ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଉତ୍ତର ପ୍ରଦେଶ ଅଞ୍ଚଳ ରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା । ତେବେ ଘଟଣା ଟି ବହୁତ ଆଶ୍ଚର୍ଯ୍ୟ ର କଥା ଅଟେ ଏହା ସହିତ ଏହି ଘଟଣା ଘଟିବା ପରେ ସେହି ଅଞ୍ଚଳ ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଜାଇଥିଲେ । ଏହି ଘଟଣା ବିଷୟ ରେ ଆମେ ଏଠାରେ ଆଲୋଚନା କରିବା । ଘଟଣା ଅନୁସାରେ ମହିଳା ଜଣଙ୍କ ନିିଜର ପତି ଏବଂ ତିନି ଜଣ ପୁଅ ଙ୍କୁ ଛାଡି ନିଜର ପ୍ରେମିକ ସହିତ ଚାଲିଜାଇଥିଲେ ।
ତେବେ ଏହି ଘଟଣା ସୁଣିବାକୁ ଆଶ୍ଚର୍ଯ୍ୟ ପରି ଲାଗିଲେ ମଧ୍ୟ ବାସ୍ତବ ରେ ସତ୍ୟ ଘଟଣା ଅଟେ । ସୂଚନା ଅନୁସାରେ ଏହି ମହିଳା ଜଣଙ୍କ ହୋଲି ଦିନ ଏହି କାର୍ଯ୍ୟ କରିଥିଲେ । ତେବେ ତାଙ୍କର ପତି ଏଠାରେ ସୁରଟ ରେ କୈଣସି କମ୍ପାନୀ କାମ ରେ କାର୍ଯ୍ୟରତ ରହିଛନ୍ତି । ଏହା ସହିତ ସେ ସେଠାରେ କିଛି ଦିନ କାର୍ଯ୍ୟ ରତ ରହିବା ପରେ ପୁଣି ଘରକୁ କିଛି ସମୟ ପାଇଁ ଆସିଥାନ୍ତେ ।
ତେବେ ସେ ସେତେବେଳେ ଚାକିରୀ କୁ ଚାଲିଜାଇଥାନ୍ତି । ତେବେ ସେହି ସମୟ ରେ ତାଙ୍କର ଆଉ ଏକ ପୁଅ ସହିତ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା । ଯାହା ଫଳ ରେ ସେମାନେ ଫେରାର ହୋଇଯିବା ପାଇଁ ଯୋଜନା କରିଥିଲେ । ଏହା ସହିତ ସେମାନେ ସେହି ଯୋଜନା ମଧ୍ୟ ସଫଳ ହୋଇଥିଲେ । ତେବେ ସେମାନେ ସୁଯୋଗ ଦେଖି ଫେରାର ହୋଇଜାଇଥିଲେ । ଏହା ସହିତ ସେମାନେ ଫେରାର ହେବା ପରେ ଏହି ଘଟଣା ତାଙ୍କର ପତି ଜାଣିବାକୁ ପାଇଥିଲେ । ଏହା ପରେ ତାଙ୍କର ପତି କିଛି ବୁଝି ପାରି ନଥିଲେ।
ଏହା ସହିତ ଏପରି ଘଟିବ ବୋଲି ସେ କେବେ ମଧ୍ୟ ଚିନ୍ତା କରି ନଥିଲେ। ଏହା ସହିତ ସେ କହିଥିଲେ କି ସେ ନିଜର ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ। ଏହା ସହିତ ତାଙ୍କର ପତ୍ନୀ ତାଙ୍କ ସହିତ ଏମିତି କରିବେ ବୋଲି ସେ କେବେ ବି ଚିନ୍ତା ମଧ୍ୟ କରିନଥିଲେ । ତାଙ୍କର ତିନୋଟି ସନ୍ତାନ ରହିଥିବା ବେଳେ ତାଙ୍କର ପତ୍ନୀ ତାଙ୍କ ସହିତ କେମିତି ଏପରି କରି ପାରିଲେ ।
ସେ ତାଙ୍କର ପତ୍ନୀ ଙ୍କୁ ପ୍ରଶ୍ନ କରିଛନ୍ତି । ବର୍ତମାନ ସମୟ ରେ ସେ ତାଙ୍କ ପତ୍ନୀ ଙ୍କ ଉପରେ କେସ ମଧ୍ୟ କରିଛନ୍ତି । ତେବେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ପ୍ରୟାସ କରୁଛି । ବର୍ତମାନ ସମୟ ରେ ତାଙ୍କର ପତ୍ନୀ ଙ୍କୁ ଖୋଜିବା ପାଇଁ ପୋଲିସ ପ୍ରୟାସ କରୁଛି । ପତ୍ନୀ ତାଙ୍କୁ ମିଳିବେ କି ନାହିଁ ବର୍ତମାନ ଯାଏ ଜଣା ପଡି ନାହିଁ । ଏହା ସହିତ ସେ ନିଜର ତିନୋଟି ପିଲା ମାନଙ୍କୁ କେମିତି ସମ୍ଭାଳିବେ ସେ ପ୍ରଶ୍ନ କରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।