ଉଲଗ୍ନ ହୋଇ ଭିଣେଇକୁ କରୁଥିଲେ ଭିଡିଓ କଲ୍, ଦେଖିଦେଲା ସ୍ଵାମୀ , ରାଗ ରଖିଥିଲା ସ୍ତ୍ରୀ ଲୋକ ଲଗେଇ ସ୍ୱାମୀଙ୍କୁ ପିଟିଲା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମିଳିଲା CCTV ଫୁଟେଜ ନବ ବିବାହିତା ସ୍ତ୍ରୀ କେମିତି ଘରୁ ବାହାରି ଜାଉ ଥିଲା ସେହି ଦୃଶ୍ୟ ଏବେ କୟେଦ ହୋଇଛି CCTV ରେ । ସୁନାନାକି ବୋହୁ ମନ୍ଦିର ଯିବ ବୋଲି କହି ଶସ୍ୱର ଙ୍କ ଠାରୁ ଅନୁମତି ଆଣିଥିଲା ଆଉ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର କୁ ପୁଅ ସହିତ ଜାଇ ଥିଲା । ହେଲେ ପୁଅ କୁ ମାଡ ମାରି ସେଇଠୁ ଫେରାର ଆଉ ସେହି CCTV ଫୁଟେଜ ହେଲା ସେହି ସମୟ ର ଯେତେ ବେଳେ ସେ ଘରୁ ମନ୍ଦିର କୁ ଜାଉ ଥିଲେ । ତେବେ ସୁନ୍ଦର ବୋହୁ ଦେଖି ଘରକୁ ଆଣିଥିଲେ ପରିବାର ଲୋକ ହେଲେ ଏହି ସୁନ୍ଦର ଚେହେରା ପଛରେ ଲୁଚି ରହିଥିଲା ସୈତାନ ମୁଣ୍ଡ ।

gi

ଭିଣେଇ କୁ ନ୍ୟୁଡ୍ ଭିଡ଼ିଓ କଲ କରୁଥିଲେ । ବିବାହର 24 ଘଣ୍ଟା ପୁରି ନାହିଁ ହେଲେ ରାତିରେ ଭିଣେଇ ସହିତ ଭିଡ଼ିଓ କଲ ରେ ମାତି ଥିଲେ । ଆଉ ଦେହ ରେ କୈଣସି ବସ୍ତ୍ର ଟିକେ ବି ନଥିଲା । ତେବେ ଦିନରେ ବିବାହ ସରିଲା ହେଲେ ରାତିରେ ନ୍ୟୁଡ୍ ଭିଡ଼ିଓ କଲ ଚାଲିଲା । ଏବଂ ହଠାତ ସ୍ୱାମୀ ର ନିଦ ଭାଙ୍ଗିଗଲା ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ କୁ ଏମିତି ଅବସ୍ଥା ରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସ୍ୱାମୀ ।

ଆଉ ବୋହୁ ର ନ୍ୟୁଡ ଶରୀର କୁ ଦେଖୁଥିଲେ ସେପଟେ ଭିଣେଇ ଏହି କାଣ୍ଡ ଦେଖି ଆବାକ ହୋଇଥିଲା ସ୍ୱାମୀ ରାଗି ଏହି ସବୁ କଣ ପଚାରିଲେ ? ହେଲେ ବୋହୁ ସେଠାରେ କ୍ଷେମା ମାଗିଥିଲେ ହେଲେ ପରେ ଏମିତି କାଣ୍ଡ ଘଟେଇଥିଲା ସ୍ତ୍ରୀ ।

ଦିନକ ପୂର୍ବରୁ ବିବାହ କରିଥିବା ସ୍ୱାମୀ ର ଅସଲ ରୂପ ଜାଣି ପାରିଥିଲା ସ୍ୱାମୀ ହେଲେ ସ୍ତ୍ରୀ ଯେତେବେଳେ କ୍ଷେମା ମାଗିଥିଲା ସେତେବେଳେ ସ୍ୱାମୀ ମଧ୍ୟ କ୍ଷେମା କରି ଦେଇ ଥିଲେ । ହେଲେ ବର୍ତମାନ ସବୁଠୁ ବଡ କଥା ହେଲା ସେହି ଭିଣେଇ କେମିତିକା ମଣିଷ ଏବଂ ତାଙ୍କ ସହିତ ଯୁବତୀ ଙ୍କର କେତେ ଗଭୀରତା ର ସଂ-ମ୍ପର୍କ ରହିଛି । ତାକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି ।

ତେବେ ଏଠାରେ ଭିଣେଇ କେତେ ରଙ୍ଗିଲା ଥିଲେ ଯେ ଶାଳୀ କୁ ବୋଧେ କହିଥିଲେ ବାହା ହେଲା ପରେ ସବୁ ଚାଲିବ ଆମ ଭିତରେ ଲୁଚି ଲୁଚି । ଆଉ ଯେତେ ବେଳେ ଧରା ପଡିଗଲା ସବୁକିଛି ସେତେ ବେଳେ ଯୋଜନା କରି କେମିତି ଘର ଛାଡି ଯିବେ ଯୋଜନା ହେଲା ଆଉ ମନ୍ଦିର ବାହାନା ରେ ଯୁବତୀ ଏମିତି ମାରିଥିଲେ ଫେରାର । ତେବେ ଦେଖିବାକୁ ବାକି ରହିଲା ଯୁବକ ଙ୍କୁ କେବେ ମିଳୁଛି ନ୍ୟାୟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *