ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁଦିନ ଆପଣ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଶ୍ଚିତ ଭାବରେ ଅନେକ ଭାଇରାଲ ଭିଡିଓ ଦେଖିବା ପାଇଁ ପାଉଥିବେ। ସେଥିମଧ୍ୟରୁ ଏମିତି କିଛି ଭିଡିଓ ରହିଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକିଏ ଅଲଗା ପ୍ରକାରର ହୋଇଥାଏ। ପ୍ରତିଦିନ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାହାକୁ ବିଶ୍ୱାସ ମଧ୍ୟ କରିଥାଉ। ଆଜି ଆମେ ଆପଣଙ୍କୁ ଜଣେଇବୁ ଏକ ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିଦେବ।
ଆଜିର ଏହି ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ଦେଖିବା ପାଇଁ ମିଳେ। କିଛି ଘଟଣା ହଠାତ୍ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ଯାଉ ଏବଂ ତାହା ବିଶ୍ୱାସ କରି ନଥାଉ ।ଏବେ ସମସ୍ତ ଯୁବପିଢି ମାନେ ସୋସିଆଲ ମିଡ଼ିଆ ସହିତ ଭଲ ଭାବେ ଯୋଡ଼ିତ। ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଘଟଣା ଦେଖିଥାଉ। କେତେବେଳେ ଜୀବଜନ୍ତୁ ମାନଙ୍କ ବିଷୟରେ ତ ଆଉ କେତେବେଳେ ପଶୁ ପକ୍ଷୀ ମାନଙ୍କ ବିଷୟରେ।
ସେମିତିରେ ବର୍ତମାନ ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ଆମେ ଆପଣଙ୍କୁ ଜଣେଇବୁ। ସୋସିଆଲ ମିଡିଆରେ ବେଳେବେଳେ ଏପରି ଫଟୋ ଏବଂ ଭିଡିଓ ଆସେ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗିଥାଏ। ତେବେ ଆପଣ ମାନେ ତ ପଶୁ ପକ୍ଷୀ ଙ୍କୁ ନିଶ୍ଚିତ ଭଲ ପାଉଥିବେ। ବହୁତ ଲୋକମାନେ ଘରେ ପଶୁ ପକ୍ଷୀ ଙ୍କୁ ପୋଷା ମନାଇ ରଖିଥାନ୍ତି। ପୋଷା ଜୀବ ମାନେ ଆମ କଥାକୁ ବୁଝି ପାରନ୍ତି। ଅନେକ ଲୋକ କୁକୁର ,ବିଲେଇ ମଧ୍ୟ ରଖିଥାନ୍ତି। ସେହିପରି ଜଣେ ବ୍ୟକ୍ତି ତାଙ୍କ ଘରେ ଶୁଆ ପାଳିଛନ୍ତି।
ଶୁଆଟି ଦେଖିବାକୁ ବହୁତ ସୁନ୍ଦର ଅଟେ । ଶୁଆ ମଧ୍ୟ ତାଙ୍କର ସବୁ କଥା ମାନେ। ହେଲେ ଏକ ଆଶ୍ଚର୍ଯ୍ୟକର ଭିଡିଓ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ। ଜାହା ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଶୁଆକୁ ବ୍ୟକ୍ତି ଜଣକ ପଚାରୁଛନ୍ତି କେଉଁ ଗୀତ ରେ ନାଚିବୁ ମିଠୁ ଅମିତାଭ ବଚ୍ଚନ ଙ୍କ ଗୀତରେ ତେବେ ମିଠୁ ହଁ ବୋଲି କହୁଛି।
ଏହାପରେ ବ୍ୟକ୍ତି ଜଣକ ଅମିତାଭ ବଚ୍ଚନ ଙ୍କ ଗୀତ ରଙ୍ଗ ବର୍ଷେ ଭିଗେ ଚୁନେର୍ ୱାଲି ବଜାଇବା ମାତ୍ରକେ ମିଠୁ ନାଚିବାକୁ ଆରମ୍ଭ କରୁଛି । ଆଉ ମିଠୁକୁ ଦେଖିଲେ ଏମିତି ଲାଗୁଛି କି ସେ ପକ୍ଷୀ ନୁହେଁ ବରଂ କଥା କହୁଥିବା ଜଣେ ମଣିଷ ଅଟେ। ସେ ବହୁତ ସୁନ୍ଦର ଭାବେ ମିଠୁ ମିଠୁ କହି ବ୍ୟକ୍ତି ଜଣଙ୍କୁ ଡାକୁଅଛି ଏବଂ ଡ୍ୟାନ୍ସ ମଧ୍ୟ କରୁଛି। ତେବେ ଏହି ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।