ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାମାୟଣର ପ୍ରମୁଖ ଚରିତ୍ର ରାବଣ ବିଷୟରେ ଆପଣ ମାନେ ବହୁତ ଭଲ କରି ଜାଣିଥିବେ । ରାବଣ ଲଙ୍କାର ରାଜା ରହିଥିଲେ ସେ ନିଜକୁ 10 ଗୋଟି ନାମରେ ପରିଚିତ ମଧ୍ୟ କରିଥିଲେ । ଶାସ୍ତ୍ର ଅନୁସାରେ ରାବଣ ଜଣେ ମହାନ ପଣ୍ଡିତ ଥିଲେ ଏହା ସହିତ ସେ ମହା ଜ୍ଞାନୀ ମଧ୍ୟ ଥିଲେ । ରାବଣ ଏତେ ଜ୍ଞାନୀ ରହିଥିଲେ ଯେ ଆରମ୍ଭରୁ ହିଁ ସେ ଜାଣି ପାରୁଥିଲେ ଆଗକୁ କଣ ହେବାର ରହିଅଛି । ଏଥିପାଇଁ ରାବଣ ଙ୍କୁ ପ୍ରଶଂସା ମଧ୍ୟ କରାଯାଉଥିଲା ।
ରାବଣ ଜଣେ ରାକ୍ଷାସ ଥିଲେ ହେଲେ ସେ ମାତା ସୀତାଙ୍କ ଅପହରଣ ନିଜ ସୀମା ଭିତରେ ରହି କରିଥିଲେ । ବନ୍ଧୁଗଣ ରାବଣ ମହିଳା ମାନଙ୍କ ବିଷୟରେ କିଛି ବିଶେଷ କଥା କାହିଜାଇଛନ୍ତି । ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସେହି ସବୁ କଥା ଗୁଡିକ ବିଷୟରେ ।
1. ରାବଣ କହିଛନ୍ତି ନାରୀ ମାନଙ୍କ ପେଟରେ କୌଣସି ବି କଥା ଲୁଚିକରି ରହେ ନାହିଁ । ନାରୀ ଆପଣଙ୍କର ଯେତେ ନିଜର ହେଉ ନା କାହିଁକି ସେ ଦିନେ ଆପଣଙ୍କ ରହସ୍ୟ ବାହାରକୁ ଖୋଲି ଦେବ । ଏମିତିରେ ସ୍ତ୍ରୀ ମାନେ ଅନେକ ଗୁପ୍ତ କଥା ଗୁଡିକୁ ପାଣି ଭଳି ଖେଳାଇ ଦିଅନ୍ତି । ତେଣୁ ସ୍ତ୍ରୀ ମାନଙ୍କ ବିଷୟରେ ଏହି କଥା ମନେ ରଖନ୍ତୁ ।
2. ରାବଣ କହିଥିଲେ ସ୍ତ୍ରୀ ଲୋକ ମାନେ ନିଜ କଥାରେ କୌଣସି ବି ସମୟରେ ଓଲଟି ପାରନ୍ତି । ସ୍ତ୍ରୀ ଲୋକ ମାନେ କାହାକୁ ସହଜରେ ସତ କୁହନ୍ତି ନାହିଁ ସେହିଥି ପାଇଁ ବହୁତ ଭାବିଚିନ୍ତି ସେମାନଙ୍କ ଉପରେ ଭରସା କରିବା ଉଚିତ । ସ୍ତ୍ରୀ ଲୋକମାନେ ଅନ୍ୟ ଘରର ଚର୍ଚ୍ଚା କରିବାକୁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ତେଣୁ ସ୍ତ୍ରୀ ମାନଙ୍କ ବିଷୟରେ ଏହି କଥା ମନେ ରଖନ୍ତୁ ।
3. ରାବଣ କହିଥିଲେ ସ୍ତ୍ରୀ ଲୋକ ମାନେ ବହୁତ ସ୍ଵାର୍ଥ ପର ଅଟନ୍ତି । ନିଜର ସ୍ଵାର୍ଥ ପାଇଁ ବହୁତ ତଳକୁ ଖସିଜାଇ ପାରନ୍ତି ସେଥିରେ କାହାକୁ ଧୋକା ଦେବା ହେଉ କିମ୍ବା କାହାକୁ ରାସ୍ତାରୁ ହଟେଇବା ହେଉ ସେମାନେ ପଛାନ୍ତି ନାହିଁ । ନାରୀ ମାନେ କୌଣସି ଲୋଭରେ ଅତି ସହଜରେ ଫସି ଯାଇପାରନ୍ତି । ଆପଣ ମାନଙ୍କୁ ବି ସେମାନେ ଫସେଇ ପାରନ୍ତି । ତେଣୁ ସ୍ତ୍ରୀ ମାନଙ୍କ ବିଷୟରେ ଏହି କଥା ମନେ ରଖନ୍ତୁ ।
4. ରାବଣ କହିଛନ୍ତି ନାରୀ ମାନେ ବହୁତ ସହଜରେ କାହା ଜାଲରେ ଫସିଯାଇ ପାରନ୍ତି ତେବେ ସେ ପୁରୁଷ ହେଉ କିମ୍ଭା ସ୍ତ୍ରୀ । ଏମିତି ସ୍ତ୍ରୀ ମାନେ ପର କଥାରେ ଆସି ନିଜ ଘରର ବିନାଶ କରିଥାନ୍ତି । ସ୍ତ୍ରୀ ଲୋକ ମାନେ ଯେତେବେଳେ ରାଗିଯାାଆନ୍ତି । ସେତେବେଳେ ସେ କାହାକୁ ବି ଛାଡନ୍ତି ନାହିଁ । ତେବେ ସେ ତାଙ୍କ ସ୍ଵାମୀ ହେଉନ୍ତୁ ନା କାହିଁକି । ହେଲେ ଦୁନିଆରେ ସବୁ ମହିଳା ଏଭଳି ନଥାନ୍ତି କିଛି ମହିଳା ଏମାନଙ୍କର ବିପରୀତ ହୋଇଥାନ୍ତି । ତେଣୁ ସ୍ତ୍ରୀ ମାନଙ୍କ ବିଷୟରେ ଏହି କଥା ମନେ ରଖନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।