ପ୍ରତାରିତ ପ୍ରେମିକର ପ୍ରତାରଣାର ଶୀକାର ହେଲେ ପ୍ରେମିକା ଦେଖନ୍ତୁ ଭାଇରାଲ Video ।

video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମ ଓ ପ୍ରତାରଣାକୁ ନେଇ ବହୁତ ଖବର ଆପଣ ଅନେକ ସମୟରେ ଦେଖିବା ପାଇଁ ପାଉଥିବେ। ଆଜିର ଦୁନିଆରେ ଏମିତି ବହୁତ ଖବର ସାମ୍ନାକୁ ଆସୁଛି। ତେବେ ପୂର୍ବ ସମୟରେ ଯେମିତି ପ୍ରେମ ରହିଥିଲା ସେହିପରି ପ୍ରେମ ଏବେ ଆଉ ଦେଖିବାକୁ ମିଳୁନାହିଁ । ବହୁତ ସମୟରେ ପ୍ରେମର ମାନେ ଏବେ ପରିବର୍ତ୍ତନ ହେବାକୁ ଲାଗିଲାଣି। କୁହା ଯାଏ ପ୍ରେମ ହେଉଛି ଶାଶ୍ଵତ, ଚିରନ୍ତନ ଏବଂ ପବିତ୍ର ସଂପର୍କ ଅଟେ। ପ୍ରେମ ଏକ ଏମିତି ଜିନିଷ ଯାହା ସମାଜର କଟକଣା କି କୌଣସି ବାଧା ବିଘ୍ନ ମାନେନା । ନିଜର ମନର ମଣିଷକୁ ପାଇବା ଲାଗି ଜଣେ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯାଏ।

ପ୍ରେମର ବାସ୍ତବ ପରିଭାଷା କୁ ଯିଏ ବୁଝିଛି ସେ କୌଣସି ବି ପ୍ରତିବନ୍ଧକ କୁ ସମସ୍ୟା ବୋଲି ଭାବି ନଥାଏ। ତା ପାଖରେ ଥାଏ କେବଳ ଗୋଟିଏ ହିଁ ଲକ୍ଷ୍ୟ କେମିତି ବି ହେଉ ସେ ତାର ମନର ମଣିଷ ଏବଂ ଜୀବନ ସାଥିର ହାତ ଧରିବ। ଆଉ ଏମିତି ରେ ପ୍ରେମ ଆଗରେ ସବୁ ବାଧାବିଘ୍ନ ବି କୁଆଡେ ହାର ମାନିଯାଏ। ତେଣୁ ପ୍ରେମ ଗୋଟିଏ ଅଦୃଶ୍ୟ ଶକ୍ତି ରହିଛି। ପ୍ରେମ ଯାହା ଚିରନ୍ତନ ଅଟେ। ଯେଉଁଠି ନିଜର ପ୍ରେମକୁ ନିଜର କରିବା ପାଇଁ ପ୍ରେମିକ ପ୍ରେମିକା ମାନେ କିଛି ବି କରିବାକୁ ପଛାଉ ନାହାଁନ୍ତି।

Boyfriend

ନିଜର ପ୍ରେମକୁ ଦୂରରେ ରଖିବା ପାଇଁ ଇଚ୍ଛା ହୁଏ ନାହିଁ। ପ୍ରେମ କରୁଥିବା ଲୋକ ମାନଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ନିବିଡତା ରହିଥାଏ। ହେଲେ ଏବେ ଅନେକ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ଆଜିର ଯୁବପିଢି ଙ୍କ କ୍ଷେତ୍ରରେ। ସବୁଆଡ଼େ କେବଳ ଛଳନା ଏବଂ ପ୍ରତାରଣା ରହିଛି। ସେହିପରି ଏକ ଛଳନା ଏବଂ ପ୍ରତାରଣାର ଖବର ବର୍ତମାନ ସାମ୍ନାକୁ ଆସିଛି। ଯେଉଁଠି ଜଣେ ପ୍ରେମିକ ତାଙ୍କ ପ୍ରେମିକା ଙ୍କୁ ଧୋକା ଦେଇଛନ୍ତି।

ତେବେ ସେ ପ୍ରଥମେ କନ୍ଦି କରି ଆକଟିଂ କରି ଝିଅକୁ ପଟାଇବା ପରେ ତାଙ୍କ ସହିତ ଖରାପ ସଂ-ପ-ର୍କ ରଖିଥିଲେ ପରେ ସବୁକିଛି ବଦଳି ଯାଇଥିଲା। ଆଉ ଶେଷରେ ପ୍ରେମିକ ଜଣଙ୍କ ପ୍ରେମିକା କୁ ମାରି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ ପ୍ରେମିକା ଜଣଙ୍କ ଅଭିଯୋଗ କରିଛନ୍ତି ଯେ କୌଣସି ମତେ ସେଠାରୁ ସେ ଖସି ଆସି ଗୋପାଳପୁର ଥାନାରେ ଏହି ସଂପର୍କରେ ଅଭିଯୋଗ କରିଥିଲେ।

ତେବେ ଏ ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲାର ଗୋଗୁଆ ଗ୍ରାମର। ଉଭୟ ଯୁବକ ଏବଂ ଯୁବତୀ ହେଉଛନ୍ତି ଏହି ଗ୍ରାମର। ପ୍ରଥମେ ପ୍ରେମିକା କୁ ଅଭିନୟ କରି ପଟାଇ ଏହି ଯୁବକ ଜଣଙ୍କ ଶେଷରେ ତାଙ୍କୁ ପ୍ରତାରିତ କରିଛନ୍ତି। ତେବେ ଥାନା ଅଧିକାରୀ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଠକାମୀ ର ଶିକାର ହେଇଥିବା ଯୁବତୀ ଜଣଙ୍କ ପ୍ରତି ପୋଲିସ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବା ବାକି ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *