ପୁଅଟିର ଜୀବନ ବରବାଦ ହୋଇଯାଇଥାନ୍ତା ଯଦି Cameraରେ ସବୁ ରେକର୍ଡ ନ ହୋଇଥାନ୍ତା ।

Camera

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆରେ ଏମିତି କିଛି ଘଟଣା ସବୁ ଦିନ ଘଟୁଛି ଯାହା ବନ୍ଧୁଗଣ ଆପଣ ମାନେ ଘରେ ବସି ଦେଖି ପାରୁଥିବେ । ଏମିତି କିଛି ଘଟଣା ଅଛି ଯାହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ନିନ୍ଦନୀୟ ଘଟଣା ଅଟେ । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ଘଟଣା ଉପରେ ଆଧାରିତ ଅଟେ କି । ପ୍ରଥମ ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଫେବୃଆରୀ 2022 ରେ ଜଣେ ଝିଅ ଏମିତି କିଛି କାଣ୍ଡ ଘଟାଇଛନ୍ତି ଯାହା ଦ୍ଵାରା ନାରୀ ଜାତିର ହିଁ ଅପମାନ ହେଉଛି ।

ସୂଚନା ଅନୁସାରେ ଝିଅ ଟି ଦିଲ୍ଲୀ ର ରେଳ ଷ୍ଟେସନ ପାଖରେ ଥିବା ଜଣେ ପୁଅ ଫସାଉଥିଲେ । ଝିଅ ଜଣକ ନିଜର ଜୋତା ଗାଡି ତଳେ ପକାଇ ଆକ୍ସିଡେଣ୍ଟ ହେବାର ଅଭିନୟ କରୁଥିଲେ । ଏମିତି ଝିଅ ଟି ନିଜକୁ ନ୍ୟୁଜ୍ ରିପୋର୍ଟ କହିବା ସହ ପୁଅ କୁ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଥିବାର ନଜର ଆସୁଛି । ସେଠାରେ ଥିବା ପୋଲିସ ମଧ୍ୟ ଝିଅ ର ଏଭଳି କାଣ୍ଡ ଦେଖି ଚୁପ ରହିଥିଲେ ।

girl 5

ହେଲେ ଅଚାନକ ଅସଲ ରିପୋର୍ଟର ସାଗର କୁମାର ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସାଗର କୁମାର ଝିଅର ଅସଲ ରୂପ ସାମ୍ନାକୁ ଆଣିବାରେ ସକ୍ଷମ ହେଲେ । ଯେବେ ସାଗର କୁମାର ନିଜର ଆଇକାର୍ଡ ଦେଖାଇ ଥିଲେ ସେହି ସମୟରେ ଝିଅଟି ତାଙ୍କୁ ଜାନ ଜାନ କହି କଥା କହିବାକୁ ଆରମ୍ଭ କରିଲେ । ହେଲେ ରିପୋର୍ଟର ସାଗର ତାଙ୍କର ଦୁଇଟି ଛୁଆ ଅଛନ୍ତି ଏବଂ ତାଙ୍କ ଠାରୁ ଦୂରେଇ ରହିବାକୁ କହୁଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରୁଥିବେ ।

ଅନ୍ୟ ଏକ ଘଟଣା ହେଉଛି ଭିଏତ୍ନାମ ର ଯାହା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ର ବିଷୟ ହୋଇଥିଲା । ଏହି ଭିଡିଓ ରେ ଜଣେ ଲୋକ ଅଚାନକ ଅଧ ରାତିରେ ଉଠି ସେଠାରେ ନିଜ ଛୁଆ ଙ୍କୁ ଦେଖିବାକୁ ପାଇଲେ ନାହିଁ । ସେ ନିଜର ଛୁଆଙ୍କୁ ଖୋଜିବାରେ ଲାଗିଲେ ।

ଦୁହେଁ ସ୍ଵାମୀ ସ୍ତ୍ରୀ ଛୁଆ ଙ୍କୁ ଅନେକ ସମୟ ଖୋଜିବା ପରେ ମନେ ପଡିଲା କି ପିଲାଙ୍କୁ ସେମାନେ ଦାଦି ଜି ଙ୍କ ଘରକୁ ପଠାଇ ଥିଲେ । ଏହା ପରେ ଦୁହେଁ ବିନା ଚିନ୍ତାରେ ଶୋଇ ପଡିଲେ । ବାସ୍ତବରେ ଏହି ଭିଡିଓ ଟି ବହୁତ ମଜାଦାର ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *