ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ୟେ ଆସୁଛି ବାତ୍ୟା । 6 ତାରିଖରେ କରିବ ଲ୍ୟାଣ୍ଡ ଫଲ । ଆସନ୍ତୁ ଜାଣିବା ଏହା ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ଯାଏ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ । ବନ୍ଧୁଗଣ ଆସୁଛି ବାତ୍ୟା ଆସାନୀ । ମେ 5 ରେ ଦାନା ବାନ୍ଧିବ ଲଘୁଚାପ ଏବଂ ମେ 7 ତାରିଖ ବେଳକୁ ନେବ ବାତ୍ୟା ର ରୂପ ଏବଂ 10 ରେ ଲ୍ୟାଣ୍ଡ ଫଲ କରିବ ।
6 ତାରିଖ ସୁଧା ଆକଳନ କରିହେବ ଏହି ବାତ୍ୟା ଲ୍ୟାଣ୍ଡ ଫଲ କେଉଁଠାରେ କରିବ ବୋଲି । ଫନି ଠାରୁ କମ୍ ହେଲେ ୟସ୍ ଠାରୁ ଅଧିକ ଏହି ବାତ୍ୟା ର ପ୍ରଭାବ ରହିବ ବୋଲି ପାଣିପାଗ ବିଭାବ ସୂଚନା ଦେଇଛି । ଆନ୍ଧ୍ର ଓଡିଶା ପଶ୍ଚିମବଙ୍ଗ ର ଯେକୌଣସି ସ୍ଥାନ ରେ ଏହା ସ୍ଥଳଭାଗ ଛୁଇଁ ପାରେ । ବାତ୍ୟା ଉପରେ ଭାରତୀୟ ପାଣିପାଗ ବିଭାଗ ର ସ୍ଵତନ୍ତ୍ର ନଜର ରହିଛି ।
ମେ 6 ତାରିଖ ରେ ଦକ୍ଷିଣ ଆଣ୍ଡମାନ ଏବଂ ଦକ୍ଷିଣ ବଙ୍ଗୋପସାରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ର ରୂପ ନେବାର ଅଧିକ ସମ୍ଭାବନା ଅଛି । ବିଭିନ୍ନ ମଡେଲ ଆକଳନ ସୃଷ୍ଟି ହୋଇଥିବା ବେଳେ ମେ ମାସ ରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ତୀବ୍ର ରହିବ । ଲଘୁଚାପ ଏବଂ କାଳ ବୈଶାଖୀ ର ପ୍ରଭାବ ରେ ଓଡିଶା ରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି IMDG ର ମୃତ୍ୟୁଞୀୟ ମହାପାତ୍ର କହିଛନ୍ତି ।
ବାତ୍ୟା ନିଶ୍ଚିତ ହେବା ନେଇ ଆକଳନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଭାଗ । ତେବେ ଆସନ୍ତା 4 ତାରିଖ ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିଂବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ ରେ ପରିଣତ ହେବ। ପରେ ଆହୁରି ଅଧିକ ଘନୀଭୂତ ହୋଇ ଅବପାତ ଏବଂ ପରେ ଗଭୀର ଅବପାତ ରେ ପରିଣତ ହୋଇ ବାତ୍ୟା ର ରୂପ ନେବ ।
ବାତ୍ୟା ଟି ଆନ୍ଧ୍ର ମହଲିପଟ୍ଟନମ ଠାରୁ ପୁରୀ ମଧ୍ୟରେ ଲ୍ୟାଣ୍ଡ ଫଲ ହେବାର ସମ୍ଭାବନା ରହିଅଛି । ବାତ୍ୟା ସମୟ ରେ ଘଣ୍ଟା ପ୍ରତି 60 ରୁ 70 କିଲୋମିଟର ବେଗରେ ପବନ ବହିବା ସହିତ 60 ମିଲିମିଟର ବେଗରେ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।