ଚଳିତବର୍ଷ ଲାଗିବ 4 ଟି ଗ୍ରହଣ, ବୈଶାଖ ପୂର୍ଣ୍ଣିମାରେ ଲାଗିବ ପ୍ରଥମ ଚନ୍ଦ୍ରଗ୍ରହଣ ।

Lunar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତବର୍ଷ 4 ଗୋଟି ଗ୍ରହଣ ଲାଗିବ। ଏଥିରେ 2 ଟି ସୂର୍ଯ୍ୟଗ୍ରହଣ ଓ 2 ଗୋଟି ଚନ୍ଦ୍ର ଗ୍ରହଣ ରହିଛି। ପ୍ରଥମ ସୂର୍ଯ୍ୟଗ୍ରହଣ .30 ଏପ୍ରିଲକୁ ଲାଗି ସାରିଛି। ଯାହା ବହୁତ ଆଶିଂକ ରହିଥିଲା ଓ ଭାରତରେ ଦେଖିବାକୁ ମିଳିନଥିଲା। ଏବେ ଏହାପରେ ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣ ସବୁବେଳେ ପୂର୍ଣ୍ଣିମା ତିଥିରେ ଲାଗେ। ତେଣୁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ମାସ ପୂର୍ଣ୍ଣିମା ଦିନ ଲାଗିବ। ଯାହା 16 ମେଇରେ ପଡୁଛି।

ଚନ୍ଦ୍ରଗ୍ରହଣ ତିଥି ଓ ସମୟ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ 2022 ର ପ୍ରଥମ ଚନ୍ଦ୍ରଗ୍ରହଣ 16 ମେଇରେ ହେବ। ଚନ୍ଦ୍ରଗ୍ରହଣ ଭାରତ ସମୟ ଅନୁସାରେ 7.02 ମିନିଟରେ ଆରମ୍ଭ ହୋଇ ଦ୍ୱିପ୍ରହର 12.20 ରେ ଶେଷ ହେବ। ସେହିପରି 2022 ରେ ଦ୍ୱିତୀୟ ଚନ୍ଦ୍ରଗ୍ରହଣ 8 ନଭେମ୍ବରକୁ ଲାଗିବ। ଭାରତ ସମତେ ଅନ୍ୟ ଦେଶରେ ଦେଖିବାକୁ ମିଳିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବା କାରଣରୁ ସବୁକିଛି ବାରଣ କରାଯିବ। ଚନ୍ଦ୍ରଗ୍ରହଣ ଦିନ 1.32 ରୁ ଆରମ୍ଭ ହୋଇ ସଂନ୍ଧ୍ୟା 7.27 ମିନିଟ୍‌ରେ ସରିବ।

chandra

ଗ୍ରହଣ ସମୟରେ ସବୁ ନିୟମକୁ ପାଳନ କରିବା ଜରୁରୀ ବୋଲି କୁହାଯାଇଛି। ଚନ୍ଦ୍ରଗ୍ରହଣ ଲାଗିବାର ବେଳର 9 ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ଏହି ସମୟରେ ସୂତକ ଆରମ୍ଭ ହେବ। ସୂର୍ଯ୍ୟ ପରାଗ ହେଉ ଅଥବା ଚନ୍ଦ୍ର ଗ୍ରହଣ କିଛି ଜରୁରୀ ନିୟମ ରହିଛି ଯାହାକୁ ମାନିବା ଜରୁରୀ। ଯାହାକୁ ହିନ୍ଦୁ ଧର୍ମରେ ଓ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ମନାଯାଏ। ଏମିତିରେ ଏହି ନିୟମକୁ ମାନିବା ଉଚିତ। ଯାହାର ଖରାପ ପ୍ରଭାବ ପଡିବ ନାହିଁ। ଗ୍ରହଣ ଓ ପରାଗ ସମୟରେ କିଛି ଖାଇବା ଅନୁଚିତ।

ଏହାସହ ଖାଇବା ଜିନିଷରେ ତୁଳସୀ ପତ୍ରକୁ ପକାଇ ଦିଅନ୍ତୁ। ଏହି ସମୟରେ ସୂର୍ଯ୍ୟ ତଥା ଚନ୍ଦ୍ର ଦେବଙ୍କର ବୀଜ ମନ୍ତ୍ରକୁ ଆପଣ ଜପ କରିପାରିବେ। ଏହାର ଶୁଭ ପ୍ରଭାବ ପଡ଼ିବ।ଏହି ସମୟରେ ନକାରାତ୍ମକ ଶକ୍ତି ବଢିଯାଏ। ଏହାର ପ୍ରଭାବ ମନ ଉପରେ ପଡିଥାଏ। ଏମିତିରେ କିଛି ବି ନିଷ୍ପତ୍ତି ନିଅନ୍ତୁ ନାହିଁ।

chandra grahan

ବାଦ ବିବାଦରୁ ଦୂରେଇ ରୁହନ୍ତୁ। ବାହାରକୁ ବାହାରନ୍ତୁ ନାହିଁ। ମନ୍ଦିର ର ଦ୍ୱାର ବନ୍ଦ ରଖନ୍ତୁ। ଏସବୁ ଶେଷ ହେବା ପରେ ସ୍ନାନ କରନ୍ତୁ। ଗରିବକୁ ଦାନ କରନ୍ତୁ। ଗର୍ଭବତୀ ସ୍ତ୍ରୀ ମାନେ ଅଧିକ ଧ୍ୟାନ ରଖନ୍ତୁ। ଘର ବାହାରକୁ ଯାଆନ୍ତୁ ନାହିଁ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *