ଭାଇରାଲ ହେଲା ଛୋଟ ଛୁଆର ଭିଡିଓ ! କାନ୍ଦି କାନ୍ଦି ସାରଙ୍କୁ କହିଲା ଏମିତି କଥା… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡିଆ ରେ ପ୍ରତ୍ୟୋକ ଦିନ କିଛି ନା କିଛି ଘଟଣା ଭାଇରଲ ହୋଇଥାଏ । ଏହି ସୋସିଆଲ ମିଡିଆ କାରଣ ରୁ ଆମେ ମାନେ ଦେଶ ବିଦେଶ ର ସମସ୍ତ ଟିକିନିକି ଖବର କୁ ଘରେ ରହି କରି ଜାଣିପାରୁ । ଏହା ସହିତ ଅନେକ ସମୟ ରେ କିଛି ଘଟଣା ର ଲାଇଭ ଭିଡ଼ିଓ ମଧ୍ୟ ଦେଖି ପାରୁ ଯାହାକି କେବଳ ସୋସିଆଲ ମିଡିଆ କାରଣ ହିଁ ସମ୍ଭବ ହୋଇପାରିଛି । ଆଜିର ଯୁଗରେ ଲୋକ ମାନେ ଅହିତିକ କାର୍ଯ୍ୟ କରୁଥିବାର ବ୍ୟସ୍ତ ରହୂୁଛନ୍ତି । ଏହି ପରି ନିଜ ପରିବାର ଏବଂ ପିଲା ଛୁଆ ମାନଙ୍କର କଥୀ ବି ଠିକ୍ କରି ବୁଝୁ ନାହାଁନ୍ତି ।

ଅନେକ ସମୟ ରେ ଦେଖାଯାଏ କି ବ୍ୟକ୍ତି ମାନେ ନିଶା ଦ୍ରବ୍ୟ ସେବନ କରି ନିଜର ପିଲା ଛୁଆ ମାନଙ୍କ ମାଡ ମାରନ୍ତି । କାରଣ ସେମାନେ ଜାଣି ପାରନ୍ତି ନାହିଁ କି ସେମାନେ କଣ କରୁଛନ୍ତି ବୋଲି । ବାପାଙ୍କର ଏମିତି କାର୍ଯ୍ୟ ପାଇଁ ପିଲା ମାନଙ୍କ ପାଠ ପଢାରେ ବି ବହୁତ ଅସୁବିଧା ଦେଖାଦେଇଥାଏ । ଆଜି ସୋସିଆଲ ମିଡିଆ ରେ ଏମିତି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଠାରେ ଏକ ପିଲା ତାର ବାପା ନାମରେ କାନ୍ଦି କାନ୍ଦି ଏପରି କିଛି କଥା କହୁଛି ଯାହାକୁ ଆପଣ ମାନେ ସୁଣିଲେ କାନ୍ଦି ପକେଇବେ ।

video

ତେବେ ସେହି ପିଲାଟିର ଏପରି ଏକ ହୃଦୟ ବିଦାରକ କଥାଟି ବର୍ତମାନ ସମୟ ରେ ବହୁତ ଜୋରେ ରେ ଭାଇରଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ସେ ନିଜ ବାପା ଙ୍କ ବିଷୟ ରେ କଣ କହୁଛି । ତେବେ ମିଳିଥିବା ସୂଚନା ଅନୁସାରେ ଏହ ଘଟଣାଟି ବିହାରର ରୋହତାସ ଜିଲ୍ଲାର ତିଥୋଲୁ ବ୍ଲକରେ ଥିବା ସରକାରୀ ବିଧ୍ୟାଳୟରେ ଦେଖାଦେଇଛି ।

ତେବେ ସେହି ଦିଦ୍ୟାଳୟରେ ଥିବା ଶିକ୍ଷକ ଜଣକ ପିଲା ମାନଙ୍କୁ ଗୋଟିଏ ବହି କିଣିବା ପାଇଁ କହିଥିଲେ ତବେ ଯେତେବେଳେ ପାଠ ପଢିବା ଆରମ୍ଭ ହୋଇଥିଲା ତେବେ ଶିକ୍ଷକ ପଚାରିଥିଲେ କି କେଉଁ ମାନେ ବହି କିଣିନ କୁହ ଆଉ କାହିଁକି କିଣିନ ତାହା ମଧ୍ୟ କୁହ । ତେବେ ସେହିଠାରେ ବହି କିଣିନଥିବା ପିଲାଟି ଶିକ୍ଷକଙ୍କ ଆଗରେ ବହୁତ ଜୋରରେ କାନ୍ଦି ଆଉ ବହି କିଣିନଥିବାର କାରଣ ଏପରି କହିଲା କି ଜାଣିଲେ କାନ୍ଦି ପକେଇବେ ।

ପିଲାଟି ତାର ଶିକ୍ଷକ ସାମ୍ନା ରେ କହିଥିଲା କି ତାର ବାପାଙ୍କୁ ସେ ବହୁତ ବହି କିଣିଦେବା ଲାଗି କହୁଛନ୍ତି ହେଲେ ତାର ବାପା ତା କଥା ସୁଣୁ ନାହାଁନ୍ତି । ଏପରି ପିଲାଟି କହିଛି ତାର ବାପା ପ୍ରତି ଦିନ ମଦ୍ୟପାନ କରି ଘରକୁ ଆସଛନ୍ତି ଆଉ ବହି କିଣିବା କଥା କହିଲେ ତାଙ୍କୁ ମାରୁଛନ୍ତି । ତେବେ ପିଲାଟି ଯେତେବେଳେ ଏହି କଥା ତାର ଶିକ୍ଷକ କୁ କହୁଥିଲା ସେତେ ବେଳେ ତାର ବାପା ବି ସେଠାରେ ଉପସ୍ତିତ ରହିଥିଲେ ।

ଏବଂ ସେହି ପିଲାକୁ ତାଗିତ କରିବା ପାଇଁ ଲାଗିଲେ ତେବେ ସେହି ସମୟ ରେ ସେ ପିଲାର ଭଉଣୀ ମଧ୍ୟ କହିଥିଲା କି ଭାଇ ବହୁତ ଥର ବାପା ଙ୍କୁ ଆଣିଦେବା ପାଇଁ କହେ ହେଲେ ବାପା ଆଣି ଦେଉ ନାହାଁନ୍ତି । ତେବେ ପିଲାଟିର କଥା ସୁଣି ଶିକ୍ଷକ ତାର ବାପା ଙ୍କୁ ବହୁତ ଗାଳି କରିଥିଲେ ଏବଂ ବହି କିଣିବା ଲାଗି କହିଥିଲେ । ତେବେ ଏବେକା ସମୟ ରେ ଏହି ହୃଦୟ ବିଦାରକ ଏହି ଭିଡ଼ିଓ ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *