ପଡୋଶୀ ଆଣିଲେ ବଡ ଅଭିଯୋଗ,ଅଭିଯୁକ୍ତ Sobhagya ହି-ଷ୍ଟ୍ରି-ଆ ଥିଲା,ଆଉ ଏଭଳି କାମ କରୁଥିଲା ଜାଣିଲେ ଆପଣ ମଧ୍ୟ ଚିହିଁକି ଉଠିବେ…ଦେଖନ୍ତୁ Video

Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିକଟରେ ଭୁବନେଶ୍ୱରର ଏକ ଅଞ୍ଚଳରେ ହୋଇଥିବା ଘଟଣା ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଏହି ହତ୍ୟାକାଣ୍ଡ ପରେ ଏହି ଘଟଣା ଅନେକ ପରିମାଣ ଚର୍ଚ୍ଚା ର ବିଷୟ ପାଲଟିଛି । ଏହା ସହିତ ବହୁତ ଲୋକ ଏହା ଉପରେ ବହୁତ କଥା କହିବା ଆରମ୍ଭ କରୁଛନ୍ତି ତେବେ ଆମେ ବର୍ତ୍ତମାନ ଏହି ଘଟଣା ଉପରେ ଜଣେ ମହିଳା ନିଜର କିଛି ମତ ରଖିଛନ୍ତି ଆମେ ବର୍ତ୍ତମାନ ସେହି କଣ କହି ଥିଲେ ଏହା ବିଷୟ ରେ ସୂଚନା ଦେବୁ ।

ତେବେ ସେହି ବ୍ୟକ୍ତିଙ୍କ ଘର ପାଖର ଲୋକ ତାଙ୍କ ଉପରେ କିଛି କଥା କହିଛନ୍ତି। ତେବେ ସେହି ମହିଳା ଜଣଙ୍କ କହିଥିଲେ ଯେ ସେହି ବ୍ୟକ୍ତି ଜଣଙ୍କ ବହୁତ ଖରାପ ଅଟନ୍ତି ଏହା ସହିତ ତାଙ୍କର ସବୁ ସମୟରେ ଅନ୍ୟ ମହିଳା ମାନଙ୍କ ପ୍ରତି ଖରାପ ଦୃଷ୍ଟି ରହେ।ଏହା ସହ ସେ ସ୍ଵଭାବରେ ବହୁତ ଖରାପ ଅଟନ୍ତି ବୋଲି କହିଛନ୍ତି । ଏହା ସହିତ ସେ ଯାହା ମଧ୍ୟ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି ସେ କହୁଛନ୍ତି।

ସେ କହିଥିଲେ କି ସେ ଅନେକ ସମୟରେ ନିଜର ପତ୍ନୀ ଓ ନିଜର ପରିବାର ଲୋକଙ୍କୁ ମାରି ଥାଆନ୍ତି। ଏହା ସହିତ ନିଜର ପତ୍ନୀଙ୍କ ସହିତ ଅନେକ ସମୟ ସେ ଝଗଡ଼ା କରନ୍ତି ବୋଲି ସେ କହିଥିଲେ।ଏହା ସହିତ ଏହି ମହିଳା ଜଣଙ୍କ କହିଛନ୍ତି ଯେ ଅନ୍ୟ ଝିଅ ମାନଙ୍କୁ ସେ ବହୁତ ଖରାପ ନଜରରେ ଦେଖି ଥାଆନ୍ତି ବୋଲି ସେ କହିଥିଲେ। ବାସ୍ତବରେ ସେ ଜଣେ ବହୁତ ଖରାପ ବ୍ୟକ୍ତି ବୋଲି ସେ କହିଥିଲେ। ତଥା ଏହି ଘଟଣାର ସଠିକ ଭାବରେ ତଦନ୍ତ କରିବା ସହିତ ତାଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଅନେକ ଲୋକ ବର୍ତ୍ତମାନ କହିଛନ୍ତି।

ତେବେ ବାସ୍ତବରେ ସେହି ମହିଳା ଜଣଙ୍କ ତାଙ୍କ ଉପରେ ଅନେକ କ୍ରୋଧିତ ଥିବାର ଦେଖା ଯାଇଥିଲା। ପରେ ସେ ନିଜର ପତ୍ନୀଙ୍କ ହତ୍ୟା କରିଛନ୍ତି ବୋଲି ସେହି ମହିଳା କହିଥିଲେ। ବର୍ତମାନ ପୋଲିସ ଗିରଫ କରିବା ପରେ ବର୍ତ୍ତମାନ ତାଙ୍କ ପାଖରୁ ଅନେକ ତଥ୍ୟ ବାହାର କରିବା ପାଇଁ ଚେଷ୍ଟା କରୁଛି ଏହା ସହ ପୋଲିସ ବର୍ତ୍ତମାନ ଏହି ଘଟଣାରେ ତାଙ୍କ ପାଖରୁ ଅନେକ ତଥ୍ୟ ବାହାର କରିବା ପାଇଁ ଚେଷ୍ଟା କରୁଛି । ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିବା ସହିତ ଏହି ଘଟଣା ସମ୍ପର୍କରେ ଅଧିକ ଖୋଳତାଡ କରିବା ଆରମ୍ଭ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *