ଚେଞ୍ଜିଙ୍ଗ ରୁମରେ ସିସିଟିଭି ଲଗାଇ ଛାତ୍ରୀଙ୍କ ପୋଷାକ ବଦଳାଇବା ଦୃଶ୍ୟକୁ ଦେଖୁଥିଲେ ମଦ୍ରାସା ଶିକ୍ଷକ- ତା ପରେ ଜାହା ହେଲା…

cctv

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶିକ୍ଷକଙ୍କୁ ଇଶ୍ୱରଙ୍କ ଦ୍ୱୀତିୟ ରୁପ ବୋଲି କୁହାଯାଏ , ଆଉ ଏହା ସତ ମଧ୍ୟ , ହେଲେ ଏ ଦୁନିଆରେ କିଛି ଶିକ୍ଷକ ଏମିତି ଅଛନ୍ତି , ଯିଏ ଏହି କଥାକୁ ଭୁଲ ପ୍ରମାଣିତ କରିବାକୁ ଲାଗିଛନ୍ତି । ପୁଣି ଛାତ୍ରୀ ଓ ଶିକ୍ଷକ ର ସମ୍ପର୍କ ହେଲା କଳଙ୍କିତ । ଛାତ୍ରୀମାନେ ପୋଷାକ ବଦଳାଇବା ବେଳେ ସିସିଟିଭି ରେ ଦେଖୁଥିଲେ ଶିକ୍ଷକ । ଏଭଳି ଏକ ଅଭିଯୋଗ ହୋଇଛି ବୋଲି ସୂଚନା ମିଳିଛି ।

ତେବେ ଗୁରୁ ଓ ଶିଷ୍ୟ ର ସମ୍ପର୍କ ହେଉଛି ସବୁଠୁ ଉଚ୍ଚ କୋଟିର  । ମାତା ପିତା ପରେ ଗୁରୁ ହେଉଛନ୍ତି ସବୁଠୁ ଶ୍ରେଷ୍ଠ । କିନ୍ତୁ ଆଜିକାଲି ର ସମାଜରେ ଯେଉଁ ଭଳି ମାନସିକତା ବ୍ୟପୁଛି ସେଥିରେ କେହି ବି କାହାକୁ ଛାଡୁ ନାହାନ୍ତି । ଆପଣ ମାନେ ତ ଏମିତି ବି ଖବର ଶୁଣିବାକୁ ପାଇଥିବେ କି ବାପା ଝିଅର ଇଜତ ନେଉଛି । ତେବେ ଏମିତି ହିଁ କିଛି ଶିକ୍ଷକ ଙ୍କ କଳଙ୍କିତ ଖବର ଏବେ ସମ୍ମାନାକୁ ଆସିଛି ।

ତେବେ ଏହି ଘଟଣାଟି ହେଉଛି  ଉତ୍ତରପ୍ରଦେଶର କୋତଓ୍ବାଲିର ବରଓ୍ବା ଛତର ଅଞ୍ଚଳର । ତେବେ ଏଠାରେ ଥିବା ଏକ ସ୍କୁଲ ରେ ରି ଆର୍ଡମିସନ କାର୍ଯ୍ୟ କର୍ମ ଚାଲିଥିଲା । ଯେଉଁଠି ଛାତ୍ରୀ ମାନଙ୍କୁ ଏକ ରୁମ୍ ଦିଆ ଯାଇଥିଲା ଡ୍ରେସ ବଦଳିବା ପାଇଁ । କିନ୍ତୁ ସେହି ରୂମ୍ ରେ ସିସିଟିଭି ଲାଗିଥିଲା ଏବଂ ଯାହା ଦ୍ଵାରା ସେଠାକର ଶିକ୍ଷକ ସେମାନଙ୍କୁ ଡ୍ରେସ ବଦଳିବାର ସିସିଟିଭି ମାଧ୍ୟମରେ ଦେଖୁଥିଲେ , ଓ ଉପୋଭୋଗ କରୁଥିଲେ ।

cc

ତେବେ ସେଠାକାର ଶିକ୍ଷକ ମାନଙ୍କ କହିବା ଅନୁସାରେ ସେ ରୁମ୍ ରେ ସିସିଟିଭି ଲାଗିଥିଲା ସତ କିନ୍ତୁ ଛାତ୍ରୀ ମାନେ ସେଠାରେ ଡ୍ରେସ ବଦଳିବେ ବୋଲି ସେହି ସିସିଟିଭି କୁ ବନ୍ଦ କର ଯାଇଥିଲା । ହେଲେ ମଦ୍ରାସାର ଶିକ୍ଷକ ସୁଲେମାନ ଅଂନଶାରୀ ସିସିଟିଭି କ୍ୟାମେରାକୁ ଅନ କରି ଛାତ୍ରୀଙ୍କ ଡ୍ରେସ ବଦଳାଇବା ଦୃଶ୍ୟ ଦେଖି ଉପଭୋଗ କରୁଥିଲେ । ଅନ୍ୟ ଶିକ୍ଷକ ମାନେ ଏହି କଥାର ବିରୋଧ କରି ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *