ପ୍ରଥମ ଋତୁଶ୍ରାବ କେଉଁ ଦିନ ହେଲେ କଣ ହୋଇଥାଏ ? ଜାଣନ୍ତୁ ଶୁଭ ଓ ଅଶୁଭ ଫଳ ।

priad

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ଗୋଟିଏ ନାରୀ ର ପ୍ରଥମ ରଜସ୍ଵଳା ହୁଏ । ସେତେବେଳେ କେଉଁ ଗ୍ରହ ନକ୍ଷେତ୍ର ଚାଲିଥାଏ । କେଉଁ ବାର ଚାଲିଥାଏ କେତେ ସମୟ ଚାଲିଥାଏ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟ ରେ ଜଣେଇବୁ । ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପେ ଜାଣି ନେବା । ସାଧାରଣତଃ ଗୋଟିଏ ଝିଅ 8 ବର୍ଷ ପର୍ଯ୍ୟନ୍ତ ଗୈରୀ ଅବସ୍ଥାରେ ରହିଥାଏ । 9 ବର୍ଷରେ ରୋହିଣୀ , 10 ବର୍ଷା ରେ ବାଳା ଏବଂ 11 ବର୍ଷ ରେ ଉଦ୍ଧ ରଜସ୍ୱଳା ହୋଇଥାନ୍ତି । ଅଥବା ରଜବତୀ ହୋଇଥାନ୍ତି ।

ଯେତେ ବେଳେ ଗୋଟେ ନାରୀ ର ପ୍ରଥମ ଥର ରଜସ୍ୱଳା ହୋଇଥାଏ । ସେ ଦିନର ସମୟ ତିଥି ଆଦି କୁ ବିଚାର କୁ ନେଇ ଗଣା କରାଜାଇ ଥାଏ । ତା ଜିବନ ରେ କେମିତି ସବୁ ଶୁଭାଶୁଭ କେମିତି ରହିବ ମାଘ, ମାର୍ଗଶୀର, ଆଶ୍ୱିନ, ଜୈଷ୍ଠ ଓ ଶ୍ରାବଣ ଏହି ମାସ ମାନଙ୍କର ଶୁକ୍ଳପକ୍ଷରେ ଶୁଭବାର ରେ ପ୍ରଥମ ରଜସ୍ୱଳା ହେଲେ ଉକ୍ତ କନ୍ୟା ପାଇଁ ବହୁତ ଶୁଭ ଦାୟକ ହୋଇଥାଏ । ପ୍ରାତ ସମୟ ଏବଂ ସଂନ୍ଧ୍ୟା ସମୟ ରେ ପ୍ରଥମ ରଜ ଦର୍ଶନ ହେଲେ ତାହା ମଧ୍ୟ ଶୁଭ ହୋଇଥାଏ ।

priod

ପ୍ରାତଃ ସମୟ ଓ ସ୍ଵାୟଂ ସମୟ କୁ ଛାଡିଦେଲେ ଅନ୍ୟ ଯେଉଁ ସମୟରେ ପ୍ରଥମ ରଜଦର୍ଶନ ହେଲେ ଉକ୍ତ ବାଳିକା କିମ୍ବା କନ୍ୟା ପାଇଁ ଅଶୁଭ ଘଟିଥାଏ । ଯଦି ଗୁଚର ରେ ଶ୍ରବଣା , ଧନିଷ୍ଟା , ମୃଗଶୀରା , ରେବତୀ , ଅଶ୍ୱନୀ , ପୁଷ୍ୟା , ଉତ୍ତରା ଫାଲଗୁନୀ , ଉତ୍ତରା ଭାଦ୍ରପଦା ଓ ସ୍ଵାତୀ ଆଦି ଏହି ନକ୍ଷତ୍ର ଯଦି ଗୁଚରାରେ ଚଳନ କରୁଥାନ୍ତି । ତେବେ ସେହି ସମୟରେ କନ୍ୟା ରଜବତୀ ହେଲେ ତାହା କନ୍ୟା ପାଇଁ ବହୁତ ଶୁଭକାରକ ହୋଇଥାଏ ।

ଏହି ସବୁ ନକ୍ଷତ୍ର ଛଡା ଅନ୍ୟ ନକ୍ଷତ୍ର ସଂଚାର ସମୟରେ ଯଦି କନ୍ୟା ରଜବତୀ ହୁଏ ତେବେ ସେହି କନ୍ୟାର ଜୀବନରେ ଅନେକ ଦୁଃଖ କଷ୍ଟ ଆସିଥାଏ । ଯେମିତିକି ସନ୍ତାନ ଦୁଃଖ, ସ୍ୱାମୀ ଦୁଃଖ, ଶାଶୁ ଘର ଦୁଃଖ ଏହି ଭଳି ଦୁଃଖ ତା ଜୀବନରେ ଭରପୁର ମାତ୍ରାରେ ରହିଥାଏ । ଯଦି କୈଣସି ନାରୀ ନୂଆ ଧଳା ବସ୍ତ୍ର ପିନ୍ଧିଥିବା ସମୟରେ ରଜସ୍ଵଳା ହୁଏ ତେବେ ଏହା ତା ପାଇଁ ଅତ୍ୟନ୍ତ ଶୁଭଫଳ ଆଣିଥାଏ । ଯଦି କୌଣସି ନାରୀ ଶୋଇଥିବା ସମୟରେ କିମ୍ବା ବସିଥିବା ସମୟରେ ପ୍ରଥମ ରଜସ୍ଵଳା ହୁଏ ତେବେ ମଧ୍ୟ ତା ପାଇଁ ବହୁତ ଶୁଭ ଦାୟକ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *