୍ତ୍ରୀ ପ୍ରତି ସର୍ବଦା ଅତ୍ୟାଚାର କରେ ତା’ର ପୁରୁଷତ୍ଵ ନଷ୍ଟ ହୁଏ ।

3. ଯେଉଁ ପୁରୁଷ ବାରମ୍ବାର ସ୍ତ୍ରୀ ସାଙ୍ଗ କରେ ତାହାର ଓଜନ ଏବଂ ବଳ କ୍ଷୟ ହୁଏ ।

jitu

4. ଯେଉଁ ପୁରୁଷ ବିନା କାରଣରେ ସନ୍ତାନକୁ ଏବଂ ପତ୍ନୀ କୁ ହଇରାଣ କରେ ସେ ଜନ୍ମ ଜନ୍ମାନ୍ତର ରେ ନପୁଂସକ ହୋଇ ଜନ୍ମ ହୁଏ ।

5. ଯେଉଁ ଲୋକର ସ୍ତ୍ରୀ ଥାଇ ପର ସ୍ତ୍ରୀ ସହ ରମଣ କରେ, ସେହି ବ୍ୟକ୍ତି ର ସ୍ତ୍ରୀ ଦୁଶ୍ଚରିତା ଓ ଚରିତ୍ରହୀନା ହୋଇଥାନ୍ତି ।

6. ଯେଉଁ ପୁରୁଷ ଅନ୍ୟଠାରେ ନିଜ ପତ୍ନୀର ନିନ୍ଦାକରେ ସେ ଅର୍ଥହାନୀ ହୋଇ ନାନାବିଧ କଷ୍ଟ ପାଏ ।

7. ନାରୀ ଯଦି ଗୃହ କଥାକୁ ବା ଭଲ ମନ୍ଦ କୁ ବାହାରେ ପ୍ରକାଶ କରେ ତେବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଏ ଏବଂ ପରିବାରରେ ଅଶାନ୍ତି ଲାଗି ରହେ ।

8 ଯେଉଁ ପୁରୁଷ ନାରୀ ବା କନ୍ୟା ଦେଖିଲେ ମଧୁର କଥା କହି ତା’ ପାଖେ ରହିବାକୁ ବ ଆଳାପ କରିବାକୁ ଚାହେଁ ତା’ର ନାନାବିଧ ଅନିଷ୍ଟ ଘଟେ, ମୃ-ତ୍ୟୁ ପରେ ମାଇଚିଆ ହୋଇ ଜନ୍ମ ହୁଏ ।

jitu das

9. ଯେଉଁ ନାରୀ ଅନ୍ୟର ସନ୍ତାନଙ୍କୁ ପର ବୋଲି ଭାବି ଅନିଷ୍ଟ କରିଥାଏ, ସେହି ସ୍ତ୍ରୀ ର ନିଜ ସନ୍ତାନ ର ସର୍ବଦା କ୍ଷତି ହୋଇଥାଏ ।

10. ଯେଉଁ ନାରୀ ବିନା କାରଣରେ ଶିଶୁକୁ ମାରେ ସେ ନାରୀ ଅଭାଗିନୀ ହୁଏ ଓ ସେମାନଙ୍କ ଘରେ ଦାରିଦ୍ରତା ବୃଦ୍ଧି ହୋଇଥାଏ ।

11. ଋତୁସ୍ରାବ ର ପଞ୍ଚମ, ସପ୍ତମ, ନବମ, ଏକାଦଶ ଦିବସରେ ନାରୀ ଗର୍ଭବତୀ ହେଲେ କନ୍ୟା ସନ୍ତାନ ଜାତ ହୁଏ ।

12. ଯେଉଁ ପତ୍ନୀ ସ୍ଵାମୀକୁ କଟୁ କଥା କହେ ଏବଂ ଅନ୍ୟ ପୁରୁଷ ଦେଖିଲେ ଖୁସି ହୁଏ ତା’ ପରିବାର ସର୍ବଦା ଅଶାନ୍ତିରେ କଟେ, ବଯସର ଶେଷ ସମୟରେ ଯନ୍ତ୍ରଣା ଭୋଗ କରେ, ଶରୀରରୁ ଦୁର୍ଗନ୍ଧ ବାହାରେ ।

13. ଯେଉଁ ପତ୍ନୀ ସ୍ଵାମୀର ସର୍ବଦା ନିନ୍ଦା କରେ ତେବେ ସେହି ସ୍ତ୍ରୀ କୁ ନର୍କବାସ ଦଣ୍ଡ ମିଳିଥାଏ ।

14. ଯେଉଁ ପତ୍ନୀ ସ୍ଵାମୀ ଙ୍କୁ ଦେବତା ପରି ମାନ୍ୟ କରେ ତେବେ ସେହି ସ୍ତ୍ରୀ ର ବଂଶ ଓ ପରିବାରକୁ ସର୍ବଦେବତା ସହାୟ ହୁଅନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *