ମାରାତ୍ମକ ସୁନ୍ଦରତା , ସୁନ୍ଦର ହେବା ପାଇଁ ଏମିତି କରୁଛନ୍ତି ଏହି ହିରୋଇନ ।

beautiful

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନ୍ଦର ଦେଖା ଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଗ୍ଲାମର ଦୁନିଆଁ ରେ ସବୁ ବେଳେ ଚର୍ଚ୍ଚା ରେ ରହିବା ଏବଂ ଧ୍ୟନ ଆକର୍ଷଣ କରିବା ପାଇଁ ସୁନ୍ଦର ଦେଖା ଯିବା ଜରୁରୀ । ମାତ୍ର ବେଳେ ବେଳେ ଏହି ପ୍ଲାଷ୍ଟିକ ସର୍ଜରୀ ଭାରି ପଡିଯାଏ । ଯେଉଁଥି ପାଇଁ ଗତ କାଲି କର୍ଣ୍ଣଡ ଅଭିନେତ୍ରୀ ଚେତନ ରାଜ ଙ୍କର ଦେହାନ୍ତ ହୋଇଜାଇଛି । ପ୍ଲାଷ୍ଟିକ ସର୍ଜରୀ ପରେ ଫୁସଫୁସ ଜନିତ ସମସ୍ୟା କାରଣ ରୁ ତାଙ୍କର ପୋରଲୋକ ଘଟିଛି ।

Chetan Raj

ଏହି ପରିପେକ୍ଷି ରେ ବଲିଉଡର କିଛି ଅଭିନେତ୍ରୀ ରହିଛନ୍ତି ଯେଉଁ ମାନଙ୍କୁ ପ୍ଲାଷ୍ଟିକ ସର୍ଜରୀ ବହୁତ ଭାରି ପଡିଛି । ତେବେ ବଲିଉଡର ଅତି ସୁନ୍ଦର ଅଭିନେତ୍ରୀ ଆଇସା ଟାକିଆ ଙ୍କୁ ସୋଚା ନା ଥା ଏବଂ 2009 ମସିହା ର ୱାଣ୍ଟେଡ ଭଳି ଫିଲ୍ମ ପାଇଁ ସମସ୍ତେ ଜାଣନ୍ତି । ବିଶେଷ କରି ତାଙ୍କର ସ୍ମାଇଲ ପାଇଁ ସେ ସବୁଆଡେ ଚର୍ଚିତ ହେଲେ ପ୍ଲାଷ୍ଟିକ ସର୍ଜରୀ କରିବା ପରେ ଦେଖନ୍ତୁ ସେ କେମିତି ଦେଖା ଜାଉଛନ୍ତି ।

ସେହି ପରି ଭୁଲ ସର୍ଜରୀ ପାଇଁ ପ୍ରଭାବ ପଡିଥିଲା କୋଇଲା ମିତ୍ରା ଙ୍କ ଉପରେ ହିଟ ଆଇଟମ ନମ୍ବର ରେ ଡେନ୍ସ କରି ନିଜର ପରିଚୟ ତିଆରି କରିଥିବା କୋଇଲା ନିଜର ନାକର ପ୍ଲାଷ୍ଟିକ ସର୍ଜରୀ କରାଇ ଥିଲେ । ହେଲେ ଏହା ବର୍ବାଦ ହୋଇଜାଇ ଥିଲା । ଏହି ପରି ପ୍ଲାଷ୍ଟିକ ସର୍ଜରୀ ପାଇଁ ସେ ଆଜିବି ଅନୁତପ୍ତ କରନ୍ତି ।

Koyel Mitra

ଏହା ପରେ ସେ ହାଡ ଜନିତ ସମସ୍ୟା ର ସମ୍ମୁଖୀନ ହୋଇଥିଲେ ଏମିତି କି ଡାକ୍ତର ମଧ୍ୟ ହାର ମାନିଥିଲେ ଏବଂ କହିଥିଲେ କେବଳ ମେଡିସିନ ଏବଂ ଆଶ୍ରୀବାଦରେ ହିଁ କାମ ହେବ । ତେବେ ଦେଖିଲେ ତ ଏମିତି ଟିକିଏ ଭୁଲ ପାଇଁ କେତେ ଅସୁବିଧା ର ସାମ୍ନା କରିବାକୁ ପଡିଛି ଏହି ଅଭିନେତ୍ରୀ ମାନଙ୍କୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *