ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ବହୁତ ସମୟ ରେ ଏଟିଏମ୍ ରେ ଟଙ୍କା ଉଠାଇବା କଥା ସୁଣିଥିବେ । ହେଲେ ବନ୍ଧୁଗଣ ଏଠାରେ ଏକ ଭିଡ଼ିଓ ଦେଖନ୍ତୁ ଯାହା ସୋସିଆଲ ମିଡିଆ ରେ ଭାଇରଲ ହେଉଛି । ତେବେ ବନ୍ଧୁଗଣ ଆପଣ ମାନେ ଦେଖି ପାରୁଥିବେ ଜଣେ ଯୁବତୀ ଏଟିଏମ୍ ରେ ପଇସା ଉଠେଇବା ସମୟ ରେ କିଭଳି ଡେନ୍ସ କରୁଥିଲେ ।
ତେବେ ବନ୍ଧୁଗଣ ଆପଣ ମାନେ ଏହି ଭିଡ଼ିଓ ନିଶ୍ଚିତ ଭାବେ ଦେଖିବାକୁ ପାଉଥିବେ । ତେବେ ବନ୍ଧୁଗଣ ଏଠାରେ ଘଟଣା ଟି ହେଲା ଯୁବତୀ ଜଣଙ୍କ ନିଜର ପ୍ରଥମ ଇନକମ୍ ଟଙ୍କା ଉଠେଇ ଥିଲେ । ଉଠେଇବା ପରେ ସେହି ମହିଳା ଜଣଙ୍କ ସେହି ଏଟିଏମ୍ ମଧ୍ୟରେ ନାଚିଥିଲେ ।
ଏବଂ ଏଟିଏମ୍ ରେ ଥିବା ସିସିଟିଭି ଦ୍ୱାରା ଏହି ଫୁଟେଜ ରେକର୍ଡ ହୋଇଥିଲା । ଜାହା ଦ୍ୱାରା ଏହି ଫୁଟେଜ ଟି ସୋସିଆଲ ମିଡିଆ ରେ ଭାଇରଲ ହୋଇଥିଲା । ତେବେ ବନ୍ଧୁଗଣ ଆପଣ ମାନେ ଦେଖିବାକୁ ପାଉଥିବେ କି କେମିତି ଯୁବତୀ ଜଣଙ୍କ ଏଠାରେ ନାଚୁଛନ୍ତି ।
ଏହି ଭିଡ଼ିଓ କୁ ଯିଏ ବି ଦେଖୁଛି ବର୍ତମାନ ସମୟ ରେ ସେୟାର କରୁଛି । ତେବେ ବନ୍ଧୁଗଣ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରଥମ ଦରମା ର ମଜା ଏହି ଯୁବତୀ କେମିତି ଉଠାଉଛନ୍ତି । ତେବେ ଭିଡ଼ିଓ ଦେଖିଲେ ଆପଣ ମାନେ ମଧ୍ୟ ସେୟାର କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।