ଯାତ୍ରା ହିରୋଇନ କାବେରୀi କହିଲେ ମୋତେ ଅଶ୍ଲୀଳ ନୃତ୍ୟ ପସନ୍ଦ… । କଣ କହୁ କହୁ କହିଦେଲେ ଦେଖନ୍ତୁ Video

Jatra heroine

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯାତ୍ରା ଦେଖିବା ପାଇଁ ବହୁତ ଦର୍ଶକ ମାନେ ଭଲ ପାଆନ୍ତି। ଯଲିଉଡ ଦୁନିଆର କିଛି ଏମିତି କଳାକାର ରହିଛନ୍ତି ଯେଉଁମାନେ ତାଙ୍କର ଅଭିନୟର ଭିନ୍ନ ଧରଣର ଅନ୍ଦାଜ ରେ ଅଗଣିତ ଦର୍ଶକ ଙ୍କ ପ୍ରିୟର କଳାକାର ହୋଇଛନ୍ତି। ଅଭିନୟ ଜଗତର କଳାକାର ମାନେ ସମୟ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଜାଆନ୍ତି ଏବଂ ସେମାନଙ୍କୁ ଆକର୍ଷିତ ମଧ୍ୟ କରିଥାନ୍ତି। ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର ମୁହୂର୍ତ୍ତ ସବୁକୁ ସେୟାର କରନ୍ତି।

ତେବେ ଅଭିନୟ ଜଗତର କଳାକାର ମାନଙ୍କର ଜୀବନଶୈଳୀ ସାଧାରଣ ଭାବେ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଙ୍କ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କୁ ମନେ ବି ପକାନ୍ତି। ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ବହୁତ ଦର୍ଶକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ ମୋହିତ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ୍ ପାଇଁ ଦର୍ଶକ ମାନଙ୍କୁ ଆକର୍ଷିତ କରିଥାନ୍ତି।

kaberi

ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ ମଧ୍ୟ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ଯାତ୍ରା ଜଗତର କଳାକାର ମାନଙ୍କ ପାଇଁ ଅନେକଙ୍କ ମନରେ ଏକ ଭିନ୍ନ ପ୍ରକାରର ଆଗ୍ରହ ରହିଥାଏ। ଯାତ୍ରା ଦୁନିଆର କିଛି ଏପରି କଳାକାର ରହିଛନ୍ତି ଯେଉଁମାନେ ଲୋକ ମାନଙ୍କ ମଧ୍ୟରେ ସେମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ଓ ବହୁତ ଲୋକପ୍ରିୟ ମଧ୍ୟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ କାବେରୀ ପାଢ଼ୀ ଅନ୍ୟତମ। ସେ ବହୁତ ଯାତ୍ରାରେ ତାଙ୍କର ଚମତ୍କାର ଅଭିନୟ ପାଇଁ ପରିଚିତ ଅଟନ୍ତି ।ସେ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ଅଭିନୟର ଗୋଟିଏ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ଏବେ ତାଙ୍କର ଗଣମାଧ୍ୟମ ସମ୍ମୁଖରେ ସେ ଦେଇଥିବା ଏକ ଇଣ୍ଟର୍ଭିୁ ର ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ସେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ମୋତେ ବି ଯାତ୍ରା ପାଣ୍ଡେଲରେ ଏପରି ଅଶ୍ଳୀଳ ନୃତ୍ୟ ପରିବେଷଣ ହେବା ମୋଟେ ପସନ୍ଦ ନୁହେଁ । ଏଥିପାଇଁ ଉଭୟ ମାଲିକ ଏବଂ ଅନୁଷ୍ଠାନ ର ଅନ୍ୟ ମାନଙ୍କ ସହ ଦର୍ଶକ ମାନଙ୍କ ମଧ୍ୟରେ ଗୋଟିଏ ସମନ୍ଵୟ ରହିବା ଆବଶ୍ୟକ। ଏହାକୁ ନେଇ ଏକ ସଠିକ୍ ବିଚାର ଏବଂ ଭାବନା ଆସିବା ଜରୁରୀ। ହେଲେ ଅନେକ ଦର୍ଶକ ଏପରି ନୃତ୍ୟକୁ ପସନ୍ଦ କରୁଥିବାରୁ ଏହା ପରିବେଷଣ ହେଉଛି। ତେଣୁ ଏହାକୁ ନେଇ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ରହୁଥିବା ଦେଖିବାକୁ ମିଳୁଥିବା ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *