social mediaରେ ନିଆଁ ପରି viral ହେଉଛି ଶିକ୍ଷକ ଓଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ

students

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଆସିଲା ବଡ ଖବର । ହରିୟାଣା ରାଜ୍ୟର ଏକ କୋଚିଂ ସେଣ୍ଟରରେ ଘଟିଛି ଏକ ଲଜ୍ୟାଜନକ ଘଟଣା । କୋଚିଂ ସେଣ୍ଟରରେ ଲଜ୍ୟାଜନକ ଘଟଣା ଘଟାଇଛନ୍ତି କୋଚିଂ ସେଣ୍ଟରରେ ପାଠ ପଢ଼ାଉଥିବା ଶିକ୍ଷକ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ନିଜ ଛାତ୍ରୀଙ୍କ ସହିତ ଏମିତି ଲଜ୍ୟାଜନକ କାମ କରୁଥିଲା ଟ୍ୟୁସନ ମାଷ୍ଟର ।

ହରିୟାଣା ରାଜ୍ୟର ଜିନ୍ଦରେ ଛାତ୍ରୀଙ୍କୁ ପାଠ ପଢ଼ାଉଥିବା ବେଳେ ଶିକ୍ଷକ ଜବରଦଦସ୍ତ ଦୁ-ଷ୍କର୍ମ ଭିଡିଓ ଦେଖାଉଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘୃଣ୍ୟ କାମ ପରେ ଶିକ୍ଷକ ଧମକ ଦେଉଥିଲେ କି ଛାତ୍ରୀମାନେ ଯଦି ଏହି ବିଷୟରେ କାହାକୁ କୁହନ୍ତି ତେବେ ତାଙ୍କ ବାପାଙ୍କୁ ଜୀବନରୁ ମାରିଦେବି । ମହିଳା ଥାନା ପୋଲିସ ଶିକ୍ଷକଙ୍କ ନାମରେ ମାମଲା ରୁଜୁ କରିଛି । ହେଲେ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ।

students

ଜିନ୍ଦର୍ ମହିଳା ଥାନାରେ ହୋଇଥିବା ଅଭିଯୋଗରେ ଛାତ୍ରୀ ଜଣକ କହିଛନ୍ତି କି ସେ ଶିବ ତରୁଣ ବାସିନ୍ଦା ଅଙ୍କୁର ଙ୍କ ଘରକୁ ଟ୍ୟୁସନ ପଢ଼ିବାକୁ ଯାଉଥିଲେ । ଘରେ ଟ୍ୟୁସନ ପଢ଼ାଉଥିବା ସମୟରେ ଅଙ୍କୁର ଜବରଦସ୍ତି ପ-ର୍ଣ୍ଣ ଭିଡିଓ ଦେଖାଉଥିବା କଥା ସେ କହିଛନ୍ତି । ଏହାପରେ ଅଙ୍କୁର ଏଭଳି ଘୃଣ୍ୟ କାମ ପରେ ଛାତ୍ରୀ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ।

ଆଉ ଏହାପରେ ଛାତ୍ରୀ ସେଠାକୁ ପଢ଼ିବାକୁ ଯିବାକୁ ବନ୍ଦ କରି ଦେଇଥିଲେ । ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଅଙ୍କୁର ତାଙ୍କ ପିତାଙ୍କୁ ଗାଡ଼ି ଆଗରେ ବାଇକ୍ ଲଗାଇ ହତ୍ୟା କରିବାର ଧମକ ଦେଇଥିଲେ । ମହିଳା ଥାନା ପୋଲିସ ପୀଡ଼ିତା ଙ୍କ ଅଭିଯୋଗ ଅନୁସାରେ ଅଙ୍କୁରଙ୍କ ଉପରେ ଧାରା 354 D, ଧାରା 354 A, 1, 2, 3, 506,34, ଏହି ମାମଲା ରୁଜୁ କରିଛନ୍ତି ପୋଲିସ । ଆଉ ଏବେ ଏହାର ତଦନ୍ତ କରୁଛନ୍ତି । ଏଭଳି ରାକ୍ଷସ ମାନଙ୍କୁ ଉଚିତ ଦଣ୍ଡ ଦେବା କଥା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *