ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରାତନ ସମୟ ରେ ଲୋକ ମାନେ ଏବଂ ବର୍ତମାନ ସମୟ ଲୋକ ମାନଙ୍କ ମଧ୍ୟ ରେ ଜବନଶୈଳି , ବ୍ୟବହାର , ଚଳନି ଆଦି ମଧ୍ୟରେ ତାରତ୍ୟାମ ଦେଖିବା ପାଇଁ ମିଳେ । ଏଥି ପାଇଁ ବହୁତ କିଛି କାରଣ ଦାୟି ଅଟେ । ଯେମିତି କି ଖାଇବା ପିଇବା ରେ ଅନିୟମିତତା, ଆଧୁନୀକରଣ , ଆଧୁନିକ ଜୀବନ ଶୈଳୀ ର ପ୍ରଭାବ, ନିଦ୍ରା ହୀନତା, ଅତ୍ୟଧିକ ପରିଶ୍ରମ, ବିଶ୍ରାମ ନନେବା ଆଦି ସାମିଲ ରହିଛନ୍ତି ।
ହେଲେ ଯଦିଓ ଗ୍ରାମାଞ୍ଚଳ ମାନଙ୍କରେ ଏତେଟା ପରିବର୍ତନ ପରିଲକ୍ଷିତ ହେଉନାହଁ । ହେଲେ ସହରୀ ଲୋକ ମାନଙ୍କ ଜିବନ ଶୈଳି ସଂମ୍ପର୍ଣ୍ଣ ଭାବେ ପରିବର୍ତନ ହୋଇଗଲାଣୀ । ଏହି ସବୁ କାରଣ ଆମ ଯୈନ ଜିବନ ଉପରେ ବି ବହୁତ ପ୍ରଭାବ ପକେଇଥାଏ । ଜାହାଫଳ ରେ ଆମର ବୀଜ ଏବଂ ଯୈ-ନ ଶକ୍ତି କମିବାରେ ଲାଗେ ତେବେ ଏହାକୁ ନେଇ କିଛି ଉପାୟ ମାନ କହିବୁ ଜାହା ଦ୍ୱାରା ଆପଣ ମାନେ ନିଜର ବୀଜ ଏବଂ ଯୈ-ନ ଶକ୍ତି ବଢେଇ ପାରିବେ ।
: ଅଦା- ଆପଣଙ୍କ ଶରୀରରେ ସେ-କ୍ସ ହର୍ମୋନ କୁ ବୃଦ୍ଧିକରିବା ସହ ରକ୍ତ ସଂଚାଳନ କୁ ମଧ୍ୟ ନିୟନ୍ତ୍ରଣ କରିବାରେ ଅଦା ସହାୟକ ହୁଏ।
: ଲିଚୁ- ଲିଚୁ ଖାଇବା ଦ୍ୱାରା ପୁରୁଷ ମାନଙ୍କର ଫର୍ଟିଲାଇଜେସ୍ନ କ୍ଷମତା ବୃଦ୍ଧି ହେବା ସହିତ ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ ର ପରିମାଣ ବୃଦ୍ଧି ଘଟିଥାଏ। ଯାହାଦ୍ଵାରା ଯୌ-ନ ଶକ୍ତି ବୃଦ୍ଧି ପାଏ।
: ଅଣ୍ଡା- ଅଣ୍ଡା ଶୁକ୍ରାଣୁ ବୃଦ୍ଧିରେ ସହାୟକ ହୋଇଥାଏ। କାରଣ ଏହା ଶୁକ୍ରାଣୁ ସେଲ କୁ ଫ୍ରି ରେଡ଼ିକ୍ଲେଶ ର ପ୍ରଭାବରୁ ରକ୍ଷା କରେ।
: ଡାର୍କ ଚକୋଲେଟ୍- ଏଥିରେ ଥିବା ଆର୍ଜିନିନୀନ ଏମୀନୋ ଏସିଡ ଶୁକ୍ରାଣୁ ବୃଦ୍ଧିରେ ସହାୟକ କରେ।
: ପାଣି- ପାଣି ଆମ ଶରୀରର ଅଦରକାରୀ ଦ୍ରବ୍ୟକୁ ବର୍ଜ୍ୟବସ୍ତୁ ଆକାରରେ ବାହାରକୁ ବାହାର କରିଦିଏ। ଉଚିତ୍ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
: ପାଳଙ୍ଗ ଶାଗ- ଏଥିରେ ଫୋଲିକ ଏସିଡ ଅଧିକ ମାତ୍ରାରେ ମହଜୁଦ ଥିବାରୁ ଏହା ବୀର୍ଯ୍ୟ ରେ ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ।
: ରସୁଣ – ମହଜୁତ ଥିଲା ଏଲିସିନ କମ୍ପାଉଣ୍ଡ ପୁରୁଷ ଯୈ-ନାଙ୍କର ରେ ରକ୍ତ ସଂଞ୍ଚାଳନ କୁ ବୃଦ୍ଧି କରିଥାଏ ଜାହା ଫଳ ରେ ଶୁକ୍ରାଣୁ ବୃଦ୍ଧି ହୁଏ ।
: ଆଭୋକାର୍ଡ – ଏଥିରେ ରହିଥିବା ଭିଟାବିନ B6 ସେ-କ୍ସ ହୋରମନ ବୃଦ୍ଧି ରେ ସହାୟକ ଅଟେ ।
: ବୋଇତାଳୁ ମଞୀ ରସ – ଏହାକୁ ମଧ୍ୟ ପୁରୁଷ ର ସେ-କ୍ସ ହୋରମନ ଏବଂ ଟେଷ୍ଟଷ୍ଟେରନ ଉତ୍ପମ୍ନ କରିବା ସହିତ ସ-କ୍ସ ହୋରମନ ବୃଦ୍ଧି କରିବାରେ ସାହାଯ୍ୟ କାରୀ ଅଟେ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।