ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମିତକା ଲୋକ ଏତେ ଛୋଟ ପ୍ରକୃତି କେମିତି ରଖୁଛନ୍ତି ମୁଁ ଜୀବନରେ ଦେଖିନି। ବହୁତ କେଶ ଦେଖିଛି ହେଲେ ତପସ୍ଵିନୀଙ୍କ ସହ ଯାହା ହେଉଛି ଏମିତି କେଶ ମୁଁ କେବେ ଦେଖିନି। ଟିଭି ଟିକିଏ ଦେଖି ପାରିବେ ନାହିଁ ତପସ୍ଵିନୀ। ହେମଦସ୍ତା ଟିକିଏ ବ୍ୟବହାର କରି ପାରିବେ ନାହିଁ ସେ ଫ୍ୟାନ ଲାଇଟ କିଛି କାମ ପଡିଲେ କାହାକୁ ଘର ଭିତରକୁ ଡାକି ପାରିବେ ନାହିଁ ସେ କେବଳ ସନ୍ଦେହ। ସେ ନିଜ ବାପା ମା ସହିତ ମଧ୍ୟ ଦେଖା କରି ପାରିବେ ନାହିଁ । ତପସ୍ଵିନୀ ଏମିତି କେତେ ବାନ୍ଧି ହୋଇ ଛଟ ପଟ ହୋଇ ରହିବେ ।
ସେ ଯେଉଁ ସ୍ୱାମୀ ପାଇଁ ତପସ୍ୟା କରି ଆସିଥିଲେ ସେ ସ୍ୱାମୀ ତ ପାଖରେ ନାହିଁ। ହେଲେ ତାଙ୍କ ଘରେ ଯେଉଁ ଯାହା ଟିକିଏ ମିଳୁଛି ସେଠି ସେ ଶାନ୍ତିରେ ଶୋଇ ପାରୁ ନାହାନ୍ତି। ଯାହାବି କଲେ କୁଆଡେ ଶବ୍ଦ ସୁଭୁଛି । ତପସ୍ଵିନୀ ଯିଏ କି ସାରା ରାଜ୍ୟରେ ଏଥି ପାଇଁ ଚର୍ଚ୍ଚିତ ଯେ ନିଜ ସ୍ୱାମୀକୁ ପାଇବା ପାଇଁ ଅହରହ ଚେଷ୍ଟା କରୁଛନ୍ତି। ସୁମିତଙ୍କ ଘର ଆଗରେ ଧାରଣା ଦେବା ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ଦୌଡିବା ହେଉ ସବୁ ଯାଗାରେ ଆଜି ତପସ୍ଵିନୀ ଯାଉଛନ୍ତି।
କାରଣ ତାଙ୍କୁ ଆବଶ୍ୟକ ଅଛି ସେହି ସ୍ୱାମୀ ଯେଉଁ ସ୍ୱାମୀ ପାଇଁ ସେ ସବୁକିଛି କରିବା ପାଇଁ ରାଜି ରହିଛନ୍ତି। ତଥାପି ଏହା ମଧ୍ୟରେ ତାଙ୍କୁ ଟିକିଏ ଶାନ୍ତି ମିଳୁନାହିଁ। ସୁମିତଙ୍କ ପାଖକୁ ଆସି ନାହାନ୍ତି ହେଲେ ତାଙ୍କ ଘରେ ଅଛନ୍ତି ତପସ୍ଵିନୀ। ତଥାପି ଶାଶୁ ଘର ଲୋକ ସବୁବେଳେ ଅଭିଯୋଗ କରୁଛନ୍ତି କି ତପସ୍ଵିନୀ ସବୁବେଳେ ଶବ୍ଦ କରୁଛି। ଏତେ ଛୋଟ ଛୋଟ ଶବ୍ଦ ପାଇଁ ଏମିତି ଅଭିଯୋଗ ଆଣିବା କେତେ ଯୁକ୍ତି ଯୁକ୍ତ ଆପଣ ଥରେ କୁହନ୍ତୁ।
କେମିତି ଜୀବନ ବଞ୍ଚିବେ ତପସ୍ଵିନୀ। ପାଖରେ ବି ନାହାନ୍ତି ସୁମିତ। ଏକୁଟିଆ ଏକୁଟିଆ ଲାଗୁଥିବ ଘର ଭିତରେ। ପରିବାର ଲୋକ ଦେଖା କରିବାକୁ ଆସିଲେ ବି ସନ୍ଦେହ। ଘରେ ଟିକିଏ ଅସୁବିଧା ହେଲେ କି କିଛି କାମ ଥିଲେ ବାହାରୁ ଲୋକଟିଏ କିଛି କାମ କରିବାକୁ ଆସିଲେ ସନ୍ଦେହ। ଏମିତିରେ କେମିତି ବଞ୍ଚିବେ ତପସ୍ଵିନୀ। ଯାହାକୁ ନେଇ ଆଜି ସମାଜସେବୀ ପ୍ରମିଳା ମାଉସୀ ମୁହଁ ଖୋଲିଥିଲେ।
ଏବଂ ଏହି କଥା କହିଛନ୍ତି କି ତପସ୍ଵିନୀଙ୍କ ଶାଶୁ ଘର ଲୋକ ଏଭଳି ହେବେ ସେ କେବେ ବିଶ୍ୱାସ କରି ପାରୁ ନାହାଁନ୍ତି। ଜୀବନରେ ଅନେକ କେଶ୍ ଲଢିଛନ୍ତି। ଅନେକ ଲୋକଙ୍କୁ ନ୍ୟାୟ ଦେଇଛନ୍ତି ହେଲେ ତପସ୍ଵିନୀଙ୍କ କେଶରେ କହିଲେ ଏମିତି ଲୋକ ମୁଁ କେବେବି ଦେଖିବାକୁ ମିଳି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।