ଆଇଏଏସ ର ପରୀକ୍ଷାକୁ ସବୁଠାରୁ କଠିନ ପରୀକ୍ଷା ମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ପ୍ରାର୍ଥୀ ଦିନ ରାତି ପାଢୀ ମଧ୍ୟ ଏହି ପରୀକ୍ଷାକୁ ପାସ କରିପାରନ୍ତି ନାହିଁ। ଆଇଏଏସର ଲିଖିତ ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଇଣ୍ଟରଭିୟୁ ଦେବାପାଇଁ ଆମନ୍ତ୍ରିତ କରାଯାଏ । ଆଇଏଏସର ଇଣ୍ଟରଭିୟୁରେ କିଛି ବିଶେଷଜ୍ଞ ପ୍ରାର୍ଥୀଙ୍କୁ ଏଭଳି ପ୍ରଶ୍ନ କରନ୍ତି ଯାହା ଶୁଣିଲେ କାହାର ବି ମଥା ଘୂରିଯିବ । ଆଜି ମଧ୍ୟ ଆମେ ଆଇଏଏସର ଇଣ୍ଟରଭିୟୁରେ ପଚରାଯାଇଥିବା ପ୍ରଶ୍ନ ବିଷୟରେ କଥା ହେବୁ ତ ଆସନ୍ତୁ ଆଗକୁ ଯିବା ।
ଆଇଏଏସ୍ ପରୀକ୍ଷା ସବୁଠାରୁ ଜଟିଳ ପରୀକ୍ଷାରୁ ଗୋଟେ ଅଟେ, ଦେଶର ଯୁବାଙ୍କ ଗୋଟେ ହିଁ ସ୍ୱପ୍ନ ହୋଇଥାଏ କି ସେ ଏକ ଆଇଏଏସ୍ ଅଫିସର୍ ହୁଅନ୍ତୁ , ଆଇଏଏସ୍ ଲିଖିତ ପରୀକ୍ଷା ପାସ୍ କରିବାପାଇଁ ଷ୍ଟୁଡେଣ୍ଟଙ୍କୁ ଇଣ୍ଟରଭ୍ୟୁ ପାସ୍ କରିବା ହୋଇଥାଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ଏକ୍ସପର୍ଟଙ୍କ ତରଫରୁ ଏମିତି ପ୍ରଶ୍ନ କରାଯାଏ ଯାହା ଶୁଣିଲେ ୯୯ ପ୍ରତିଶତ ଷ୍ଟୁଡେଣ୍ଟ ଙ୍କ ମୁଣ୍ତ କାମ କରିବା ବନ୍ଦ କରିଦିଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ସବୁ ବର୍ଷ ୯୯ ପ୍ରତିଶତ ପ୍ରତିଯୋଗୀ ଫେଲ୍ ମାରନ୍ତି , ଆଜି ଆମେ ଆପଣଙ୍କୁ ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ପ୍ରଶ୍ନଗୁଡୀକ ବିଷୟରେ କହିବୁ ଆସନ୍ତୁ ଜାଣିବା ।
ପ୍ରଥମ ପ୍ରଶ୍ନଟି ହେଉଛି – ସମୁଦ୍ର ମଝିରେ କିଏ ଥାଏ .. ? ଏହାର ଉତ୍ତରରେ ଅନେକ ପ୍ରତିଯ଼ୋଗୀ ଅନେକ ଉତ୍ତର ଦେଇଥାନ୍ତି , କେହି କେହି ସମୁଦ୍ର ମଝିରେ ମାଛ କୁହନ୍ତି ତ , କେହି କେହି ସମୁଦ୍ର ମଝିରେ ପାଣି କୁହନ୍ତି , ହେଲେ ଏହାର ଉତ୍ତର ଅଥିବ ସରଳ , ଏହା ଏକ ଚାଲାକ ପ୍ରଶ୍ନ ଅଟେ ପ୍ରକୃତରେ ଏଠାରେ ସମୁଦ୍ର ମଝିରେ ମୁ ଅଛି , ମୁ ଅର୍ଥାଥ ସ – ମୁ – ଦ୍ର ରେ ମଝିରେ ମୁ ଅଛି ।
ସେହିପରି ବେଳେ ଦ୍ବୀତୀୟ ପ୍ରଶ୍ନଟି ହେଉଛି , ଏପରି କେଉଁ ଚିଜ ଅଛି ଯାହା ବଢିଚାଲେ କିନ୍ତୁ କେବେ କମ ହୁଏ ନାହିଁ। ଉତ୍ତର: ଏହି ପ୍ରକାର ପ୍ରଶ୍ନରେ ଅନେକ ପ୍ରାର୍ଥୀ ଚିନ୍ତାମଗ୍ନ ହୋଇଯାନ୍ତି । ଏହି ପ୍ରଶ୍ନର ସଠିକ ଉତ୍ତର ବୟସ ଅଟେ , କାରଣ ବୟସ ସବୁବେଳେ ବଢିଚାଲେ କେବେ କମ ହୋଇନଥାଏ ।
ତୃତୀୟରେ ସବୁଠୁ ମଜାଦାର ପ୍ରଶ୍ନ ରହିଛି , କେଉଁ ଜିନିଷଟି ସ୍ତ୍ରୀ ଲୋକଙ୍କର 2 ଟା ଓ ଗାଇର 4 ଟା ଥାଏ , କଣ ଏହାର ଉତ୍ତରରେ ଆପଣ କିଛି ଖରାପ ଭାବୁଛନ୍ତି କି , ଜମାବି ଭାବନ୍ତୁ ନାହିଁ , କାହିଁକି ନା ଏହାର ଉତ୍ତର ବହୁତ ସରଳ ଓ ସହଜ ଅଛି , ଏହାର ଉତ୍ତର ହେଉଛି ଗୋଡ , ସ୍ତ୍ରୀ ଲୋକଙ୍କର ଦ୍ବୀଟା ଗୋଡ ଥାଏ ଏବଂ ଗାଇର 4 ଟା ଥାଏ ।
ଏହି ଭଳି କିଛି ମଜାଦାର ପ୍ରଶ୍ନ ସବୁବେଳେ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ୍ଧିକରୁ ଅଧିକ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚିବାରେ ଆମକୁ ସାହାର୍ଯ଼୍ୟ କରନ୍ତୁ ,