ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମଗ୍ର ବିଶ୍ୱର ଜନ ସଂଖ୍ୟାର ପ୍ରାୟ ଗୋଟିଏ ପ୍ରତିଶତ ଭାରତ ଅଟେ । 2020 ଅନୁସାରେ ଭାରତରେ ସଡକ ଦୁର୍ଘଟଣା ପାଇଁ ହାରାହାରି 1 ଲକ୍ଷ 51 ହଜାର ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ଅବଶ୍ୟ ଏହା ବିଶ୍ୱର ସଡକ ଦୁର୍ଘଟଣା ର ପ୍ରାୟ ଶୁନ ପ୍ରତିଶତ ଅଟେ । ଦେଶରେ ପ୍ରତିଦିନ କେଉଁଠି ନା କେଉଁଠି ସଡକ ଗୁର୍ଘଟଣା ଲୋକେ ମୃତ୍ୟୁବରଣ କରୁଛନ୍ତି । ତେବେ ଏପରି ଭାବେ ସଡକ ଦୁର୍ଘଟଣା ହେବାର ମୁଖ୍ୟ କାରଣ ହେଉଛି ଲୋକମାନେ ବେପାରୁଆ ଭାବରେ ଗଡି ଚଳେଇବା ।
ସେହିଥି ପାଇଁ ପ୍ରତିବର୍ଷ ସଡକ ଦୁର୍ଘଟଣା କୁ ରୋକିବା ପାଇଁ ଓ ସଡକ ଦୁର୍ଘଟଣା ରେ ମୃତ୍ୟୁହାରକୁ କମେଇବା ପାଇଁ ସରକାର ବିଭିନ୍ନ ପ୍ରାକାର ନିୟମ କରିଛନ୍ତି । ଯେପରି ଦୃତ ଗତିରେ ଗାଡି ଚଳାଇବା ଦୁଇ ରୁ ଅଧିକ ଜଣ ଗାଡିରେ ବସିବା । ହେଲମେଣ୍ଟ ନ ପିନ୍ଧିବା ଭଳି ସମସ୍ୟା କୁ ଦୃଷ୍ଟିରେ ରଖି ସରକାର ଫାଇନ୍ ବ୍ୟବସ୍ଥା କରିଛନ୍ତି । ତେବେ ସରକାର ଙ୍କ ଏହି ନିୟମ କରିବା ପରେ ବି ଲୋକମାନେ ଏହାକୁ ନ ମାନି ଦୁର୍ଘଟଣା ର ଶୀକାର ହୋଇ ପ୍ରତିଦିନ ହଜାର ହଜାର ଲୋକମାନେ ମୃତ୍ୟୁବରଣ କରୁଛନ୍ତି ।
ତେବେ ଆଜି ଆମେ ଏହିଭଳି ଏକ ଦୁର୍ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଲୋକ ରାସ୍ତା ଫାଙ୍କା ଥିବାର ଦେଖି ସ୍କୁଟି ଚଳାଇ ରାସ୍ତା ପାର ହେଉଥିଲା । କିନ୍ତୁ ସେ ଆଗକୁ ଦେଖିନଥିଲା । ଆଉ ଜଣେ ବ୍ୟକ୍ତି ବାଇକ୍ ଚଳାଇ ଦୃତ ବେଗରେ ଆଗରେ ଆସୁଥିଲା । ହେଲେ ତାଙ୍କ ସାମ୍ନା ରେ ସ୍କୁଟି ଥିବା ଦେଖି ହଠାତ୍ ତାକୁ ବଞ୍ଚାଇବା ପାଇଁ ସେ ରାସ୍ତାର ଆରପଟେ ଥିବା ଏକ ବାରଣ୍ଡାରେ ପିଟି ହୋଇଗଲା । ସେ କିଛି ଦୂରରେ ପଡିଲା ।
ତାଙ୍କ ବାଇକ୍ ରାସ୍ତା ମଝିରେ ପଡିଗଲା ଏବଂ ଆଗରେ ଆସୁଥିବା ଆଉ ଜଣେ ଲୋକ ସେହି ବାଇକରେ ପିଟି ହେଇ ଅଳ୍ପକେ ବଞ୍ଚିଗଲେ । ତେବେ ଦୋକାନ ବାରଣ୍ଡାରେ ପିଟି ହୋଇ ପ୍ରାୟ 15 ଫୁଟ ଦୂରରେ ପଡିଥିଲା ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ଯିଏ ରାସ୍ତା ପାର ହେଉଥିଲା ତାଙ୍କର ଜୀବନ ବଞ୍ଚିଗଲା ।
ଯାହା ପାଇଁ ଦୁର୍ଘଟଣା ହେଲା ଅର୍ଥାତ ସ୍କୁଟି ବାଲାର ଜୀବନ ବଞ୍ଚିଗଲା ହେଲେ ବାଇକ ବାଲାର ଗାଡି ଦୃତ ଗତିରେ ଥିବା ହେତୁ ତାଙ୍କର ଜୀବନ ଚାଲିଗଲା । ତେଣୁ ଗାଡି ଚଳାଇବା ସମୟରେ ନିୟମ ମାନନ୍ତୁ । ହେଲମେଣ୍ଟ ମଧ୍ୟ ପିନ୍ଧନ୍ତୁ । ଧୀରେ ଧୀରେ ଗାଡି ଚଳାନ୍ତୁ । ଏହା ଦ୍ୱାରା ନିଜେ ନିଜର ଜୀବନ ବଞ୍ଚାଇବା ସହ ଅନ୍ୟର ଜୀବନ ମଧ୍ୟ ବଞ୍ଚାଇ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।