ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ଧନୀ ହେବା ପାଇଁ ଦିନ ରାତି କଷ୍ଟ କରନ୍ତି । ହେଲେ ପରିଶ୍ରମ ସହ ବୁଦ୍ଧିର ଉପଯୋଗ କରିଲେ ଏହି ଦୁନିଆରେ ମଣିଷ ଧନୀ ହୋଇପାରିବ । କେତେଜଣ ନିଜ ଭଲ ଭାଗ୍ୟ ପାଇଁ ମଧ୍ୟ ଧନୀ ହୋଇଜାଆନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଶାର କିଛି ଟପ୍ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି । ତେବେ ଆସନ୍ତୁ ସେହି ସବୁ ବ୍ୟକ୍ତିଙ୍କ ବିଷୟ ରେ ଜାଣିନେବା ।
ଅଜିତ ଜୈନ: ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଶାର ଅଜିତ ଜୈନ । ତାଙ୍କର ମୋଟ ସମ୍ପତ୍ତି ହେଉଛି 14760 କୋଟି ଟଙ୍କା ହେଲେ ବର୍ତ୍ତମାନ ସେ ଆମେରିକାରେ ରହନ୍ତି । ସେ ବେର୍କସିର ହାଥାୱେ କମ୍ପାନୀର ଭାଇସ ଚେୟାର ମ୍ୟାନ ଅଟନ୍ତି ।
ରିତେଶ ଅଗ୍ରୱାଲ : ସେହି ପରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଓୟୋ କମ୍ପାନୀର ସିଇଓ ରିତେଶ ଅଗ୍ରୱାଲ । ରିତେଶଙ୍କ ଘର ହେଉଛି ବିଷମ କଟକ ରାୟଗଡାରେ । ତାଙ୍କ ମୋଟ ସମ୍ପତ୍ତି ହେଉଛି 8118 କୋଟି ଟଙ୍କା ।
ଶୁଭ୍ରକାନ୍ତ ପଣ୍ଡା: ଆମ ଲିଷ୍ଟର ତିନି ନମ୍ବରରେ ଅଛନ୍ତି imfa କମ୍ପାନୀର ସିଇଓ ଶୁଭ୍ରକାନ୍ତ ପଣ୍ଡା । ଶୁଭ୍ରକାନ୍ତଙ୍କ ମୋଟ ସମ୍ପତ୍ତି ହେଉଛି 553 କୋଟି ଟଙ୍କା ସେ ବୈଜନ୍ତି ପଣ୍ଡାଙ୍କ ଭାଇ ଅଟନ୍ତି ।
ମଧୁସୂଦନ ସାହୁ : ଆମ ଲିଷ୍ଟର ଚାରି ନମ୍ବରରେ ଅଛନ୍ତି MNC କମ୍ପାନୀର ସେୟାର ହୋଲ୍ଡର ମଧୁସୂଦନ ସାହୁ । ତାଙ୍କର ମୋଟ ସମ୍ପତ୍ତି ହେଉଛି 553 କୋଟି ଟଙ୍କା ।
ଦିଲ୍ଲୀପ ରାୟ: ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ରହିଛନ୍ତି ମେଫେୟାର ହୋଟେଲର ମାଲିକ ଦିଲ୍ଲୀପ ରାୟ । ସେ ପୂର୍ବତ୍ତମ ବିଜେପି କେନ୍ଦ୍ରୀୟ ମନ୍ତ୍ରୀ ରହିଥିଲେ । ତାଙ୍କର ମୋଟ ସମ୍ପତ୍ତି ହେଲା 443 କୋଟି ଟଙ୍କା ।
ପ୍ରଦୀପ୍ତ ମହାନ୍ତି: ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ରହିଛନ୍ତି SNM ଗ୍ରୁପର ପ୍ରେସିଡେନ୍ଟ ପ୍ରଦୀପ୍ତ ମହାନ୍ତି । ପ୍ରଦୀପ୍ତଙ୍କ ମୋଟ ସମ୍ପତ୍ତି ହେଲା 369 କୋଟି ଟଙ୍କା ।
ଇନ୍ଦ୍ରାଣୀ ପଟ୍ଟନାୟକ: ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଆଇରନ ଓ ମିନେରାଲ କମ୍ପାନୀ ଗୁଡିକର ମାଲିକିଆଣୀ ଇନ୍ଦ୍ରାଣୀ ପଟ୍ଟନାୟକ । ଇନ୍ଦ୍ରାଣୀ ନବୀନ ପଟ୍ଟନାୟକଙ୍କ ଭାଉଜ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି 333 କୋଟି ଟଙ୍କା ।
କମଲ ଜିତ ସିଂହ ଆଲୁୱାଲିଆ: ସେହିପରି ଅଷ୍ଟମ ସ୍ଥାନରେ ଅଛନ୍ତି ଓଡିଶାର ବିଶିଷ୍ଠ ଧନୀ ବ୍ୟକ୍ତି କମଲ ଜିତ ସିଂହ ଆଲୁୱାଲିଆ । କମଲ ଜିତଙ୍କ ମୋଟ ସମ୍ପତ୍ତି ହେଲା 310 କୋଟି ଟଙ୍କା ।
ବୈଜନ୍ତି ପଣ୍ଡା: ବନ୍ଧୁଗଣ ଆମ ଲିଷ୍ଟର ନବମ ସ୍ଥାନରେ ରହିଛନ୍ତି ରାଜନୈତିଜ୍ଞ୍ୟ ଓ imfa କମ୍ପାନୀର ଭାଇସ ଚେୟାରମ୍ୟାନ ବୈଜନ୍ତି ପଣ୍ଡା । ବୈଜନ୍ତିଙ୍କ ମୋଟ ସମ୍ପତ୍ତି ହେଉଛି 80 କୋଟି ଟଙ୍କା ।
ନବୀନ ପଟ୍ଟନାୟକ : ବନ୍ଧୁଗଣ ଆମ ଲିଷ୍ଟର ଦଶମ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ମୋଟ ସମ୍ପତ୍ତି ହେଉଛି 63 କୋଟି ଟଙ୍କା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।