ଏହି ଉପାୟ ରେ ଆପଣ ପାଏ ପାରିବେ ଲାପଟପ୍,ଏଭଳି ଭାବେ ଆଜି ଆବେଦନ କରନ୍ତୁ Laptop କିଣିବାକୁ ଆର୍ଥିକ ସହାୟତା ଦେଉଛନ୍ତି ଓଡ଼ିଶା ସରକାର

laptop

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡିଆ ରେ ଅନେକ ଖବର ଭାଇରଲ ହେଉଛି । ତେବେ ଏବେ ଏହି ଭଳି ଖବର ଏକ ସାମ୍ନା କୁ ଆସିଛି । ବନ୍ଧୁଗଣ ଓଡିଶା ସରକାର ଙ୍କ ତରଫ ରୁ ଅନେକ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ସୁବିଧା ମିଳୁଛି । ସେହି ପରି ଓଡିଶା ସରକାର ଦ୍ୱାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଲାପଟପ ବଣ୍ଟନ ସେବା ଆରମ୍ଭ କରିଛନ୍ତି। ଏହି ସୁବିଧାରେ ଅନେକ ଛାତ୍ର ଛାତ୍ରୀ ଉପକୃତ ହୁଅନ୍ତି। ତେବେ ଏହାକୁ ନେଇ ନୂଆ ଖବର ସାମ୍ନା କୁ ଆସିଛି ।

ସରକାର ଙ୍କ ଏହି ଲାପଟପ ବଣ୍ଟନ ବ୍ୟବସ୍ଥା ର ଆବେଦନ ସମୟ ସୀମା ବୃଦ୍ଧି ହୋଇଛି । ଏବେ ଏହି ଆବେଦନ ସମୟ ସୀମା 31 ମେ କୁ ବୃଦ୍ଧି ପାଇଛି । ଏହା ପାଖା ପାଖି 3 ମାସ ହେବ ଚାଲିଛି । ତେବେ ଆସନ୍ତୁ ଜାଣିବା ସଂମ୍ପର୍ଣ୍ଣ ତଥ୍ୟ ବିଷୟ ରେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏବେ ଖୁସିର ଖବର। ଓଡିଶା ସରକାର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଲାପଟପ ପ୍ରଦାନ କରୁଛନ୍ତି। ଯାହା ଦ୍ଵାରା ସେମାନେ ପାଠ ପଢି ପାରିବେ ।

Naveen

ତେବେ ଦ୍ଵାଦଶ ଶ୍ରେଣୀରେ ଉତିନ୍ନ ହୋଇଥିବା 15 ହଜାର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଶା ସରକାର ଲାପଟପ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। 2021 ରୁ ଆବେଦନ ଅବଧିର ଶେଷ ତାରିଖ ଏବେ ବଢା ଯାଇଛି। ତାହା ମେ 31 ତାରିଖକୁ ଏବେ ବଢ଼ା ଯାଇଛି। ଯାହା କି ଚଳିତ ମାସ ଅଟେ। ତେବେ ଛାତ୍ର ଛାତ୍ରୀ ମାନେ କିଭଳି ଏହାର ଲାଭ ଉଠାଇ ପାରିବେ।

ଏବେ ଏହାର ପ୍ରକାଶ ପାଇଛି ନିଯୁକ୍ତି ଖବରରେ। ଏହି ଖବର ଅନୁସାରେ ଯେଉଁ ଯୋଗ୍ୟ ଛାତ୍ର ଛାତ୍ରୀ ଅଛନ୍ତି ତାଙ୍କର କେଉଁ ଲିଷ୍ଟ ଅଛି ସେମାନେ ଆବେଦନ କରି ପାରିବେ। ସେମାନେ ଓଡିଶା ସରକାରଙ୍କ ଅଫିସିଆଲ ୱେବସାଇଟ ରେ ଯାଇ ସେଠାରେ ଆବେଦନ କରି ପାରିବେ। ସେହି ୱେବ ସାଇଟରେ ସେମାନେ ନିଜର ତଥ୍ୟ ବା ଡକୁମେଣ୍ଟ ଅପଲୋଡ କରିବେ। ଏବଂ ଏହି ସ୍କଲାରସିପ ପାଇଁ ଆବେଦନ କରି ପାରିବେ।

laptop

ତେବେ ଏହି ଆବେଦନ 29 ମାର୍ଚ୍ଚ 2022 ରୁ ଗ୍ରହଣ କରା ଯାଉଛି। ଏବେ ଯାଏ ଯେଉଁ ଛାତ୍ର ଛାତ୍ରୀ ଆବେଦନ କରି ନାହାନ୍ତି ସେମାନେ ଏହି ୱେବ ସାଇଟରେ ଯାଇ ନିଜର ଆଧାର କାର୍ଡ ନମ୍ବର ଆଉ ତା ସହିତ ଆଧାର କାର୍ଡକୁ ସଂଯୋଗ କରିଥିବା ମୋବାଇଲ ନମ୍ବର ବ୍ୟବହାର କରି ରେଜିଷ୍ଟର କରନ୍ତୁ। ଯେଉଁ ମାର୍ଗଦର୍ଶିକା ଅଛି ଆପଣ ନିଜର ବିବରଣୀ ଯେମିତି କି ନାମ ଅନ୍ୟ ଡକୁମେଣ୍ଟ ମାର୍କ ସିଟ ଏହି ସବୁ କିଛି ଫିଲଅଫ କରନ୍ତୁ। ଏବେ ଏହି ମାସ 31 ତାରିଖ ପର୍ଯ୍ୟନ୍ତ ଏହାକୁ ବଢା ଯାଇଛି। ଆପଣ ଏହାର ସୁବିଧା ନିଅନ୍ତୁ ନିଜର ଭବିଷ୍ୟତକୁ ଉଜ୍ୱଳ କରନ୍ତୁ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *